Sign in
Sign in
Recover your password.
A password will be e-mailed to you.
Author
Hiranchal Live 9260 posts 0 comments
ବଜ୍ରାଘାତରେ ୨ମୃତ
ସୁବର୍ଣ୍ଣପୁର.୧୫/୬-ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବର୍ଡାକଟା ଗାଁରେ ଘଟଛି ଅଘଟଣ । ବଜ୍ରାଘାତରେ ଦୁଇ ଜଣଙ୍କ ପ୍ରାଣ ଯାଇଛି । ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । କେନ୍ଦୁପତ୍ର ଫଡିରେ ପତ୍ର ବାନ୍ଧୁଥିବାବେଳେ ହୋଇଛି ଅଘଟଣ । ମୃତକମାନେ!-->…
Read More...
Read More...
ଟିକା ନେବା ପରେ ସାର୍ଟିଫିକେଟ ସେୟାର କରୁଛନ୍ତି କି ?
ନୂଆଦିଲ୍ଲୀ : ଯଦି ଆପଣ ଟିକା ନେବା ପରେ ସୋସିଆଲ ମିଡିଆରେ ସରକାର ଦେଇଥିବା ଟିକା ପ୍ରମାଣପତ୍ରକୁ ମଧ୍ୟ ସେୟାର କରିଛନ୍ତି, ତେବେ ସାବଧାନ ରୁହନ୍ତୁ, କାରଣ ଏହା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଲିକ କରିପାରେ । ଏଇଥି ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ସତର୍କ ସୂଚନା ଜାରି କରିଛି ।ଟିକାକରଣ!-->…
Read More...
Read More...
ହାତୀ ଆତଙ୍କ, ଲୋକେ ଭୟଭୀତ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅଞ୍ଚଳ ଦୁଲ୍ଲଭପୁର ଗାଁ ନିକଟରେ ହାତୀ ଆତଙ୍କ । ଲୋକେ ଭୟଭୀତ ।ଦୁଲ୍ଲଭପୁର ଗାଁ ନିକଟ ବାଘଡିଆଁ ଜଙ୍ଗଲରେ ଡେରା ପକାଇଛନ୍ତି ୩୦ ଟିକିଆ ହାତୀପଲ।
ଦଳରେ ସାତଟି ଛୁଆ ହାତୀମଧ୍ୟ ରହିଛନ୍ତି। ହାତୀପଲଙ୍କୁ ଘଉଡାଇବା ପାଇଁ!-->!-->!-->…
Read More...
Read More...
ପୁଣି ୪୪ଜଣଙ୍କ ଜୀବନ ନେଲା କରୋନା, ୩୪୦୫ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ପୁଣି ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । କିନ୍ତୁ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା!-->…
Read More...
Read More...
ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶ୍ରମିକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶ୍ରମିକମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ସନ୍ତୋଷ ଜେନାଙ୍କ ନେତୃତ୍ୱରେ ଶ୍ରମିକମାନଙ୍କୁ ଅତ୍ୟାବଶ୍ୟକ!-->…
Read More...
Read More...
ଅରକ୍ଷିତଙ୍କୁ ସାହାଯ୍ୟର ହାତ ବଢାଇଲେ ହରଭଙ୍ଗା ବିଡିଓ
ହରଭଙ୍ଗା : ବଣ ପାହାଡ ଘେରା ଭିତରେ ଅସହାୟ ଅବସ୍ଥାରେ ୮ ଟି ସନ୍ତାନର ବାପା ଅରକ୍ଷୀତ ପ୍ରଧାନଙ୍କ ପରିବାରଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ହରଭଙ୍ଗା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ନିଳକଣ୍ଠ ବେହେରା । ହରଭଙ୍ଗା ବ୍ଲକ ବାଣିଭୁଷଣପୁର ପଂଚାୟତର ଭଉଁରୀପଥର ଠାରେ ଥିବା ଜଙ୍ଗଲ ମଧ୍ୟରେ ରହନ୍ତି!-->…
Read More...
Read More...
ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ବୌଦ୍ଧ : ଜାତୀୟ ରାଜପଥ ୫୭ରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଗତକାଲି ରାତିରେ ବୌଦ୍ଧ ଥାନା ରଇଠାଣି ନିକଟରେ ଗୋଟିଏ ଟ୍ରକ୍ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖାଲି ବିଅର ବୋତଲ ନେଇ ରାଜଧାନୀ ଭୁବନେଶ୍ୱର!-->…
Read More...
Read More...
କରୋନା ନେଲା ଶିକ୍ଷକଙ୍କ ଜୀବନ
କଣ୍ଟାମାଳ : କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ମହକୁମା କଣ୍ଟାମାଳ ଗ୍ରାମ ପଞ୍ଚାୟତର ଉଦେପୁର ଗ୍ରାମର ଶିକ୍ଷକ ଉମେଶ କହଁରଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି । ସେ କରୋନାରେ ଆକ୍ରାନ୍ତ ହେବା ପରେ ଗତ ଜୁନ୍ ୪ ତାରିଖରେ ବୌଦ୍ଧ କୋଭିଡ!-->…
Read More...
Read More...