ଘଟଣାର ୧୨ଘଣ୍ଟା ଭିତରେ ୪ ଅପହରଣକାରୀ ଗିରଫ

ସମ୍ବଲପୁର:ଗତକାଲି ଘଟିତ ଏକ ଅପହରଣ ମାମଲାର ମାତ୍ର ବାର ଘଣ୍ଟା ଭିତରେ ଶାସନ ଥାନା ପୁଲିସ ଏଥିରେ ସମ୍ପୃକ୍ତ ଚାରିଜଣ ଅପହରଣକାରୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏବିଷୟରେ ସଦର ଏସଡିପିଓ ତପନ ମହାନ୍ତି ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ
Read More...

ଏକା ଦିନକରେ ୨୦ ପଜିଟିଭ ଚିହ୍ନଟରୁ ଜିଲ୍ଲାବାସୀ ସ୍ତବ୍ଧ

ସମ୍ବଲପୁର:ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକା ଦିନକରେ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଥିବାରୁ ସମଗ୍ର ଜିଲ୍ଲାବାସୀ ସ୍ତବ୍ଧ ହୋଇ ଯାଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬ଜଣ କେବଳ ଭିମସାରରେ ଚିହ୍ନଟ ହୋଇଛନ୍ତି, ଏଣୁ ସେଠାରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି । ଏପର୍ଯ୍ୟନ୍ତ ଏହା ଗୋଟିଏ ଦିନର
Read More...

ବୌଦ୍ଧ ସହରରେ ବଢୁଛି ସ୍ଥାନୀୟ ସଂକ୍ରମଣ, ପୁଣି ୪ ପଜିଟିଭ ଚିହ୍ନଟ

ବୌଦ୍ଧ,୧୮/୭ - ଗତ ସପ୍ତାହ ମଧ୍ୟରେ ବୌଦ୍ଧ ସହରରେ ସ୍ଥାନୀୟ ସଂକ୍ରମଣ ହୋଇ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ସାଧାରଣ ଜନତା ଆତଙ୍କିତ ହୋଇ ପଡିଥିବାବେଳେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲାରେ ଚିହ୍ନଟ ହୋଇଥିବା ୫
Read More...

ରାଜ୍ୟରେ ପୁଣି ୫୯୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୫୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୭୦୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ଦକ୍ଷିଣ ଆଫ୍ରିକା ଫେରନ୍ତା ପଜିଟିଭଙ୍କ ସଂସ୍ପର୍ଶରେ ୫୮ ଜଣ

ବୌଦ୍ଧ -ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ପୋଲାମ୍ ଗ୍ରାମକୁ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବ୍ୟକ୍ତିଙ୍କ ନିକଟରୁ ଗତ ଗୁରୁବାର କରୋନା ପଜିଟିଭ ବାହାରିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରଶାସନ ପକ୍ଷରୁ କରାଯାଇଥିଲା | ମିଳିଥିବା ସୂଚନା
Read More...

ଷ୍ଟେଟବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ ପରେ ସିଲ୍ ହେଲା ବ୍ୟାଙ୍କ

ଦାରିଙ୍ଗବାଡ଼ି : ଅମାନିଆ ସରକାରୀ ଓ ବେସରକାରୀ କର୍ମଚାରୀ କନ୍ଧମାଳ ଜିଲ୍ଲା ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି l ଜିଲ୍ଲା ପ୍ରଶାସନର ବାରଣ ସତ୍ତ୍ୱେ ଅନେକ କର୍ମଚାରୀ ରେଡ୍ ଜୋନରେ ଥିବା ନିଜ ଜିଲ୍ଲାକୁ ଯିବା ଆସିବା କରୁଥିବା ଜଣା ପଡ଼ିଥିବା ବେଳେ ସେଥିପାଇଁ ଜିଲ୍ଲାରେ ସଂକ୍ରମଣ
Read More...

ଆସିଲା ଆଣ୍ଟିଜେନ୍ ଟେଷ୍ଟ କିଟ୍, ତୁରନ୍ତ ମିଳିବ ରିପୋର୍ଟ

ବୌଦ୍ଧ - ଆଜି ଠାରୁ ଆଣ୍ଟିଜେନ ଟେଷ୍ଟ କିଟ୍ ଦ୍ବାରା କରୋନା ସନ୍ଦିଗ୍ଧ ମାନଙ୍କର ପରିକ୍ଷା ବୌଦ୍ଧରେ ହୋଇ ପାରିବ l ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୀବ୍ର ବେଗରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ସ୍ବାବ ନମୂନା ପରୀକ୍ଷା ଜିଲ୍ଲାସ୍ତରରେ କରାଇବା ପାଇଁ ନିଷ୍ପତି ନେଇଛନ୍ତି l ସ୍ବାବ
Read More...

ଫୁଲବାଣୀ ପୌରାଞ୍ଚଳ ଓ ବାଲିଗୁଡ଼ା ବିଜ୍ଞାପିତ ଅଂଚଳ ପରିଷଦକୁ ଚାରିଦିନିଆ ସଟ୍ ଡାଉନ ଘୋଷଣା

ବାଲିଗୁଡ଼ା: ୧୭ ତାରିଖ ସନ୍ଧ୍ୟା ୭ ଘଣ୍ଟିକା ଠାରୁ ୨୨ତାରିଖ ସକାଳ ୬ଘଣ୍ଟିକା ପାଇଁ ଫୁଲବାଣୀ ପ ପୌରାଞ୍ଚଳ ଓ ବାଲିଗୁଡ଼ା ବିଜ୍ଞାପିତ ଅଂଚଳ ପରିଷଦକୁ ୪ ଦିନିଆ ସଟ୍ ଡାଉନ୍ ଘୋଷଣା କରିଛନ୍ତି କନ୍ଧମାଳ ଜିଲ୍ଲାପାଳ । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ
Read More...

ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଧକ୍କା ଦେଲା ମାରୁତୀ ସ୍ବିଫ୍ଟ

ବୌଦ୍ଧ - ଆଜି ଭୋର ପ୍ରାୟ 4 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ଜହ୍ନାପଙ୍କ ପାଖ ପୋଡାବଲସ୍ ଛକ ନିକଟରେ 2 ଗାଡ଼ି ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ରାୟଗଡା ଅଭିମୁଖେ ଗୋଟିଏ ବୋଲେରୋ ଓ.ଆର-02 7494 ଯାଉଥିବା ବେଳେ ବୌଦ୍ଧ ଥାନା ପୋଡାବଲସ
Read More...

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା

ବୌଦ୍ଧ -ଗତ ବିଳମ୍ବିତ ରାତିରେ ଜାତୀୟ ରାଜପଥ ନମ୍ବର୍ 57 ର ବାଉଁଶୁଣି ଥାନା ବହିରା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ମଧ୍ୟ ରାତ୍ରୀରେ ଗୋଟିଏ ମାରୁତି ସେଲେରିଓ ଗାଡି ବୌଦ୍ଧରୁ ସୋନପୁର ଅଭିମୁଖେ ଯାଉଥିବା
Read More...