ବିଜୁଳି କର୍ମଚାରୀଙ୍କୁ ବହିଷ୍କାର ପ୍ରତିବାଦରେ ଗଣଧାରଣା

ବୌଦ୍ଧ,୧୦/୮- ବୌଦ୍ଧ ଟିପିଏସଓଡିଏଲ ଡିଭିଜନର ଦୀର୍ଘବର୍ଷ ଧରି କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରୁ ୫ଜଣଙ୍କୁ ବିନା ନୋଟିସରେ ଅଗଷ୍ଟ ପହିଲାରୁ ହଠାତ କାର୍ଯ୍ୟକ୍ଷେତ୍ରରୁ ନିଲମ୍ବନ ପ୍ରତିବାଦରେ ଆଜି ଏଆଇଟିୟୁସି ସହବନ୍ଧିତ ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ଡିଭିଜନ ସମ୍ପାଦକ ପ୍ରତାପ କୁମାର
Read More...

ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା, ରସ୍‌ ଟେଲରଙ୍କୁ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ : ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍‌ ଦଳ ଟି -୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି । ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ମନୋନୀତ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ଦଳରେ ଭେଟେରାନ ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ରସ ଟେଲରଙ୍କୁ ସ୍ଥାନ ମିଳିନାହିଁ
Read More...

ଜ଼ିଲ୍ଲା ଓବିସି ମଞ୍ଚ ପକ୍ଷରୁ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ସମ୍ବଲପୁର,୧୦/୮- ଭାରତ ପରି ଏକ ଗଣତାନ୍ତ୍ରିକ ଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମୋଟ ଜନସଂଖ୍ୟାର ୫୨ ପ୍ରତିଶତରୁ ଉର୍ଦ୍ଧ ରହିଛନ୍ତି ଓ ସମସ୍ତ କ୍ଷେତ୍ରରେ ଏହି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମାନଙ୍କ ପାଇଁ ୨୭ ପ୍ରତିଶତ ଆରକ୍ଷଣ ପାଇଁ ମଣ୍ଡଳ କମିଶନ ସୁପାରିଶ କରିବାର ଆଜକୁ ୩୧ ବର୍ଷ
Read More...

ଟେଣ୍ଟହାଉସ ଓ କେଟରିଙ୍ଗ ସଂଘ ପକ୍ଷରୁ କଟକଣାରେ ଆହୁରି କୋହଳ ପାଇଁ ଦାବି

ସମ୍ବଲପୁର, ୧୦/୮- ସ୍ଥାନୀୟ ଟେଣ୍ଟହାଉସ ଓ କେଟରିଙ୍ଗ ସଂଘ ପକ୍ଷରୁ ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କ ପାଖରେ କୋଭିଡ କଟକଣାରେ ଆଉ ଅଧିକ କୋହଳ କରିବା ପାଇଁ ଦାବି କରାଯାଇଛି । ସେମାନଙ୍କ ଦାବି ଅନୁସାରେ ଗତ ବର୍ଷାଧିକ କାଳ ହେଲା କୋଭିଡ କଟକଣା ଯୋଗୁଁ ସେମାନଙ୍କ
Read More...

ଉଜ୍ଜଳା ୨.୦ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୧୦/୦୮ : ଉଜ୍ଜଳା ଯୋଜନା ୨.୦ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତର ପ୍ରଦେଶର ମହୋବାରୁ ଉଜ୍ଜଳା ୨.୦ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ୨୦୧୬ ମେ ୧ ତାରିଖରେ ଉତ୍ତର ପ୍ରଦେଶର ବାଲିୟାରୁ ହିଁ ପ୍ରଥମେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା ।
Read More...

ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନରେ ସାମିଲ କରିବା ପାଇଁ ଦାବି

ସମ୍ବଲପୁର, ୧୦/୮- ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନରେ ସାମିଲ କରିବା ପାଇଁ ଦାବି କରାଯାଇଛି । ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନସେନା ପକ୍ଷରୁ ଏହି ମର୍ମରେ ଏକ ଦାବିପତ୍ର ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି । ଏହି ଦାବିପତ୍ର
Read More...

ସ୍କୁଲ ଖୋଲୁଖୋଲୁ କଣ୍ଟେନମେଣ୍ଟ୍‌ , ଛାତ୍ରୀ ପଜିଟିଭ୍‌ ଚିହ୍ନଟ, ପାଠପଢ଼ା ଠପ୍‌

ବାଲିଗୁଡ଼ା/ଦାରିଙ୍ଗବାଡ଼ି,୧୦/୮: ଦୀର୍ଘ ଦିନ ପରେ ଖୋଲିଲା ସ୍କୁଲ୍‌ ହେଲେ ପାଠ ଆରମ୍ଭରୁ ପୁଣି ବାଟ ଓଗାଳିଲା ମହାମାରୀ କରୋନା । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସରକାରୀ ବାଳିକା ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ପଜିଟିଭ୍‌ ଚିହ୍ନଟ ପରେ
Read More...

୧୨ରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ବର : ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ । ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।କଳାରେ ସିଟ୍ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିଲା, ୩୮ ହଜାର ସିଟ୍
Read More...