ଟ୍ରାକ୍ଟର ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ
ବୌଦ୍ଧ/ବାଉଁଶୁଣୀ,୧୦/୬- ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଥାନା ବହିରା ଗ୍ରାମ ପଞ୍ଚାୟତର ସଦେଇପୁର୍ ଗ୍ରାମରେ ଟ୍ରାକ୍ଟର ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବହିରା ଗ୍ରାମ ପଞ୍ଚାୟତ ସଦେଇପୁର ଗ୍ରାମର ଦୁର୍ଲଭ ବାରିକ(୬୫) ନାମକ ଜଣେ ବୃଦ୍ଧା!-->…
Read More...
Read More...