ସି ବି ଏସ ଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଓ JEEମେଇନରେ ସେଂଛୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସଫଳତା

ପାରଳାଖେମୁଣ୍ଡି - ପାରଳାଖେମୁଣ୍ଡି ସ୍ଥିତ ସେଂଛୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଦ୍ଵାଦଶ ଶ୍ରେଣୀ ଓ JEE ମେଇନରେ ସଫଳତା ହାସଲ କରିଛନ୍ତି । ସି ବିଏସଇ ପକ୍ଷରୁ ପ୍ରକାଶିତ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳାଫଳରେ ଅନୁଷ୍ଠାନର ଛାତ୍ରୀ ଏସ.ହବିନା 95.4 ପ୍ରତିଶତ ନମ୍ବର ରଖିବା ବେଳେ କେ.
Read More...

ଦେଶର କରୋନା ସଂକ୍ରମଣ ୧୦ ଲକ୍ଷ ମୁହାଁ

ନୂଆଦିଲ୍ଲୀ : ଆଜ ସମଗ୍ର ଦେଶରେ ୯୩୬୧୮୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୯୨୦୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି ।
Read More...

ଦକ୍ଷତା ହିଁ ଭାରତକୁ ଆତ୍ମନିର୍ଭର କରିବ

ନୂଆଦିଲ୍ଲୀ: ‘ୱାଲର୍ଡ ୟୋଥ୍ ସ୍କିଲ୍ସ୍ ଡେ’ ଅବସରରେ ଆୟୋଜିତ ଡିଜିଟାଲ୍ କନ୍କ୍ଲେଭ୍ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି ଯୁବବର୍ଗଙ୍କୁ ଦକ୍ଷତା ହାସଲର ନୂଆ ମନ୍ତ୍ରଟିଏ ଦେଇଛନ୍ତି ଯାହା ସେମାନଙ୍କୁ ସଙ୍କଟ ମଧ୍ୟରେ ସମୟ ଉପଯୋଗୀ ଏବଂ ସଶକ୍ତ ରଖିବାରେ ସହାୟକ ହେବ । ପ୍ରଧାନମନ୍ତ୍ରୀ
Read More...

ଆସନ୍ତା ୧୭ରୁ ୨୨ ଫୁଲବାଣୀ ଓ ବାଲିଗୁଡ଼ା ସହର ସଟଡାଉନ୍‌

ଫୁଲବାଣୀ: କନ୍ଧମାଳ ଜିଲ୍ଲାପାଳ ଡ଼.ବୃନ୍ଦା ଡି. ଆସାନ୍ତା ୧୭ରୁ ୨୨ ଫୁଲବାଣୀ ଓ ବାଲିଗୁଡ଼ା ସହର ସଟଡାଉନ୍ କରାଯି୍‌ବାକୁ ନିର୍ଦ୍ଦେଶ ଯାରି କରିଛନ୍ତି । ଜିଲ୍ଳାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଏଇ ନିଷ୍ପତି ନେଇଛି । ଏହି ଦିନ ଗୁଡିକରେ କୌଣସି ପ୍ରକାର ଗାଡି ଚଳାଚଳ,ଦୋକାନ ବଜାର
Read More...

ସିଲ୍ ହେଲା ଫୁଲବାଣୀ ଏସବିଆଇ ଶାଖା

ଫୁଲବାଣୀ: ଭାରତୀୟ ଷ୍ଟେଟବ୍ୟାଙ୍କର ଜଣେ ଅଧିକାରୀ କୋରନା ସଂକ୍ରମିତ ଚିହ୍ନଟ ହେବାପରେ ଫୁଲବାଣୀରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟ ସମେତ ବଜାର ଶାଖାକୁ ସିଲ୍ କରି ଦିଆଯାଇଛି । ଏହାସହ ଉକ୍ତ କାର୍ଯ୍ୟାଳୟକୁ ସାନିଟାଇଜ୍ ମଧ୍ୟ କରାଯାଇଛି । ବୁଧବାର ଫୁଲବାଣୀ ମୁଖ୍ୟ ଶାଖା ସିଲ୍ କରି ଦିଆଯାଇଛି ।
Read More...

କ୍ୱାରେଣ୍ଟାଇନରେ ଭର୍ତ୍ତୃହରି

ଭୁବନେଶ୍ୱର: ପବ୍ଲିକ ଆକାଉଣ୍ଟ କମିଟି ବୈଠକରେ ଉପସ୍ଥିତ ଜଣେ ଅଧିକାରୀଙ୍କ ରିପୋର୍ଟ କରୋନା ପଜିଟିଭ ଆସିବା ପରେ ଏଥିରେ ଯୋଗ ଦେଇଥିବା ୧୮ ସାଂସଦ ଓ ଅନ୍ୟ ଅଧିକାରୀଙ୍କୁ ୭ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ଲୋକସଭା ସଚିବାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏହି କ୍ରମରେ କଟକ ସାଂସଦ
Read More...

ପିସିସି ସଭାପତି ଏବେ ବଦଳିବେ ନାହିଁ : ରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: ପିସିସି ସଭାପତି ଏବେ ବଦଳିବେ ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ ଆଜି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ପିସିସି ସଭାପତି ବଦଳିବା ନେଇ ଯେଉଁ ଚର୍ଚ୍ଚା ଜାରି ରହିଛି ତାହା ରାଜ୍ୟ କଂଗ୍ରେସର ଗୋଟିଏ ଗୋଷ୍ଠୀ ଦ୍ୱାରା ସୃଷ୍ଟି କରାଯାଇଛି । ଏବଂ ଗଣମାଧ୍ୟମରେ
Read More...

ଗଞ୍ଜାମର ୮୨ ପ୍ରତିଶତ ଗାଁ ଗ୍ରୀନ୍ ଜୋନ୍ ଅନ୍ତର୍ଗତ

ଭୁବନେଶ୍ୱର,(ହୀ.ପ୍ର): ରାଜ୍ୟରେ କରୋନା ମହାମାରୀ ବ୍ୟାପକତା ପାଇଁ ସଚରାଚର ଚିନ୍ତାର ବିଷୟ ହୋଇଥିବା ବେଳେ ହଟସ୍ପଟ ଜୋନରେ ଥିବା ଗଞ୍ଜାମ ଜିଲ୍ଲାର ୨ ପ୍ରତିଶତ ଗାଁ ଗ୍ରୀନ୍ ଜୋନରେ ଥିବା ଆଜି କୁହାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ଏହି ଜିଲ୍ଲାର ୮୨
Read More...

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୦ ବର୍ଷର ବାର୍ଷିକ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରକାଶ ପାଇଛି । ଚଳିତ ବର୍ଷ ପରୀକ୍ଷା ଫଳରୁ ଜଣାପଡିଛି ଯେ, ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ
Read More...

ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି :-ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମସାହା ଗୋଶାଣୀ ବ୍ଳକରୁ ଜଣେ, କାଶୀନଗର ବ୍ଳକରୁ ୬ ଜଣ, ରାୟଗଡ ବ୍ଳକରୁ ୧୨ ଜଣ, ଗୁମ୍ମା ବ୍ଳକରୁ ୫ ଜଣ ଓ ପାରଳା ପୌରପରିଷଦରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ
Read More...