ବିଜେପିରେ ଯୋଗ ଦେଲେ ୧୦୦ ବିଜେଡି ନେତା ଓ କର୍ମୀ

ଗଜପତି,୧୧/୮- ଗଜପତି ଜିଲ୍ଲା କାଶୀନାଗର ବ୍ଲକ ଶିଆଳି ପଂଚାୟତର କୋଲ୍ଲା, ମାଣ୍ଟିଗୁଡା, ହରିପୁର,ପେଦଗୁଡା, କେ.ସ .ଗୁଡ ,ହନୁମନ୍ତ ଗୁଡ ,ଶିଆଳି ଗ୍ରାମମାନଙ୍କର ୧୦୦ ରୁ ଉର୍ଦ୍ଧ୍ୱ ବିଜେଡି ନେତା ଓ କର୍ମୀ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଆସି ବିଜେପି ଦଳରେ ଯୋଗ ଦେଇଥିଲେ । ଉମାଶଙ୍କର
Read More...

ଶ୍ରୀମନ୍ଦିର ପାଇଁ ଏସ୍‌ଓପି ଜାରି, ଜଗା ଦର୍ଶନ ପାଇଁ ରହିଛି ଏହି ସବୁ କଟକଣା

ପୁରୀ : ଆସନ୍ତା ୧୬ ରୁ ଭକ୍ତମାନଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରୀ ହୋଇଛି ଏସଓପି । ଏସଓପି ଅନୁଯାୟୀ ୧୨ ଓ ୧୩ ତାରିଖ ଦିନ କେବଳ ସେବାୟତଙ୍କ ପରିବାର ସଦସ୍ୟ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ସକାଳ ୭ ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଭକ୍ତ ମାନଙ୍କ
Read More...

ରେଳମନ୍ତ୍ରୀଙ୍କ ଆସିବା ସମ୍ଭାବନା: ଫାଟକ ଷ୍ଟେସନରେ ସଫେଇ ଅଭିଯାନ

ସମ୍ବଲପୁର,୧୧/୮- ଆଗାମୀ ଦିନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମ୍ବଲପୁର ଆଗମନକୁ ନେଇ ଏଠାରେ ସବୁଆଡେ ଉତ୍ସବ ମୁଖରିତ । ବାସ୍ତବରେ ବରଗଡ଼ରୁ ନୂଆପଡ଼ା ପର୍ଯ୍ୟନ୍ତ ପ୍ରସ୍ତାବିତ ଏକ ନୂଆଁ ରେଳମାର୍ଗ ବିଷୟରେ ଅନୁଧ୍ୟାନ କରିବା ପାଇଁ ତାଙ୍କର ବରଗଡ଼ ଗସ୍ତ ଥିବାରୁ ତାଙ୍କୁ
Read More...

ଆଇଏଏସ୍‌ ଟପ୍ପର ଦମ୍ପତି ଟିନା ଓ ଆଥରଙ୍କ ମଧ୍ୟରେ ଛାଡପତ୍ର

ନୂଆଦିଲ୍ଲୀ: ଆଇଏଏସ୍‌ ଅଧିକାରୀ ଟିନା ଡାବି ଏବଂ ଆଥର ଆମୀର ଖାନଙ୍କ ସମ୍ପର୍କ ଛାଡପତ୍ର ସହିତ ଶେଷ ହୋଇଛି । ୨୦୧୮ ରେ ସେମାନଙ୍କର ବିବାହ ଅନେକ ହେଡଲାଇନ ସୃଷ୍ଟି କରିଥିଲା । ଏଥିରେ ବହୁ ରାଜନେତା ଯୋଗ ଦେଇଥିଲେ । ଜୟପୁରର ଏକ ପରିବାର କୋର୍ଟ ସେମାନଙ୍କ ଛାଡପତ୍ର ଆବେଦନକୁ ଅନୁମୋଦନ
Read More...

ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନେଇ ଏକ ସଚେତନତା ରାଲି

ପାରଳାଖେମୁଣ୍ଡି,୧୧/୮: ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଡେଙ୍ଗୁ ଜର ବ୍ୟାପିବାର ଦେଖିବାକୁ ମିଳୁଛି । ତେଣୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦର ୫ ନମ୍ବର ୱାର୍ଡରେ ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ସ୍ୱାସ୍ଥ୍ୟ ବିଭାଗ ଏବଂ
Read More...

ନୟାଗଡ ଜିଲ୍ଲାରେ ପାଞ୍ଚୋଟି ଷ୍ଟାଡିୟମ ନିର୍ମାଣ ପାଇଁ ଅନୁମୋଦନ

ଦଶପଲ୍ଲା,୧୧/୮: - ନୟାଗଡ ଜିଲ୍ଲାରେ ନିର୍ମାଣ ହେବ ପାଞ୍ଚୋଟି ଷ୍ଟାଡିଅମ .ା ରାଜ୍ୟ ସରକାର କ୍ରୀଡ଼ାର ଭିତ୍ତିଭୂମି ବିକାଶ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ କ୍ୟାବିନେଟ ତରଫରୁ ମୋଟ ୮୯ ଟି ଇନଡୋର ଷ୍ଟାଡିୟମ ନିର୍ମାଣପାଇଁ ଅନୁମୋଦନ ମିଳିଥିବାବେଳେ ନୟାଗଡ଼ ଜିଲ୍ଲାରେ
Read More...

‘ନିର୍ଭୟ’ର ସଫଳ ପରୀକ୍ଷଣ

ଚାନ୍ଦିପୁର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆଜି ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟ ର ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନିର୍ଭୟ କ୍ଷେପଣାସ୍ତ୍ରକୁ ଆଜି ସକାଳ ୯ଟା ୫୩ ମିନିଟ୍‌ରେ ଉତ୍‌କ୍ଷେପଣ କରାଯାଇଛି ।
Read More...

୪ ଓଡିଆ ହକି ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୪ ଓଡିଆ ହକି ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ନିକଟରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଏହି ଚାରି ଖେଳାଳି ସାମିଲ ହୋଇଥିଲେ । ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳରେ ସାମିଲ ଥିବା ଅମିତ ରୋହିଦାସ ଓ
Read More...

ନୀରଜ ନାମଧାରୀ ବ୍ୟକ୍ତିଙ୍କୁ ମିଳୁଛି ମାଗଣା ପ୍ରେଟ୍ରୋଲ,ଜାଣନ୍ତୁ କେଉଁଠି

ଗୁଜୁରାଟର ଭାରୁଚରେ ନୀରଜ ନାମଧାରୀ ଲୋକଙ୍କ ପାଇଁ ଏକ ସ୍ଥାନୀୟ ପେଟ୍ରୋଲ ପମ୍ପ ଏକ ବିଶେଷ ଅଫର ଘୋଷଣା କରିଛି । , ନିକଟରେ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜଙ୍କ ପାଇଁ ବିଜୟ ଉତ୍ସବ ପାଳନ କରିବା ପାଇଁ ପେଟ୍ରୋଲ ପମ୍ପର ମାଲିକ
Read More...

ପୁଣି ୧୦୪୧ ପଜିଟିଭ ଚିହ୍ନଟ, ୬୫ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଗତକାଲି ପରି ଆଜି ବି ହଜାରେ ଉପରେ ରହିଛି ପଜିଟିଭ ସଂଖ୍ୟା । ଗତକାଲି ୧୦୪୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୧୦୭୮ ରହିଛି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୬୨୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ୪୫୨ । ଏହାବାଦ ରାଜ୍ୟରେ ୬୫ କରୋନା ଆକ୍ରାନ୍ତଙ୍କ
Read More...