ଦାରିଙ୍ଗବାଡ଼ି ବ୍ଳକ କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ୩୧ତମ ଶ୍ରାଦ୍ଧଦିବସ ପାଳନ
ଦାରିଙ୍ଗବାଡ଼ି,୨୧/୫: ଦାରିଙ୍ଗବାଡ଼ି ବ୍ଳକ କଂଗ୍ରେସ ପକ୍ଷରୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାତର ରତ୍ନ ରାଜୀବ ଗାନ୍ଧୀଙ୍କ ୩୧ତମ ଶ୍ରାଦ୍ଧ ଦିବସ ସମିତି ଅଧ୍ୟକ୍ଷା ରୁଦା ମଳିକଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି । ଏଥିରେ ବ୍ଳକ କଂଗ୍ରେସ ସଭାପତି ପ୍ରଦୀପ ନାୟକ, ବରିଷ୍ଠ କଂଗ୍ରେସ!-->…
Read More...
Read More...