ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ଝଡବର୍ଷା ସହ ବଜ୍ରପାତ ହୋଇପାରେ । ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ ଓ…
Read More...

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶତପ୍ରତିଶତ ସଫଳତା

ଗଜପତି,୨୬/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୨୦୨୦-୨୧ ବର୍ଷରେ…
Read More...

ଆଳୁ ବୋଝେଇ ପିକ୍‌ଅପ୍‌ ଭ୍ୟାନରୁ ଗୁଟଖା ଜବତ, ତଦନ୍ତ ଚଳାଇଛି ରାୟଗଡ ବାଣିଜ୍ୟକର ବିଭାଗ

ରାୟଗଡ/୨୬/୬- ଆଳୁ ବୋଝେଇ ଏକ ବୋଲେରୋ ପିକ୍‌ଅପ୍‌ ଭ୍ୟାନରେ ଗୁଟଖା ଚୋରାଚାଲାଣ ବେଳେ ଗାଡି ସହ ବିପୁଳ ପରିମାଣର ଗୁଟଖା ଜବତ କରିଛି ରାୟଗଡ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ବିଭାଗ । ତେବେ ଗାଡିରେ ରଖିଥିବା ଗୁଟଖା ସାମଗ୍ରୀର ମୁଖ୍ୟ ବ୍ୟବସାୟୀ କାର୍ଯ୍ୟାଳୟକୁ ଆସିିନଥିବାରୁ ଏହାର ସଠିକ୍‌…
Read More...

୧୮ରୁ ୪୪ ବର୍ଷୀୟ ବର୍ଗଙ୍କ ଟିକାକରଣ ପାଇଁ ସ୍ଲଟ ବୁକିଂ ଆସନ୍ତାକାଲି

ବୌଦ୍ଧ,୨୬/୬- ଆସନ୍ତା ୨୮ ଜୁନ୍‌ (ସୋମବାର) କୋଭିଡ୍‌ ଟିକାକରଣ ପାଇଁ ବୌଦ୍ଧଜିଲ୍ଲାର ନିମ୍ନଲିଖିତ ସ୍ଥାନମାନଙ୍କରେ ୧୮ ରୁ ୪୪ ବୟସ ବର୍ଗ ନିମନ୍ତେ ୨୭ ଜୁନ୍‌ ଦିନ ୧ ଘଣ୍ଟା ସମୟରେ କୋଇନ ପୋର୍ଟାଲରେ ସ୍ଲଟ ବୁକିଙ୍ଗ କରାଯାଉଛି । ତେଣୁ ହିତାଧିକାରୀମାନେ ଟିକାକରଣ ନିମନ୍ତେ ନିଜର ନାମ…
Read More...