ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ରକ୍ତଦାନ ଶିବିର

ଭୁବନେଶ୍ୱର,୧୮/ ୦୬ - ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କୋରନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂରକରିବା ପାଇଁ ବିଜୁ ଯୁବ ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୁଲ୍ୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ମାନ୍ୟବର
Read More...

ଚାଷୀଙ୍କ ସମସ୍ୟାକୁ ନେଇ ଭାଜପା କୃଷକମୋର୍ଚ୍ଚା ପକ୍ଷରୁ ଧାରଣା

ସମ୍ବଲପୁର, ୧୮/୬- ସ୍ଥାନୀୟ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ ଓ ସେଗୁଡିକର ସମାଧାନ ଦାବିରେ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା କୃଷକ ମୋର୍ଚ୍ଚା (ଭାଜକୃମୋ) ପକ୍ଷରୁ ଏକ ଧାରଣା ପ୍ରଦର୍ଶନ କରାଯାଇଥିଲା । ସେମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ
Read More...

ରାୟଗଡ ବଣିକ ସଂଘ ସହ ଜିଲ୍ଳାପାଳଙ୍କ ଆଲୋଚନା :କୋଭିଡ-୧୯ ନିର୍ଦ୍ଦେଶାବଳୀରେ ଦୋକାନବଜାର ଖୋଲିବାକୁ ଜିଲ୍ଳାପାଳଙ୍କ…

ରାୟଗଡ/୧୮/୬/୨୧: ମହାମାରୀ କରୋନା ସଂକ୍ରମଣ ହାର ରାୟଗଡ ଜିଲ୍ଳାରେ ଏକ ପ୍ରକାର ନିୟନ୍ତ୍ରଣରେ ରହିଛି । ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ହାର ହ୍ରାସ ହେବା ପରେ ରାଜ୍ୟ ସରକାର ଲକଡାଉନ କଟକଣା ଅବଧୀ ସୀମା ଆସନ୍ତା ଜୁଲାଇ ୧ତାରିଖ ଯାଏଁ ବୃଦ୍ଧି କରିବା ସହ କଟକଣାରେ ଆଂଶିକ ଭାବେ କୋହଳ
Read More...

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ ଫଳ

ଭୁବନେଶ୍ୱର, : ଆସନ୍ତା ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ (ଦ୍ୱାଦଶ ) ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଦଶମ ଶ୍ରେଣୀ ପରୀକ୍ଷା ମାର୍କ ଆଧାରରେ ଯୁକ୍ତ ଦୁଇ ଶ୍ରେଣୀର
Read More...

ସ୍ୱାସ୍ଥ୍ୟ ବିଗିଡିବାରୁ ଭୁବନେଶ୍ୱର ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡାସ୍ଥିତ ଚାରିପଡା ଗ୍ରାମର ଅନନ୍ୟ ପ୍ରତିଭା ତଥା ଲୋକକବି, ଆଦିବାସୀ ସଂସ୍କାରକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନୀ (ଟାଡିସରୁ ବାଇ) ଫୁଲବାଣୀ ଜିଲ୍ଲା କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ତାଙ୍କ କୋଭିଡ୍‌ ନମୁନା ଗତ ୧୪
Read More...

ଘରୋଇ ବସ ଶ୍ରମିକଙ୍କ ପାଇଁ ଆର୍ଥିକ ସାହାଯ୍ୟ ଦାବି

ସମ୍ବଲପୁର,୧୮/୬- କରୋନା କଟକଣା ନାଁରେ ବର୍ତ୍ତମାନ ସଡ଼କ ପରିବହନ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଏଣୁ ଏହି ଉଦ୍ୟୋଗ ଉପରେ ଆଶ୍ରିତ କର୍ମଚାରୀ ଓ ଶ୍ରମିକମାନଙ୍କ ସ୍ଥିତି ସାଙ୍ଘାତିକ ହୋଇଗଲାଣି । ଏହି ସନ୍ଦର୍ଭରେ ସ୍ଥାନୀୟ ଘରୋଇ ବସ ଶ୍ରମିକ ସଂଘ ପକ୍ଷରୁ ଆଜି ସମ୍ବଲପୁର
Read More...

କାଦପଡାରେ ନଳକୂପ ଅଚଳ, ସାହିବାସିନ୍ଦା ପାଣି ପାଇଁ ହନ୍ତସନ୍ତ

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ ଅଧିନ କାଦପଡା ଗ୍ରାମରେ ଏକ ନଳକୂପ ଅଚଳ ହୋଇଯାଇଛି । ନଳକୂପଟି ଅଚଳ ହେବା ପରେ ସାହିବାସିନ୍ଦା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାଇସ୍କୁଲ ନିକଟ ସାହିରେ ଥିବା ନଳକୂପଟି ମାସେ ହେଲାଣି ଅଚଳ
Read More...