ଜଗତ ଜନନୀ ସର୍ଭିସେସ ଦ୍ୱାରା ନୂତନଖଣିର ଭୂମିପୂଜନ
ଯୋଡା,୧୩/୦୭: ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଜୁରୁଡି ଲୌହ ଖଣିଟିର ଭୂମିପୂଜନ ଆଜି ନୂଆ ଖଣି ଲିଜ୍ ଧାରି ଜଗତ ଜନନୀ ସର୍ଭିସେସ ପ୍ରା. ଲି. ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ୭୭.୨୨୮ ହେକ୍ଟର ପରିମିତ ଲୌହ ଖଣିଟିରେ ୪.୭୯୫ ନିୟୁତ ମେଟ୍ରିକ ଟନ୍ ଲୁହାପଥର ଗଚ୍ଛିତ ଥିବା ଆକଳନ କରାଯାଇଛି ।!-->…
Read More...
Read More...