Sign in
Sign in
Recover your password.
A password will be e-mailed to you.
Author
Hiranchal Live 9260 posts 0 comments
ଗଜପତିରେ ପୁଣି ୪୫ ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୧୮/୬- ଜିଲ୍ଲାରେ ଆଜି ପୁଣି ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୧୪, ଗୋଶାଣି ବ୍ଳକରୁ ୧୨ ଜଣ,ଗୁମ୍ମା ବ୍ଳକରୁ ୨ ଜଣ, କାଶୀ ନଗର ବ୍ଳକରୁ ୭ ଜଣ, ମୋହନା ବ୍ଳକରୁ ୨ ଜଣ, ନୂଆଗଡ଼ ବ୍ଳକରୁ ୪!-->…
Read More...
Read More...
ବୌଦ୍ଧ: ଆଜି ଜିଲ୍ଲାର ସଂକ୍ରମିତ ମଧ୍ୟରୁ ଅର୍ଦ୍ଧାଧିକ ହରଭଙ୍ଗା ବ୍ଲକର
ବୌଦ୍ଧ,୧୮/୬- ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୩୫ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଅର୍ଦ୍ଧାଧିକ ହେଉଛନ୍ତି ହରଭଙ୍ଗା ବ୍ଲକ୍ ଅଂଚଳର । ଆଜି ହରଭଙ୍ଗା ବ୍ଲକ୍ ୧୦ ଗୋଟି ଗ୍ରାମ ପଞ୍ଚାୟତର ୧୩ ଟି ଗ୍ରାମ ମଧ୍ୟରୁ ମୋଟ୍ ୧୯ ଜଣ କରୋନା ପଜିଟିଭ ଚିହ୍ନଟ!-->…
Read More...
Read More...
ବାଣିଗୋଛାଠାରେ ରକ୍ତଦାନ ଶିବିର ଅନୁଷ୍ଠିତ
ଦଶପଲ୍ଲା : ଆଜି ନୟାଗଡ଼ ଜିଲ୍ଲାର ଉପାନ୍ତ ଅଂଚଳ ବାଣିଗୋଛା ମହାବିଦ୍ୟାଳୟଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରକୁ ଦଶପଲ୍ଲାର ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର!-->…
Read More...
Read More...
ଡବ୍ଲ୍ୟୁଟିସି ଫାଇନାଲ : ରେକର୍ଡ ଅପେକ୍ଷାରେ ଅଶ୍ୱିନ
ନୂଆଦିଲ୍ଲୀ : ଆଜି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏଥିପାଇଁ ଟିମ୍ ଇଣ୍ଡିଆ ଚୂଡାନ୍ତ ଏକାଦଶ ଘୋଷଣା କରିଛି । ଡବ୍ଲ୍ୟୁଟିସିରେ ସର୍ବାଧିକ ରନ୍ ସ୍କୋର କରିଥିବା ଟପ୍-୧୦ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରୁ ୨ ଜଣ ଭାରତୀୟ ରହିଛନ୍ତି । ଏହି!-->…
Read More...
Read More...
ତୃତୀୟ ଲହର ପାଇଁ ପୂରା ପ୍ରସ୍ତୁତ ଅଛି ଓଡ଼ିଶା : ଡିଏମ୍ଇଟି
ଭୁବନେଶ୍ୱର : ମହାରାଷ୍ଟ୍ର ସରକାରଙ୍କ ଚେତାବନୀ ପରେ ତୃତୀୟ ଲହର ପାଇଁ ଓଡ଼ିଶା ସରକାରଙ୍କ ଜୋରଦାର ପ୍ରସ୍ତୁତି ଆରମ୍ଭ । ଏସଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ଡିଏମଇଟି କହିଛନ୍ତି ଯେ, ତୃତୀୟ ଲହର ପାଇଁ ପୂରା ପ୍ରସ୍ତୁତ ଅଛି!-->…
Read More...
Read More...
ହାଇଓ୍ୱା ଧକ୍କାରେ ଯୁବକଙ୍କ ମୃତ୍ୟୁ
ଯାଜପୁର : ହାଇଓ୍ୱା ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ନାରାୟଣ ପରିଡ଼ା ବୋଲି ଜଣାପଡିଛି । ଯାଜପୁର ଜିଲ୍ଲା ସଦର ଥାନା ବରମୁଣ୍ଡା ଛକ ନିକଟରେ ଘଟିଛି ଦୁର୍ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ନାରାୟଣ ପରିଡ଼ା ନିଜ ଗାଁ ଛକରୁ ଘରକୁ ଫେରୁଥିବା!-->…
Read More...
Read More...
ସୁବର୍ଣ୍ଣପୁରରେ ୧୮/୪୪ ବର୍ଷୀୟ ହିତାଧିକାରୀଙ୍କୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସ୍ଲଟ ବୁକିଂ ଆଜି
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା ୧୯/୦୬/୨୧ ରୁ ତା ୨୧/୦୬/୨୧ ପର୍ଯ୍ୟନ୍ତ ସୋନପୁର ମ୍ୟୁନିସିପାଲିଟିର ୫ଗୋଟି ସ୍ଥାନରେ ବ୍ୟବସ୍ଥିତ ୬ଟି ଟିକାକରଣ କେନ୍ଦ୍ର ଯଥା- କଲ୍ୟାଣ ମଣ୍ଡପ, ସୋନପୁର -ମଝୀପଡ଼ା (ଗୋଟିଏ କେନ୍ଦ୍ର ), ଟାଉନ ହଲ!-->…
Read More...
Read More...