ଲକ୍ଷ ଲକ୍ଷ ଟଙ୍କାର ପୋଚ ନଷ୍ଟ କରିବା ସହ ଭାଟି ଭାଙ୍ଗିଲେ ସ୍ବୟଂ ସହାୟକ ଗୋଷ୍ଠୀ
ଫୁଲବାଣୀ:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଆଡିମାହା ପଞ୍ଚାୟତ ଲିଙ୍ଗେରୀସାହିରେ ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ଲକ୍ଷ ଲକ୍ଷ ଟଙ୍କାର ପୋଚ ନଷ୍ଟ ହେବା ସହ ମଦ ରନ୍ଧା ହେଉଥିବା ଭାଟିକୁ ଭାଙ୍ଗାଯାଇଛି । ଏହି ଗ୍ରାମରେ ପୂର୍ବରୁ ଗ୍ରୁପ ମା ମାନେ ଏକତ୍ରିତ ହୋଇ ମଦ ରନ୍ଧାଳି ଓ ମଦ!-->…
Read More...
Read More...