ବିପୁଳ ପରିମାଣର ଗଞ୍ଜେଇ ସହ ବୋଲେରୋ ଜବତ, ଜଣେ ମାଫିଆ ଗିରଫ

ବାଲିଗୁଡ଼ା,୨୦/୫: ଗଞ୍ଜେଇ ଚୋରାଚାଲାଣ ପାଇଁ ସଜବାଜ ବେଳେ ବାଲିଗୁଡ଼ା ପୋଲିସ୍‌ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ସହ ଗୋଟିଏ ବୋଲେରୋ ଗାଡ଼ି ଜବତ କରିଛି ପୋଲିସ୍‌ । ମହାମାରୀ କରୋନା ସଂକ୍ରମଣକୁ ରୋକିବାକୁ ସରକାର ସଟଡାଉନ, ଲକ୍‌ ଡାଉନ୍‌ ଘୋଷଣା କରିଥିଲେ ମଧ୍ୟ ଚୋରା ଗଞ୍ଜେଇ
Read More...

କୋଭିଡ ଟୀକାକରଣ ସମ୍ବନ୍ଧୀୟ ସୂଚନା ଦେଲେ ଜିଲ୍ଲା ପ୍ରଶାସନ

ଗଜପତି,୨୦/୫- ଗଜପତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି, ପଞ୍ଚାୟତ ସମିତି ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମୂହରେ ନିମ୍ନ ଲିଖିତ ଯୋଗ୍ୟବ୍ୟକ୍ତିଙ୍କୁ କୋଭିସିଲ ଟୀକା ଦ୍ୱାରା ଟୀକାକରଣ କରାଯାଉଛି । ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭିଡ ଟୀକା ଦେବାର ବ୍ୟବସ୍ଥା ଅଛି ।
Read More...

ବୌଦ୍ଧ: କରୋନା ନେଲା ଆଉ ଜଣେ ବ୍ୟକ୍ତିଙ୍କ ଜୀବନ

ବୌଦ୍ଧ,୨୦/୫- ଆଜି କରୋନାରେ ଆଉଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମ ପଞ୍ଚାୟତ ସାନ ବୁଟୁପାଲି ଗ୍ରାମର ଅଶ୍ୱିନୀ କୁମାର ମିଶ୍ର (୬୦) କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଠ ଦିନ ତଳେ ବୌଦ୍ଧ କୋଭିଡ୍‌
Read More...

ଗଜପତିରେ ପୁଣି ୮୬ ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୨୦/୫- ଗଜପତି ଜିଲ୍ଲାରେ ଆଜି ପୁଣି ୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୨୬ ଜଣ, ଗୋଶାଣି ବ୍ଳକରେ ୧୩ ଜଣ,ଗୁମ୍ମା ବ୍ଳକ ରୁ ୨ ଜଣ,କାଶୀ ନଗର ବ୍ଳକରୁ ୯ଜଣ, ମୋହନା ବ୍ଳକରୁ ୧୭ ଜଣ, ନୂଆଗଡ଼
Read More...

ରୋଷେଇ ଗ୍ୟାସ୍‌ ଲିକ୍‌ରୁ ନିଆଁଲାଗି ୫ ବଖରା ଘର ପୋଡିଗଲା

ବୌଦ୍ଧ,୨୦/୫ - ଆଜି ପୂର୍ବାହ୍ନ ପ୍ରାୟ ଘ.୧୧. ୩୦ ମିନିଟ ସମୟରେ ବୌଦ୍ଧବ୍ଲକ ଅଁଳାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଡପଡା ଗ୍ରାମରେ ରୋଷେଇ ଗ୍ୟାସ୍‌ ଲିକ ହୋଇ ଅଗକାଣ୍ଡ ଘଟି ୫ ବଖରା ଘର ପୋଡି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରସାନନ୍ଦ ରାଜହଂସଙ୍କ ଘରେ ରୋଷେଇ ଗ୍ୟାସ୍‌
Read More...

ବାଉଁଶୁଣୀ ଅଞ୍ଚଳରେ କରୋନା ପରୀକ୍ଷଣ ଶିବିର ଓ ସଚେତନତା କାର୍ଯ୍ୟକ୍ରମ

ବାଉଁଶୁଣୀ,୨୦/୫- ବୌଦ୍ଧବ୍ଲକ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଯୁବ ସମାଜର ମିଳିତ ଉଦ୍ୟମରେ ଡିମିରିପାଲି ଓ ଜମଘାଟି ଠାରେ କରୋନା ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୩୭୭ ଜଣଙ୍କ କୋଭିଡ ଟେଷ୍ଟ କରାଯାଇଥିବାବେଳେ ସମସ୍ତଙ୍କର ଅମ୍ଳଜାନ ସ୍ତର ଓ ତାପମାତ୍ରା ମଧ୍ୟ
Read More...

ବିସିସିଆଇ ଘୋଷଣା କଲା ମହିଳା ଦଳର ବାର୍ଷିକ ଚୁକ୍ତି,୧୭ ବର୍ଷୀୟ ଶେଫାଳୀ ପାଇବେ ଏତେ ଟଙ୍କା

ନୂଆଦିଲ୍ଲୀ: କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ବରିଷ୍ଠ ମହିଳା ଦଳ ପାଇଁ ୨୦୨୦-୨୧ ବର୍ଷ ପାଇଁ ବାର୍ଷିକ ଚୁକ୍ତିନାମା ଘୋଷଣା କରିଛି । କିଛି ଖେଳାଳି ପଦୋନ୍ନତି ପାଇଥିବାବେଳେ କିଛି ଖେଳାଳି ବାର୍ଷିକ କଣ୍ଟାକ୍ଟ ଲିଷ୍ଟରୁ ବାଦ ପଡିଛି । ଏହି ଚୁକ୍ତିରେ ଯୁବ ବ୍ୟାଟ୍ସଓମେନ ଶେଫଲୀ
Read More...

ବୌଦ୍ଧ: ଦିନକରେ ରେକର୍ଡ ସଂଖ୍ୟକ ୩୧୩ ପଜିଟିଭ, କେବଳ ଦେବଗଡରୁ ୧୪୮

ବୌଦ୍ଧ,୨୦/୫ - ଆଜି ଗୋଟିଏଦିନରେ ସର୍ବକାଳୀନ ରେକର୍ଡ ସଂଖ୍ୟକ ୩୧୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ
Read More...