କରୋନା ଆକ୍ରାନ୍ତ ଯୁବକଙ୍କ ମୃତ୍ୟୁ
ହରଭଙ୍ଗା,୧୯/୬- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସାଂପୋଚ ଗ୍ରାମର ଯୁବକ ସନ୍ତୋଷ କୁମାର ପଣ୍ଡାଙ୍କର ଗତକାଲି ଦିନ ୧୧:୪୦ ମିନିଟରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରେ ପରଲୋକ ଘଟିଛି । କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ମାତ୍ର ୩୬ବର୍ଷ!-->…
Read More...
Read More...