ସାଥୀ ଶିକ୍ଷକ ବନ୍ଧୁଙ୍କ ବିୟୋଗରେ କଣ୍ଟାମାଳ ସିଆରସିସି ସଂଘର ଭର୍ଚୁଆଲ ସ୍ମୃତି ଚାରଣ
କଣ୍ଟାମାଳ,୨୦/୬- ସାଥୀ ଶିକ୍ଷକ ଉମେଶ କହଁରଙ୍କ କରୋନରେ ମୃତ୍ୟୁକୁ ନେଇ ଆଜି କଣ୍ଟାମାଳବ୍ଳକ ସିଆରସିସି ସଂଘ ତରଫରୁ ଏକ ଭର୍ଚୁଆଲ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସିଆରସିସି ସତ୍ୟନାରାୟଣ ରଣାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ସିଆରସିସି ଆନନ୍ଦ ପରମଗୁରୁ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ!-->…
Read More...
Read More...