ରେଢାଖୋଲ: ୪ଟି ୱାର୍ଡକୁ ବଫର ଜୋନ ଘୋଷଣା କଲେ ଜିଲ୍ଲାପାଳ
ରେଢାଖୋଲ, ୨୦/୭ – ରେଢାଖୋଲ ଏନଏସି ଅନ୍ତର୍ଗତ ଗଣେଶନଗର ନୂଆସାହି-କଇଥସାହି ଓ କୁହି ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ରେଢାଖୋଲ ଏନଏସିର ୩ନଂ, ୪ନଂ, ୫ନଂ, ୮ନଂ ୱାର୍ଡକୁ ବଫର ଜୋନ ଭାବରେ ଘୋଷଣା କରିଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ!-->…
Read More...
Read More...