ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦% ହ୍ରାସ କରାଯିବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର ୨୩।୬: ସିଲାବସ୍ ହ୍ରାସ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦% ହ୍ରାସ କରାଯିବ । ହେଲେ ସ୍କୁଲ ଖୋଲିବା ନେଇ ଏଯାଏଁ କୌଣସି ନିଷ୍ପତ୍ତି ହୋଇନାହିଁ । ଅନଲାଇନ୍ ରେ
Read More...

ହିନ୍ଦୁ ଜାଗରଣ ମଞ୍ଚ ଦ୍ୱାରା ଗୋରୁ ଉଦ୍ଧାର

ଆଇଗିଣିଆ ଫୁଲେଶ୍ୱରୀ ବସ୍ତି ରୁ ଗୋରୁମାନଙ୍କୁ ରାତି ରେ ଚୋରି କରିକି ନେଉଥିଲେ । ହିନ୍ଦୁ ଜାଗରଣ ମଞ୍ଚ, ଭୁବନେଶ୍ୱର ର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା ଗୋରୁମାନଙ୍କୁ ଉଦ୍ଧାର କରାଯାଇଛି।
Read More...

ଅବିଶ୍ରାନ୍ତ ବର୍ଷାରେ ସ୍ମାର୍ଟସିଟି ବେହାଲ

ଭୁବନେଶ୍ୱର,୨୩ ।୬ : ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟାରୁ ପ୍ରବଳ ବର୍ଷା ଲାଗି ରହିଛି । ଉପକୂଳରୁ ଉତ୍ତର ଓଦକ୍ଷିଣ ଓଡିଶାର ବିଭିନ୍ନ ସହର ବର୍ଷାରେ ଜଳ ଆଚ୍ଛନ୍ନ ହୋଇଥିବା ବେଳେ ସ୍ମାର୍ଟସିଟି ଭୁବନେଶ୍ୱର ଓ କଟକ ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ରାଜଧାନୀର ବିଭିନ୍ନ
Read More...

କାର୍ ଦୁର୍ଘଟଣା ଗ୍ରସ୍ତ,୨ ଆହତ

ବୌଦ୍ଧ/ଜହ୍ନାପଙ୍କ,୨୩/୬- ଆଜି ଭୋର ପ୍ରାୟ ୫ ଟାବେଳେ ଏକ କାର୍ ଜାତୀୟ ରାଜପଥ ୫୭ ର ଜହ୍ନାପଙ୍କ କେନାଲ ପୋଲ ନିକଟରେ ଭାରସାମ୍ୟ ହରାଇ ବାମ ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇ ଓଲଟି ପଡିଥିଲା। ଏଥିରେ ଗୋଟିଏ ପରିବାରର ବସିଥିବା ୫ ଜଣଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଛନ୍ତି।ଆହତ ଦ୍ବୟ ହେଲେ ସୁନିଲ
Read More...

ରାଇକିଆ ଓ ଦାରିଙ୍ଗବାଡି ଠାରେ “ସୃଜନ” ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ ।…

ଜି.ଉଦୟଗିରି,୨୩/୪- କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ବିଭିନ୍ନ ଲୋକମାନଙ୍କୁ ସ୍ବେଚ୍ଛାସେବୀ ସଂସ୍ଥା "ସୃଜନ"ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ଦାରିଙ୍ଗବାଡି ଅଞ୍ଚଳରେ ମଧ୍ୟ ଏହିପରି ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ଓ ଯେଉଁମାନେ କାମ ନ ପାଇ ହଇରାଣ ହେଉଛନ୍ତି
Read More...

ବିନା ମାକ୍ସ ଓ ସାମାଜିକ ଦୂରତ୍ୱରେ ଜୀବନକୁ ବାଜି ଲଗାଉଛନ୍ତି ଗ୍ରୀନ ଡାଇମଣ୍ଡର ମୁଖ୍ୟ ବିନ୍ଧାଣୀ

କଣ୍ଟାମାଳ,୨୨/୬- ଗ୍ରୀନ ଡାଇମଣ୍ଡ (କେନ୍ଦୁପତ୍ର)ର ଏକ ସମୃଦ୍ଧ ଅଞ୍ଚଳ ଭାବେ ପଶ୍ଚିମ ଓଡିଶାରେ ଯଥେଷ୍ଟ ଖ୍ୟାତି ରହିଥିବା ଏବଂ ଏହି ପତ୍ରର ଲାଭାଂଶରୁ ସିଂହଭାଗ ଅର୍ଥ ରାଜ୍ୟ ରାଜକୋଷକୁ ସମୃଦ୍ଧ କରୁଥିବା ବେଳେ ଏହି କେନ୍ଦୁପତ୍ର ବ୍ୟବସାୟର ମୁଖ୍ୟ କର୍ଣ୍ଣଧାର ସାଜୁଥିବା ଶ୍ରମିକ ମାନଙ୍କ
Read More...