ଭୁବନେଶ୍ବରରେ ଦାଣ୍ଡିଆ ନାଇଟ୍ ଆୟୋଜନ ପଡିଲା ମହଙ୍ଗା, ସିଲ୍ ହେଲା ହୋଟେଲ୍

ଭୁବନେଶ୍ୱର : ନିକୋ ପାର୍କ ନିକଟସ୍ଥ ନାଇନଥ୍ ଷ୍ଟ୍ରିଟ ରେଷ୍ଟୁରାଣ୍ଟ ସିଲ୍ କଲା ବିଏମସି । ନବରାତ୍ରରେ ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଅଭିଯୋଗ । ଦାଣ୍ଡିଆ କାର୍ଯ୍ୟକ୍ରମରେ ଭାଗ ନେବାକୁ ସୋସିଆଲ ମିଡିଆରେ ଆଗୁଆ ଟିକଟ ବୁକିଂ ପାଇଁ ବିଜ୍ଞାପନ ଦେଇଥିଲା । ଅକ୍ଟୋବର ୧୩ ଏବଂ ୧୪ରେ
Read More...

ବ୍ରାଉନସୁଗାର ବିକ୍ରି ଅଭିଯୋଗ; ପୋଲିସ ଓ STFର ମିଳିତ ଚଢ଼ାଉ

ପୁରୀ : ବେଆଇନ ଭାବେ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ 5ଜଣ ଡ୍ରଗ୍ସ ବ୍ୟବସାୟୀ ଗିରଫ । ପୁରୀ STF କଲା ଗିରଫ, ବଳିଆପଣ୍ଡା ଥାନାରେ ମାମଲା ରୁଜୁ । 252 ଗ୍ରାମ ବ୍ରାଉନ ସୁଗାର ଜବତ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ 25ଲକ୍ଷ ଟଙ୍କା ହେବ । ଏଥିସହ ଗୋଟିଏ ବାଇକ, ଗୋଟିଏ ଇନୋଭା କାର,
Read More...

କଂଗ୍ରେସ ଭବନରେ ଭଙ୍ଗାରୁଜା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ଆଜି ବ୍ୟାପକ ଭଙ୍ଗାରୁଜା କରାଯାଇଛି । କିଛି ଯୁବକ ଯୁବ କଂଗ୍ରେସ ଅଫିସ ତାଲାଭାଙ୍ଗି ଭଙ୍ଗାରୁଜା କରିଛନ୍ତି । ତେବେ ଭଙ୍ଗାରୁଜା କରିବା ପରେ ଉକ୍ତ ଯୁବକମାନେ ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଛି । କିଏ ଓ କାହିଁକି ଏହି କାଣ୍ଡ ଘଟାଇଛି, ସେନେଇ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଂସଦ କାନିମୋଝି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସାଂସଦ କାନିମୋଝି କରୁଣାନିଧି । ନବୀନ ନିବାସକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଡିଏମକେ ସଂସଦୀୟ ଦଳର ଉପନେତା କାନିମୋଝି । ଏହା ସୌଜନ୍ୟମୂଳକ ସାକ୍ଷାତ ।
Read More...

ଘୁ.ଉଦୟଗିରି ସହରରେ ଆରମ୍ଭ ଶାରଦୀୟ ଦୁର୍ଗାପୂଜା

ଘୁ.ଉଦୟଗିରି : ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ କୋଭିଡ ନିୟମ ଆଧାରରେ ଘୁ.ଉଦୟଗିରି ସହରରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। ଷଷ୍ଠୀରେ ଅଞ୍ଚଳର ଆରାଧ୍ୟ ଦେବୀ ମା ବଡ଼ରାଉଳ ଦେବୀଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚନା କରି ମା'ଙ୍କୁ ଆବାହନ କରାଯାଇଥିଲା। ଏହାପରେ ବେଲବରଣ, ଜଳାଭିଷେକ,
Read More...

ମନୀଷ ଅନୁରାଗ ହତ୍ୟା ମାମଲା; ୩ ଜଣଙ୍କୁ ଅଟକ ରଖି ପଚରାଉଚରା

ଫୁଲବାଣୀ : ରାଜଧାନୀର ବହୁ ଚର୍ଚ୍ଚିତ ମର୍ଡର କେଶ୍ । ବରିଷ୍ଠ ସାମ୍ବାଦିକ ନବୀନ୍ ଦାସଙ୍କ ବଡ଼ ପୁଅ ତଥା ନିର୍ଭୟର ପରିଚାଳନା ସମ୍ପାଦକ ମନୀଷ ଅନୁରାଗ ହତ୍ୟା ମାମଲାରେ ଫୁଲବାଣୀ ଟାଉନ ଥାନା ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ୩ ଅଭିଯୁକ୍ତ ମଧ୍ଯରୁ ସାମ୍ବାଦିକ ହିମାଂଶୁ
Read More...

