ଆଉ ନିସ୍ତାର ନାହିଁ, ଏଥର ସାବାଡ ହେବେ ଅମାନିଆ !
ବୌଦ୍ଧ,୧୪/୭ - ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବାକୁ ପ୍ରଶାସନ ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ଗୁଡାଏ ଅମାନିଆ ଲୋକ ଫୁ….ରେ ଉଡାଇ ଦେଉଥିବା ଦେଖିବାକୁ ମିଳୁଛି । ଆଉ ନିସ୍ତାର ନାହିଁ ଏଥର, ଯିଏ କୋଭିଡ୍ ଆଇନକୁ ଉଲଙ୍ଘନ କରିବ ଧରା ପଡିଲେ ଦେବେ ତଣ୍ଡ । ସାମାଜିକ ଦୂରତା ରକ୍ଷା ଓ!-->…
Read More...
Read More...