Sign in
Sign in
Recover your password.
A password will be e-mailed to you.
Author
Hiranchal Live 9260 posts 0 comments
ସୁବର୍ଣ୍ଣପୁରର ଶୀତଳଷଷ୍ଠୀ ପାଇଁ ବାହାରିଲେ ୧୦୮ଭରିର ସୁବର୍ଣ୍ଣ ଚନ୍ଦ୍ରଶେଖର
ସୁବର୍ଣ୍ଣପୁର : ସୁବର୍ଣ୍ଣପୁରରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା କୋଷାଗାରରୁ ବାହାରିଲେ ୧୦୮ ଭରି ସୁନା ନାଗ, ଉପ-ଜିଲ୍ଲାପାଳ ନିହାର ରଞ୍ଜନ କହଁର ଓ ଏସ.ପି ସୀତାରାମ ସତପଥୀଙ୍କ ଉପସ୍ଥିତି ରେ ବାହାରିଲେ ସୁନା ନାଗ ପ୍ରତିମା ଓ ରୂପା ବିମାନ ।ଚଳିତ ବର୍ଷ ମନ୍ଦିର ମାଳିନୀ ସୋନପୁର!-->…
Read More...
Read More...
ସୁନା ଭଉଣୀ ଶିଶୁ ସାହିତ୍ୟ ପତ୍ରିକା ଉନ୍ମୋଚିତ
ଜଗତସିଂହପୁର,୧୨/୬- ଜଗତସିଂହପୁର ଜ଼ିଲ୍ଲାର ପ୍ରଥମ କରି ଜ଼ିଲ୍ଲାର ପ୍ରତି ବିଦ୍ୟାଳୟର ପାଠାଗାରକୁ ଯୋଗାଇ ଦେବାକୁ ଥିବା ଲିମକା ବୁକ ଅଫ ରେକର୍ଡସରେ ସ୍ଥାନିତ ମାସିକ ଶିଶୁ ସାହିତ୍ୟ ପତ୍ରିକା "ସୁନା ଭଉଣୀ " ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି!-->…
Read More...
Read More...
ସାରସ୍ୱତ କବି ଆଇ ଏ ଏସ ବିଷ୍ଣୁପଦଙ୍କ କବିତା ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ
ଭୁବନେଶ୍ୱର,୧୨/୬- ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଇଂରାଜୀ କବିତା ପୁସ୍ତକ ‘ବିୟଣ୍ଡ ହିୟର ଆଣ୍ଡ ଅଦର୍ସ ପୋଏମସ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚିତ କରିଛନ୍ତି । ଏହି ପୁସ୍ତକରେ ମୋଟ ୬୧ଟି କବିତା ରହିଛି । ୧୬୧ ପୃଷ୍ଠା ବିଶିଷ୍ଟ ଏହି ବହିର ମୁଖବନ୍ଧ ଲେଖିଛନ୍ତି ବିଶିଷ୍ଟ କବି!-->…
Read More...
Read More...
ସୋଲାର କ୍ଷୁଦ୍ର ପାନୀୟ ଜଳ ପ୍ରକଳ୍ପ ଅଚଳ, ମରାମତି ଦାବି
ବୌଦ୍ଧ,୧୨/୬ - ବୌଦ୍ଧବ୍ଲକ୍ ଖଲିଆପାଲି (ପୁରୁମୁଣ୍ଡା) ଗ୍ରାମ ପଞ୍ଚାୟତ ଗୁଦୁଗୁଦା ସାପ୍ତାହିକ ବୁଧବାର ବଜାର ନିକଟରେ ଥିବା ପାନୀୟ ଜଳ ପ୍ରକଳ୍ପ ପ୍ରାୟ 2 ମାସ ହେଲା ଅଚଳ ହୋଇ ଯାଇଥିବା ଦେଖିବାକୁ ମିଳୁଛି l 2016-17 ଆର୍ଥିକ ବର୍ଷରେ ବୌଦ୍ଧ ବ୍ଲକ୍ ତରଫରୁ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ 5!-->…
Read More...
Read More...
ବୌଦ୍ଧ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ କୃତଜ୍ଞତା
ବୌଦ୍ଧ : କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବୈଠକରେ ଯୋଗ ଦେଇଥିଲେ । ପଶ୍ଚିମ ଓଡ଼ିଶା ତଥା ବିଶେଷତଃ କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅତୁଳନୀୟ ପ୍ରତିବଦ୍ଧତା ପାଇଁ ବିନମ୍ର କୃତଜ୍ଞତା!-->…
Read More...
Read More...