ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା

ଭୁବନେଶ୍ୱର,୧୭/୬- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହାଦ୍ୱାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି, ରାଜ୍ୟ
Read More...

ବଲାଙ୍ଗୀର ଓଁକାରେଶ୍ୱର ମହାଦେବଙ୍କ ବିବାହ ସମ୍ପନ୍ନ

ବଲାଙ୍ଗୀର,୧୭/୬- ବଲାଙ୍ଗୀର ରେଲୱେ ଷ୍ଟେସନ ପାଖ ଶ୍ରୀ ଓଁକାରେଶ୍ୱର ମହାଦେବଙ୍କ ବିବାହ ମାତା ପାର୍ବତୀଙ୍କ ସହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ଯୋଗୁଁ କେବଳ ନୀତିକାନ୍ତିରେ କୋଭିଡ ନିୟମକୁ ମାନି ଏହି ବିବାହ କାର୍ଯ୍ୟରେ କିଛି ଭକ୍ତ ଉପସ୍ଥିତ ଥିଲେ । ପୂଜାରେ
Read More...

ଭାଇ ଟିକେ ହାଉଲେ ଚାଲ୍‌-ଭଲ ନାହିଁ ରାସ୍ତାର ହାଲ୍‌ : କଣ୍ଟାମାଳ ପୂର୍ତ୍ତ ବିଭାଗ ରାସ୍ତାର ଅବସ୍ଥା ଶୋଚନୀୟ

କଣ୍ଟାମାଳ,୧୭/୬- ବୌଦ୍ଧଜିଲ୍ଲା ଆଭ୍ୟନ୍ତରୀଣ ଅଞ୍ଚଳ ନାରାୟଣପ୍ରସାଦକୁ ସଂଯୋଗ କରୁଥିବା ଡୁମାଲପାଲି-ସିମିଳିଯୋରା-ନାରାୟଣପ୍ରସାଦ-ଆମ୍ବଗାଁକୁ ସଂଯୋଗ କରୁଥିବା ରାସ୍ତା ଖଣ୍ଡିକ ବର୍ଷର ପ୍ରଥମ ବର୍ଷାରେ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ସାଜିଛି । ପୂର୍ତ୍ତବିଭାଗ ଦ୍ୱାରା ଏହି ରାସ୍ତାର
Read More...

ପିତା ମାତାଙ୍କୁ ହରାଇ ଅସୁବିଧାରେ ଥିବା ୩ଶିଶୁ ପାଖରେ ପହଂଚିଲା ଜିଲ୍ଲା ପ୍ରଶାସନ

ବୌଦ୍ଧ: ହରଭଙ୍ଗା ବ୍ଲକ୍‌ ଅର୍ନ୍ତଗତ ବାହାଲି ଗ୍ରାମର ସପ୍ତେଶ୍ୱର ମଲିକଙ୍କ ଗତ ୧୫ ତାରିଖରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କର ତିନି ବିଲା ଅସହାୟ ହୋଇପଡିଥିଲେ । ଏହି ତିନି ଅସହାୟ ଶିଶୁଙ୍କ ପାଖରେ ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା ନେତୃତ୍ୱ ରେ ଜିଲ୍ଲା ଶିଶୁ
Read More...

କଟକଣା କୋହଳ ନ ହେଉଣୁ ଜନଗହଳି ହେଲାଣି

ସମ୍ବଲପୁର : କରୋନା କଟକଣା ନାଁ ରେ ବାରମ୍ବାର ଲକଡାଉନ ଓ ସଟଡାଉନ ପାଇଁ ଅଧିକାଂଶ ଲୋକମାନେ ଅତିଷ୍ଠ ହେଲାପରି ପ୍ରତିକ୍ରିୟା ଦେଇଥାନ୍ତି, ଯଦିଓ ଏହା ଦ୍ୱାରା ସେମାନେ ସୁରକ୍ଷିତ ରହୁଛନ୍ତି । ଲୋକଙ୍କ ଏହିପରି ଅଧୈର୍ଯ୍ୟ ଓ ଅସହିଷ୍ଣୁ ହେବାର ଚାକ୍ଷୁଷ ପ୍ରମାଣ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ
Read More...

ନିଆରା ଢଙ୍ଗରେ ରଜ ପାଳିଲେ ତହସିଲଦାର

ଚଣ୍ଡିଖୋଲ : ବଡଚଣା ବ୍ଲକ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ ସୋଲର ପଞ୍ଚାୟତ ପାଇକରାପୁର ସ୍ଥିତ ସେବକ ଜରାଶ୍ରମରେ ବୃଦ୍ଧବୃଦ୍ଧାଙ୍କ ଗହଣରେ ରଜ ପାଳିଛନ୍ତି । ରଜର ତୃତୀୟ ଦିନରେ ତହସିଲଦାର ଶ୍ରୀ ସେଠୀ ଜରାଶ୍ରମରେ ଡାଳିମ୍ବ, ସେଓ ସହ ଅନ୍ୟାନ୍ୟ ଫଳ, ବିସ୍କୁଟ, ଚୁଡା ସହ ମାସ୍କ ଆଦି
Read More...

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର: ଓଲିଉଡ ଜଣାଶୁଣା କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅକ୍ସିଜେନ୍‌ ଲେବୁଲ୍‌ କମି ଯାଇଥିବାରୁ ତାଙ୍କୁ ଅକ୍ସିଜେନ୍‌ ଦିଆଯାଉଛି । ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା
Read More...

ଜନ୍ମଦିନରେ ରକ୍ତଦାନ କଲେ ସ୍ୱେଚ୍ଛାସେବୀ ଅଭିମନ୍ୟୁ

ବୌଦ୍ଧ,୧୭/୦୬ – ବର୍ତ୍ତମାନ କୋରନା ମହାମାରୀ ଜନଜୀବନକୁ ନାନାଦି ସଙ୍କଟରେ ପକାଉଛି । ଏହି ମହାମାରୀ ସମୟରେ ହରଭଙ୍ଗା ବ୍ଲକ୍‌ ସାଂପୋଚ ଗ୍ରାମ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମର ଯୁବ ସ୍ୱେଚ୍ଛାସେବୀ ତଥା ବୌଦ୍ଧ ଗର୍ଜନ ସେନାର କର୍ମକର୍ତ୍ତା ଅଭିମନ୍ୟୁ ପ୍ରଧାନ ନିଜର ଜନ୍ମ ଦିନକୁ ନିଆରା
Read More...