Sign in
Sign in
Recover your password.
A password will be e-mailed to you.
Author
Hiranchal Live 9260 posts 0 comments
କରଣୀ ଭଦ୍ରା ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟନ କଲେ ପାରଳା ବିଧାୟକ କେ. ନାରାୟଣ ରାଓ
ଗଜପତି,୧୨/୬- ଗଜପତି ଜିଲ୍ଲା କାଶୀନଗର ବ୍ଳକର ଶିଆଳି ଗ୍ରାମ ପଞ୍ଚାୟତର କରଣୀ ଭଦ୍ରା ଗ୍ରାମରେ ପ୍ରାଥମିକ କୃଷି ସମବାୟ ସମିତିକୁ ପାରଳା ବିଧାୟକ କେ. ନାରାୟଣ ରାଓ ଫିତା କାଟି ଶୁଭ ଉଦଘାଟନ କରିଛନ୍ତି ।ଏ ହି କାର୍ଯ୍ୟକ୍ରମରେ ଏ.ଆର. ସି.ଏସ.ଟି.ଭି. ପ୍ରସାଦ ରାଓ,କାଶୀ ନଗର ବ୍ଳକ ଅଧ୍ୟକ୍ଷ!-->…
Read More...
Read More...
କ.ନୂଆଗାଁ ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ସୁରକ୍ଷା ଥଳି ବଣ୍ଟନ
ବାଲିଗୁଡ଼ା,୧୨/୬: କନ୍ଧମାଳ ଜିଲ୍ଲା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାହାରା ପକ୍ଷରୁ ଆଜି କ.ନୂଆଗାଁ ବ୍ଲକ ସଭାଗୃହ ଠାରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୁରକ୍ଷା ଥଳି ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସାହାରା ସମ୍ପାଦକ ସୁକାନ୍ତ କୁମାର ନାୟକ ଅଧ୍ୟକ୍ଷତାକରି କରୋନା!-->…
Read More...
Read More...
ଗଜପତିରେ ପୁଣି ୪୮ ଜଣ କରୋନା ପଜିଟିଭ ଚିହ୍ନଟ
ଗଜପତି,୧୨/୬- ଗଜପତି ଜିଲ୍ଲାରେ ଆଜି ପୁଣି ୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୮ ଜଣ, ଗୋଶାଣି ବ୍ଳକରୁ ୧୦ ଜଣ, ଗୁମ୍ମା ବ୍ଳକରୁ ୫ ଜଣ, କାଶୀ ନଗର ବ୍ଳକରୁ ୨ଜଣ, ମୋହନା ବ୍ଳକରୁ ୩ ଜଣ, ନୂଆଗଡ଼ ବ୍ଳକରୁ!-->…
Read More...
Read More...
ଆସନ୍ନ ବର୍ଷାବିତ୍ପାତ ପାଇଁ ନାଳ ନର୍ଦ୍ଦମା ସଫେଇ
ସମ୍ବଲପୁର,୧୨/୬- ଆସନ୍ତା ତିନି ଦିନ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ସତର୍କ ଜାରି କରାଯାଇଛି । ଏହାକୁ ନେଇ ଜନସାଧାରଣ ଆଶଙ୍କିତ ରହିଛନ୍ତି । ଏପରିପ୍ରେକ୍ଷୀରେ ବର୍ଷାଜଳ ନିଷ୍କାସନ ପାଇଁ ସମ୍ବଲପୁର ନଗର ନିଗମ ପକ୍ଷରୁ ଗତ!-->…
Read More...
Read More...
ସମଗ୍ର ପଶ୍ଚିମାଞ୍ଚଳ ସହିତ ସମ୍ବଲପୁରରେ କୋଭିଡ ସ୍ଥିତି ସୁଧୁରୁଛି
ସମ୍ବଲପୁର,୧୨/୬- ଗତ ପ୍ରାୟ ମାସାଧିକ କାଳ ପର୍ଯ୍ୟନ୍ତ କୋଭିଡ ସ୍ଥିତି ବିପନ୍ନ ରହିବାପରେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ଏହାର ଉନ୍ନତି ପରିଲକ୍ଷିତ ହେଉଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ପଜିଟିଭ ରୋଗୀ ୪୧ ଜଣଙ୍କୁ ଚିହ୍ନଟ କରାଯାଇଛି ଓ ସେହି ସମୟରେ ୧୬୦ ଜଣ ରୋଗମୁକ୍ତ ହୋଇ!-->…
Read More...
Read More...
ଭିମସାରରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ
ସମ୍ବଲପୁର, ୧୨/୬- ସ୍ଥାନୀୟ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ (ଭିମସାର)ରେ ସୁଚାରୁରୂପେ ଅମ୍ଳଜାନ ଉପଲବ୍ଧ ହେବା ସୁନିଶ୍ଚିତ କରିବା ପାଇଁ ଆଜି ଚାପ ଅବଶୋଷଣ (ପିଏସଏ) ପ୍ଲାଣ୍ଟ ସ୍ଥାପନ କରାଯାଉଛି । ଏଥିପାଇଁ ମେସିନ ଗତକାଲି ଆସି ପହଞ୍ଚିଛି, ଯାହାର!-->…
Read More...
Read More...
ବୌଦ୍ଧ: ଆଜି ଜିଲ୍ଲାରୁ ବିକ୍ଷିପ୍ତ ଭାବେ ୫୭ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୧୨/୬ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୫୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା!-->…
Read More...
Read More...