ଯୁବ ବ୍ୟବସାୟୀ ସୁକାନ୍ତଙ୍କ ଅକାଳ ମୃତ୍ୟୁ

ପାରାଦ୍ୱୀପ : ଗତକାଲି ଯୁବ ସମାଜସେବୀ ତଥା ବ୍ୟବସାୟୀ ଅଠରବାଙ୍କୀ ବଣିକ ସଂଘର ସୁକାନ୍ତ କୁମାର ଦୀକ୍ଷିତଙ୍କ ମୃତ୍ୟୁ ଘଟିଛି l ସେ ଗତ କିଛି ଦିନ ହେବ ଲିଭରଦଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ l ଗତକାଲି ତାଙ୍କର ମୃତ୍ୟୁ ଘଟିଛି l
Read More...

ସାଉଥ୍‌ ସିଟିରେ ଲୁଚିଛି ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଦାସ ମୃତ୍ୟୁ ରହସ୍ୟ ଉପରୁ ଏବେବି ପରଦା ଉଠି ପାରିନି । ଏବେବି ପ୍ରମାଣ ଯୋଗାଡ କରୁଛି କମିଶନରେଟ୍ ପୋଲିସ୍ । ମନୀଷ ଦାସ ଶେଷ ରାତି କଟାଇଥିବା ହୋଟେଲ କୁ ଆଜି କମିଶନରେଟ୍ ପୋଲିସ୍ ପକ୍ଷରୁ ସିଲ୍ କରାଯାଇଛି । ପାତ୍ରପଡା
Read More...

ବିନା କୋଚିଂରେ ପ୍ରଥମ ପ୍ରୟାସରେ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ କନ୍ଧମାଳ ମାଟିର ଝିଅ ଅଞ୍ଜଳି

ଘୁ ଉଦୟଗିରି : ଦୃଢ଼ ଇଛାଶକ୍ତି ଥିଲେ ଯେତେ ବଡ଼ କଷ୍ଟସାଧ୍ୟ କାର୍ଯ୍ୟକୁ ସହଜରେ କରି ସଫଳତାର ପାହାଚ ଚଢି ହୋଇଥାଏ। ଏହିଭଳି ଜଣେ ମହିଳା ନିଜସ୍ୱ ଉଦ୍ୟମ ଦୃଢ଼ ଇଛାଶକ୍ତି ବଳରେ ବିନା କୋଚିଂରେ ପ୍ରଥମ ପ୍ରୟାସରେ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି
Read More...

ମାଁ ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ରୀ

ନବରଙ୍ଗପୁର : ପ୍ରସିଦ୍ଧ ମାଁ ଭଣ୍ଡାରଘରଣୀଙ୍କ ମନ୍ଦିର ଉତ୍ସବ ମୁଖରିତ ହୋଇଉଠିଛି ଏହି ଶାରଦୀୟ ନବରାତ୍ର ଉପଲକ୍ଷେ। ପ୍ରତିପଦା ତିଥିରେ ଅଧିଷ୍ଠାତ୍ରୀ ଦେବୀଙ୍କ ପାଟ ଖଣ୍ଡାକୁ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ସ୍ଥାନୀୟ ପ୍ରତାପ ସାଗରରେ ସ୍ନାନ କରି ମନ୍ଦିରରେ ସ୍ଥାପନା କରି
Read More...

କରୋନା ନେଲା ଆଉ ୬ ଜଣଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ଜଣ ରହିଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୦୮ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୨୧ ଜଣ
Read More...

ଶ୍ରୀମନ୍ଦିର ନିଳାଦ୍ରି ଭକ୍ତ ନିବାସଠାରେ ଛତିଶା ନିଯୋଗ ବୈଠକ, ହବିଷ୍ୟାଳିଙ୍କୁ ପୁରୀ ନଆସିବାକୁ ପ୍ରଶାସନର ଅନୁରୋଧ

ପୁରୀ : ଏନଏମର ଅନୁମତି ମିଳିବା ପରେ ଆସନ୍ତା ୧୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶୁଭାରମ୍ଭ କରିବେ। ଶ୍ରୀମନ୍ଦିର ଐସାଣ୍ୟ କୋଣରେ ଏହି କାର୍ଯ୍ୟ କରାଯିବ। ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ନୀତି ନିର୍ଘଣ୍ଟ ସହ ହବିଷ୍ୟାଳୀଙ୍କ ପାଇଁ କଟକଣା ରହିବ।
Read More...

ଅନ୍ତରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳନ

ନବରଙ୍ଗପୁର : ତା ୧୧ / ୧୦ ଅନ୍ତରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସମାଜ କଲ୍ଯାଣ ବିଭାଗ ପକ୍ଷରୁ ଆଜି ନବରଙ୍ଗପୁର ବ୍ଲକ କାର୍ଯ୍ୟ।ଳୟ ଠାରେ ଜିଲ୍ଲାସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ
Read More...

ପଞ୍ଚାୟତ ହାଇସ୍କୁଲ ସଂଗ୍ରାମପୁରରେ “ମୋ ସ୍କୁଲ ଅଭିଯାନ”ର ତୃତୀୟ ବୈଠକ 

ଜହ୍ନ।ପଙ୍କ : ବୌଦ୍ଧ ବ୍ଲକ ତାଳସରଡା ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତ ହାଇସ୍କୁଲର ଶିକ୍ଷକ ଏବଂ ପୁରାତନ ଛାତ୍ର ମାନଙ୍କୁ ନେଇ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭରତ ମେହେରଙ୍କ ଅଧକ୍ଷତାରେ "ମୋ ସ୍କୁଲ ଅଭିଯାନର ତୃତୀୟ" ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛାତ୍ର
Read More...

ଆଜିଠୁ ଟ୍ୱିନ ସିଟିରେ ଆରମ୍ଭ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର : ପାର୍ବଣରେ ଭିଡ ରୋକିବାକୁ ଟ୍ୱିନ ସିଟିରେ କଡା ସୁରକ୍ଷା । ଆଜିଠୁ ଟ୍ବିନ୍ ସିଟିରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ପାର୍ବଣ ଆରମ୍ଭ ହୋଇଯାଇଥିବାରୁ ଟ୍ୱିନ୍‍ ସିଟିରେ ହାଟ, ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। କୋଭିଡ୍‍ ସଂକ୍ରମଣ ୫ଶହ ଉପରେ ରହୁଥିବାରୁ ଏହାକୁ ରୋକିବାକୁ
Read More...