ପରିବେଶ ଦିବସରେ ବୃକ୍ଷ ରୋପଣ
ଗଜପତି,୬/୬- ଗଜପତି ଜିଲ୍ଲା ଓଡ଼ିଶା ମୋ ପରିବାର ପକ୍ଷରୁ ବିଶ୍ୱ ପରିବେଶ ଉପଲକ୍ଷେ ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ନିର୍ଦ୍ଦେଶ ଅନୁସାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜଜେମା କଲ୍ୟାଣୀ ଗଜପତି, ମୋ ପରିବାର!-->…
Read More...
Read More...