ନବମ ଓ ଦଶମ ପରୀକ୍ଷା ପାଇଁ ଆସିଲା ନୂଆ ସର୍କୁଲାର

ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଆସିଲା ନୂଆ ସର୍କୁଲାର। କରୋନା ମହାମାରୀକୁ ଦେଖି ୨୦୨୧-୨୨ ବର୍ଷରେ ପରୀକ୍ଷା ଲାଗି ନୂଆ ସର୍କୁଲାର ଜାରି କରିଛି । ମାଧ୍ୟମିକ ଶିକ୍ଷା ପରିଷଦ ଅନୁଯାୟୀ ନଭେମ୍ବର ୩ୟ ସପ୍ତାହରେ ଟର୍ମ-୧, ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଟର୍ମ-୨ ପରୀକ୍ଷା
Read More...

ସମ୍ବର୍ଦ୍ଧନା ଉତ୍ସବ

ଗଜପତି,୧୦/୮- ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ ଗେରାବନ୍ଧସ୍ଥ ଶ୍ରୀ ଭେଙ୍କଟେଶ୍ୱ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୋଷ୍ଠରେ ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ପାଇଥିବା ଶ୍ରୀଯୁକ୍ତ ବି. ତିରୁମାଲା ରାଓ ପଟ୍ଟନାୟକଙ୍କ ସ୍ୱାଗତ ନିମନ୍ତେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା
Read More...

ନାରୀ ଶକ୍ତିକୁ ସଶକ୍ତିକରଣ କଲେ ପୁନମ କହଁର

ଫୁଲବାଣୀ,୧୦/୮ - ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କନ୍ଧମାଳ ଜିଲ୍ଲା ସଭାନେତ୍ରୀ ଭାବରେ ପୁନମ କହଁରଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି ସେହି ଦାୟିତ୍ୱକୁ ଜିଲ୍ଲା ସଭାନେତ୍ରୀ ପୁନମ କହଁର ସୁଚାରୁ ରୂପେ ତୁଲାଇ
Read More...

ଜେକେପୁରରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ, କଟକରେ ହେଉଛନ୍ତି ଚିକିତ୍ସିତ ହେଲେ ରାୟଗଡ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପାଖେ…

ରାୟଗଡ/୧୦/୮: ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ କିଛି ଜିଲ୍ଲାଗୁଡିକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଥିବା ବେଳେ ବର୍ତ୍ତର୍ମାନ ରାୟଗଡ ଜିଲ୍ଲା ଜେକେପୁରରେ ମଧ୍ୟ ଜଣେ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । କିନ୍ତୁ ଏଠାରେ ଜିଲ୍ଲା
Read More...

ବନବାସୀ ସେବା ସମିତି ପକ୍ଷରୁ ସହାୟତା ପ୍ରଦାନ

ବାଲିଗୁଡ଼ା,୧୦/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଏକ ଦୈନିର ଖବର କାଗଜର ସାମ୍ବାଦିକ ମୃତ ସୁଦାମ ନାୟକଙ୍କ ପରିବାରକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ଗତ ମେ ମାସରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ
Read More...

ରାୟଗଡ ଟାଉନ ଥାନା ପୋଲିସ ଦ୍ୱାରା ଜଣେ ନାବାଳିକା ଉଦ୍ଧାର

ରାୟଗଡ/୧୦/୮: ରାୟଗଡ ଟାଉନଥାନା ପୋଲିସ ଦ୍ୱାରା ଜଣେ ନାବାଳିକା ଉଦ୍ଧାର ହୋଇଥିବାବେଳେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ରାୟଗଡ ଥାନା ଅନ୍ତର୍ଗତ ଟିକରପଡା ଗ୍ରାମର ଜଣେ ୧୬ବର୍ଷିୟ ନାବାଳିକା ଚଳିତ ମାସ ଗତ ୨ତାରିଖରେ ଘରେ କିଛି ନ ଜଣାଇ କେଉଁଆଡେ
Read More...

ସୁବର୍ଣ୍ଣପୁର ଓଜେୟୁ ଶାଖାର କାର୍ଯ୍ୟକାରିଣୀ ବୈଠକ

ସୁବର୍ଣ୍ଣପୁର,୧୦/୮- ଆଜି ସ୍ଥାନୀୟ ଏକ ବଙ୍ଗଳାରେ ଓଡ଼ିଶା ସାମ୍ବାଦିକ ସଂଘର ସୁବର୍ଣ୍ଣପୁର ଜିଲ୍ଲା ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସାଧାରଣ ସଂପାଦକ ଶଶୀଭୂଷଣ ପ୍ରହରାଜ ଯୋଗଦେଇ ସଂଘର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ । ବିଶେଷକରି
Read More...

ବୌଦ୍ଧରେ ଜାତୀୟ କୃମିନାଶକ ଦିବସ ପାଳିତ

ବୌଦ୍ଧ,୧୦/୮- ଆଜି ଜାତୀୟ କୃମିନାଶକ ଦିବସ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅଭୟ କୁମାର ଦାଶ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କିଶୋର ଅବସ୍ଥାରେ କୃମିନାଶନର ଗୁରୁତ୍ୱ ସଂପର୍କରେ ଆଲୋକପାତ
Read More...

ପ୍ରେସ କ୍ଲବ ପକ୍ଷରୁ ସାମ୍ବାଦିକ ମନୋରଂଜନ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ବୌଦ୍ଧ,୧୦/୮: ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରେସ କ୍ଲବର ପରାମର୍ଶଦାତା ମନୋରଂଜନ ମିଶ୍ର(୭୪)ଙ୍କ ହଠାତ ହୃଦଘାତରେ ମୃତ୍ୟୁ ଜିଲ୍ଲାରେ କର୍ମରତ ସାମ୍ବାଦିକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଆଜି ସଂଧ୍ୟାରେ ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ
Read More...

ବୌଦ୍ଧ: ଟ୍ରକ୍‌ ଧକ୍କାରେ ଯୁବକ ମୃତ

ବୌଦ୍ଧ, ୧୦/୮- ଆଜି ବୌଦ୍ଧସହରରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଦିନ ପ୍ରାୟ ସାଢେ ୨ଟା ସମୟରେ ଏକ ଟ୍ରକ ଧକ୍କାରେ ବୌଦ୍ଧସହରର ମୁସଲିମପଡାର ଅବଦୁଲ ମଇମ ଖାଁ (୨୫)ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ଅବଦୁଲ ବୌଦ୍ଧ ବସଷ୍ଟାଣ୍ଡରୁ ବାଇକରେ ନିଜଘରକୁ ଯାଉଥିବାବେଳେ
Read More...