ମ୍ୟାନେଜରଙ୍କ ନମୂନା ପଜିଟିଭ୍ ରିପୋର୍ଟ ଆସିବାପରେ କୋଟଗଡ଼ SBI ଶାଖା ସିଲ୍
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ଷ୍ଟେଟ ବ୍ୟାଙ୍କ ସିଲ୍ କଲା ପ୍ରଶାସନ । ବ୍ୟାଙ୍କ୍ ମ୍ୟାନେଜରଙ୍କ ପଜିଟିଭ୍ ରିପୋର୍ଟ ଆସିବାପରେ ବ୍ୟାଙ୍କ୍ ସିଲ୍ ହୋଇଥିବା ଜଣାପଡ଼ିଛି । ଏଥିସହିତ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥିବା ଜଣାପଡ଼ିଛି ।କନ୍ଧମାଳ ଜିଲ୍ଲାର!-->…
Read More...
Read More...