ଗଜପତିରେ ପୁଣି ୨୪ ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୨୬/୬- ଜିଲ୍ଲାରେ ଆଜି ପୁଣି ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୩ ଜଣ, ଗୋଶାଣି ବ୍ଳକରୁ ୨ ଜଣ, କାଶୀ ନଗର ବ୍ଳକରୁ ୩ ଜଣ, ମୋହନା ବ୍ଳକରୁ ୯ ଜଣ, ନୂଆଗଡ଼ ବ୍ଳକରୁ ଜଣେ, ଆର ଉଦୟଗିରି ବ୍ଳକରୁ!-->…
Read More...
Read More...