ସରକାରୀ ଜମିରେ ନିର୍ମିତ ୩ଗୋଟି ଗୃହ ଭାଙ୍ଗିଲେ ତହସିଲଦାର

ଘୁ ଉଦୟଗିରି : ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ନିକଟ ମିନି ଷ୍ଟାଡିୟମ ପାଖରେ ଘୁ ଉଦୟଗିରି ପୂର୍ବତନ ତହସିଲଦାର ତିନି ଗରିବ ପରିବାର ତ୍ରିନାଥ ପ୍ରଧାନ, କୁନି ପ୍ରଧାନ, ପଞ୍ଚୁ ପ୍ରଧାନଙ୍କୁ ସରକାରୀ ଜମିରେ ଘରକରିବା ନିମନ୍ତେ ଜମି ପ୍ରଦାନ କରିବା ସହ ଜରି ପାଲ ମଧ୍ୟ ଯୋଗେଇ ଦେଇଥିଲେ । ୩
Read More...

ଝାଡୁ କରିବାର ନୂଆ କୌଶଳ ଶିଖାଉଛନ୍ତି ସୋନୁ ସୁଦ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ସୋନୁ ସୁଦ ସୋସିଆଲ ମିଡିଆରେ ପ୍ରାୟତଃ ସବୁବେଳେ ସକ୍ରିୟ ରହୁନ୍ତି । ତାଙ୍କର ବହୁ ଭିଡିଓ ପ୍ରତିଦିନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।ସେ ସର୍ବଦା ସାଧାରଣ ଜନତାଙ୍କ ସହ ଜଡିତ ଅଟନ୍ତି ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରିଥା’ନ୍ତି । ଏଥି ସହିତ,
Read More...

ପୁଣି ୧୧୯୩ ନୂଆ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁସଂଖ୍ୟା ୬,୭୫୭କୁ ବୃଦ୍ଧି

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୧୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୯୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ । ବାକି ୪୯୮ଟି ହେଉଛି ଲୋକାଲ୍‌ କେସ୍‌ । ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୦ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର । ଏହା ସହିତ
Read More...

ବ୍ଲୁ ଫ୍ଲାଗ ବିଚରେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ,୧୨/୮- ବ୍ଲୁ ଫ୍ଲାଗ ବିଚରେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗ ମାନେ ସମୁଦ୍ରକୂଳ ପର୍ଯ୍ୟନ୍ତ ଯାଇ ପ୍ରକୃତିକୁ ଉପଭୋଗ କରିପାରିବେ ସେଥି ନିମନ୍ତେ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ହ୍ୱିଲ ଚେୟାରରେ ବସି ବାଲିରେ ବେଳାଭୂମିରେ ବୁଲିବା କଷ୍ଟକର
Read More...

ଚୌଦ୍ୱାର ସର୍କଲ ଜେଲରେ ଅଭିଯୁକ୍ତ ବର ଓ ପୀଡିତା କନ୍ୟାଙ୍କ ଶୁଭବିବାହ

କଟକ,୧୨/୮: ଆଜି କଟକ ଜିଲ୍ଲା ଚୌଦ୍ୱାର ମଣ୍ଡଳ କାରାଗାର ରେ ୩ୟ ଥର ଲାଗି ହିନ୍ଦୁ ଧର୍ମ ରୀତି ନୀତି ଅନୁଯାୟୀ ଶୁଭ ବିବାହ କାର୍ଯ୍ୟକ୍ରମ ଚୌଦ୍ୱାର ସର୍କଲ ଜେଲ ସଭାଗୃହରେ ବ୍ରାହ୍ମଣ ବେଦପାଠ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ବିବାହ ପାଇଁ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ (ପୋକ୍ସ
Read More...

୭ବର୍ଷର ନାବାଳିକାକୁ ଦଷ୍କର୍ମ ଉଦ୍ୟମ ଅଭିଯୋଗ, ଅଭିଯୁକ୍ତ ଗିରଫ

ରାୟଗଡ/୧୨/୮: ଜଣେ ୭ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ରାୟଗଡ ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ୨୧ବର୍ଷିୟ ବଳରାମ ଯୋଗୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ ଟାଉନ ଥାନା ଅନ୍ତଗ୍‌ର୍ତ ଗାନ୍ଧୀନଗର
Read More...

ପୌର ପରିଷଦର କେଳେଙ୍କାରୀ, ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ସୁବର୍ଣ୍ଣପୁର, ୧୨/୮- ସହରର ଜନଗହଳିପୂର୍ଣ୍ଣ ବିଜୁପଟ୍ଟନାୟକ ଛକରୁ ଗଙ୍ଗାଧର ମେହେର ଛକ ପର୍ଯ୍ୟନ୍ତ ପ୍ରାୟ ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣାଧୀନ ଥିବା ରାସ୍ତା ଓ ଡ୍ରେନ୍‌ କାମ ସଂପୂର୍ଣ୍ଣ ନହେବା ଆଗରୁ ରାସ୍ତାର ବିଭିନ୍ନ ସ୍ଥାନରୁ କଂକ୍ରିଟ ଉଠିଯାଇ ପ୍ରାୟ ନିଶ୍ଚିହ୍ନ
Read More...

ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ମଞ୍ଜୁରୀକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରାୟଗଡ ବିଜେଡି…

ରାୟଗଡ/୧୨/୮: ରାୟଗଡ ସହରାଂଚଳ ସମେତ ଗୁଡାରୀ ଓ ଗୁଣପୁର ସହରାଂଚଳରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ୍‌ ନିର୍ମାଣ ପାଇଁ ଗତ ସୋମବାର ଦିନ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଂଜୁରୀ ପ୍ରଦାନ କରିଥିଲେ । ଏହି ଅବସରରେ ଆଜି ରାୟଗଡ ସହରର
Read More...

ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ମିଠା ଦୋକାନରେ ଚଢ଼ାଉ,୧୪ହଜାର ଟଙ୍କା ଜରିମାନା

ବୌଦ୍ଧ,୧୨/୮- ଆଜି ବୌଦ୍ଧର ଏକ ମିଠା ଦୋକାନରେ ଖାଦ୍ୟ ସୁରକ୍ଷା ଅଧିକାରୀ ଚଢ଼ାଉ କରି ଜରିମାନା ଆଦାୟ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ସହରର ରାଜନପାଲିସ୍ଥିତ ସୋମଦେବ ନାମକ ଏକ ମିଠା ଦୋକାନରେ ଚଢ଼ାଉ କରି ଖାଦ୍ୟ ସୁରକ୍ଷା ଆଇନ ଉଲ୍ଲଙ୍ଘନ ପାଇଁ ୧୦୦୦୦ ଟଙ୍କା, ମାସ୍କ ଓ
Read More...

ଅଜଣା ଗାଡି ଧକ୍କାରେ ମହିଳା ଗୁରୁତର

ବୌଦ୍ଧ,୧୨/୮- ଆଜି ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ହରଭଙ୍ଗା ବ୍ଲକ ବନ୍ଧାପଥର ପଞ୍ଚାୟତ ଗୁଡପଡା ଗ୍ରାମର ଜଣେ ମହିଳା ସୁଭଦ୍ରା ନନ୍ଦି (୬୦) ବୌଦ୍ଧ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ନିଜ ଗାଁକୁ ଫେରୁଥିଲେ । ବୌଦ୍ଧରୁ ୫
Read More...