ପୂଜା ପାଇଁ ଚାନ୍ଦା ନ ଦେବାରୁ ବ୍ୟବସାୟୀଙ୍କୁ ମାଡ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ଠାରେ ଦେଖିବାକୁ ମିଳିଛି । ପୂଜା ପାଇଁ ଚାନ୍ଦା ନଦେବାରୁ ଗୁପଚୁପ ବ୍ୟବସାୟୀଙ୍କୁ ମାଡ଼ । ଘଟଣା ଘଟିଛି ଫିରିଙ୍ଗିଆ ବଜାରରେ । ତଳ ପୂଜା କମିଟିର କିଛି ସଦସ୍ୟ ଉପର ମାର୍କେଟର ସନ୍ତୋଷ ସାହାଣୀ ନାମକ ଜଣେ ଗୁପଚୁପ ବ୍ୟବସାୟୀଙ୍କୁ ଚାନ୍ଦା
Read More...

ନିଟ ପିଜିରେ ସର୍ବଭାରତୀୟ 1291 ରାଙ୍କରେ ସଫଳତା

ବୌଦ୍ଧ : ବୌଦ୍ଧ ଜିଲ୍ଲା ପଲସାଗୋରା ଶିକ୍ଷକ ନୀଳମଣି ପଣ୍ଡା ଓ ଶିକ୍ଷୟତ୍ରୀ ଜାହ୍ନବୀ ମିଶ୍ରଙ୍କ କନିଷ୍ଠ ପୁତ୍ର ଡଃ ଶିଶିର କୁମାର ପଣ୍ଡା ସର୍ବଭାରତୀୟ ନିଟ ପିଜି ପରୀକ୍ଷାରେ ବିନା କୋଚିଙ୍ଗରେ ଭାରତୀୟ ରାଙ୍କ ୧୨୯୧ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଡଃ ଶିଶିର ପଲସାଗୋର ସରକାରୀ ସ୍କୁଲରୁ
Read More...

ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ ପୂଜା, ପୀଠରେ ଚାଲିଛି ମହାନବମୀ

ଭୁବନେଶ୍ବର : ଧରାବତରଣ କରିଛନ୍ତି ମାଆ ଦୁର୍ଗା। ଆଜି ମଣ୍ଡପରେ ଜଗତଜନନୀ ମାଆ ଦୁର୍ଗାଙ୍କ ଅଷ୍ଟମୀ ପୂଜା। ବିଲ୍ଵବରଣ ପରେ ମାଆଙ୍କ ଚକ୍ଷୁଦାନ କରାଯାଇଛି। ଏପଟେ ପୀଠରେ ମାଆଙ୍କ ମହାନବମୀ ପୂଜା ଚାଲିଛି। ବେଦମନ୍ତ୍ର ପାଠରେ କମ୍ପୁଛି ପରିବେଶ। ହେଲେ କରୋନା କଟକଣା ପାଇଁ ଭକ୍ତମାନେ ମଣ୍ଡପକୁ
Read More...

ମନୀଷ ମୃତ୍ୟୁ ମାମଲା; ଫୁଲବାଣୀ ଟାଉନ୍ ଥାନାରେ ଆତ୍ମସମର୍ପଣ କଲେ ୨ ସନ୍ଦିଗ୍ଧ

ଭୁବନେଶ୍ୱର : ରାଜ୍ୟର ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ଘଟଣା। ମନୀଷଙ୍କ ମୃତ୍ୟୁ ମାମଲାର ଦୁଇ ସନ୍ଦିଗ୍ଧ ଫୁଲବାଣୀ ଟାଉନ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି । ଦୁଇ ସନ୍ଦିଗ୍ଧ ହେଲେ ଲିଟୁ ଓରଫ ଦୀନେଶ ମହାପାତ୍ର ଓ ମୁନା ଓରଫ ମୃତ୍ୟୁଞ୍ଜୟ । ମୃତ୍ୟୁ ପୂର୍ବରୁ
Read More...