ଲକ୍ଷ୍ମୀଡୁଙ୍ଗରୀ ଶାଗୁଆନ ବଣ ସୁରକ୍ଷା ପାଇଁ ୨.୨୦ କୋଟି ଟଙ୍କା ମଞ୍ଜୁର
ସମ୍ବଲପୁର: ବିଶ୍ୱ ପ୍ରସିଦ୍ଧ ହୀରାକୁଦ ବନ୍ଧ ଠିକ ତଳକୁ ମହାନଦୀର ବାମ ପାଶ୍ୱର୍ରେ ସଂଲଗ୍ନ ଏକ ଛୋଟ ପାହାଡ ସହିତ ଲକ୍ଷ୍ମୀଡୁଙ୍ଗରୀ ସଂରକ୍ଷିତ ବଣ ରହିଛି, ଯାହାକି ଏକ ପ୍ରାକୃତିକ ଶାଗୁଆନ ବଣ ରୂପେ ପରିଚିତ । ବର୍ତ୍ତମାନ କିନ୍ତୁ ବଣ ମାଫିଆଙ୍କ ଲୋଲୁପ ଦୃଷ୍ଟି ଯୋଗୁଁ ଏହା ଅତ୍ୟନ୍ତ!-->…
Read More...
Read More...