ଭୟଙ୍କର ହେଉଛି ଦୈନିକ ସଂକ୍ରମଣ ସ୍ଥିତି

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଆହୁରି ଭୟଙ୍କର ହୋଇଉଠିଛି । ଏବେ ଏହା ୨୯ ହଜାର ଆଡକୁ ଗତି କରିଛି । ଗତ ୨୪ ଘଣ୍ଟାରେ ରେକଡର଼୍ ୨୮ ହଜାର ୬୩୭ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଦିନକରେ ଏତେ ସଂଖ୍ୟକ ରୋଗୀ କେବେବି ଚିହ୍ନଟ ହୋଇନଥିଲେ । ତେଣୁ
Read More...

ପାର୍କିଙ୍ଗ ବ୍ୟବସ୍ଥା ଥାଇ ମଧ୍ୟ ରାସ୍ତା ମଝିରେ ପାର୍କିଙ୍ଗ

ପାରଳାଖେମୁଣ୍ଡି- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପୌରପରିଷଦ ପକ୍ଷରୁ ବଜାର ନିକଟରେ ଦୁଇ ଚକିଆ ଓ ଚାରି ଚକିଆଯାନ ପାଇଁ ପାର୍କିଙ୍ଗ ବ୍ୟବସ୍ଥା ରହିଛି । କିନ୍ତୁ ଲୋକେ ବଜାରକୁ ଆସିଲେ ଦୁଇଚକିଆ ଯାନ ବିଭିନ୍ନ ଦୋକାନ ସମ୍ମୁଖରେ ବା ବଜାରକୁ ଯିବା ମୁଖ୍ୟ ରାସ୍ତାରେ
Read More...

ବେଲପଡାରେ ଡବଲ ମର୍ଡର, ୮ ଗୁରୁତର

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମୁଣ୍ଡାଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଟ୍ରାକ୍ଟର ଭଡା ଟଙ୍କା ନେଣାଦେଣାକୁ ନେଇ ଡବଲ ମର୍ଡର ଘଟିଛି । ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡରୁ ହଣାକଟାରେ ଚାଲିଗଲା ବାପପୁଅଙ୍କ ଦୁଇଟି ଅମୂଲ୍ୟ ଜୀବନ । ମୃତକ ମୋତିଲାଳ ବନଛୋର(୫୮) ଓ ତାଙ୍କ ପୁଅ
Read More...

ଗଜପତିରେ ପୁଣି ୧୯ଟି କରୋନା ପଜିଟିଭ ଚିହ୍ନଟ

ଗଜପତି ରେ ପୁଣି ୧୯ ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନାଦେଇଛନ୍ତି। ଗୁମ୍ମା ବ୍ଳକରୁ ୨ ଜଣ, ଗୋଶାଣୀ ବ୍ଳକରୁ ଜଣେ, କାଶୀନଗର ବ୍ଳକରୁ ୪ ଜଣ ଓ ପାରଳା ପୌରପରିଷଦ ରୁ୧୨ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ଥିଲା ପଜିଟିଭ
Read More...

ପୁଣି ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁସଂଖ୍ୟା ୬୪କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ସେହି ଅନୁପାତରେ ମୃତ୍ୟୁସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଆଜି ପୁଣି ୩ଜଣ ଜୀବନ ଏହି ବିଶ୍ୱ ମହାମାରୀ କରୋନା ରୋଗରେ ଯାଇଛି । ମୃତକ ତିନି ଜଣ ଗଞ୍ଜାମ ଜିଲ୍ଲାର ବୋଲି ରାଜ୍ୟ ସରକାରଙ୍କ
Read More...

ଅବକାରୀ ବିଭାଗର ଚଢ଼ାଉ ଧର୍ମକୁ ଆଖି ଠାର : ଦାରିଙ୍ଗବାଡ଼ିରେ ଓଡି-୧୨ କାରବାର ବୃଦ୍ଧି

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ ଧର୍ମକୁ ଆଖିଠାରସଦୃଶ୍ୟ ହୋଇଛି କ୍ଷ ଦାରିଙ୍ଗବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ କାରବାର (କୋଡ ୱାର୍ଡ -ଓଡି-୧୨ -ଓନଲି ଦେଶୀ ବାର) ବହୁ ମାତ୍ରାରେ ବୃଦ୍ଧି ପାଇଛି । ଯାହା ଫଳରେ ବର୍ତ୍ତମାନ ଲୋକଙ୍କ ପାଖରେ କାମ
Read More...

ପୁଣି ୨ କରୋନା ପଜିଟିଭ, ସମ୍ବଲପୁର ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୧୧୩କୁ ବୃଦ୍ଧି

ସମ୍ବଲପୁର : ଆଜି ଆଉ ଦୁଇଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ବଲପୁର ଜିଲ୍ଲା ରେ ମୋଟ ସଂଖ୍ୟା ୧୧୩ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୭୦ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୩୩ ଜଣଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି । ଏ ବିଷୟରେ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି ଯେ
Read More...

ଅପହରଣର କାରଣ ଅସ୍ପଷ୍ଟ; ତୃତୀୟ ଦିନରେ ମଧ୍ୟ ପୁଲିସର ହାତ ଖାଲି

ସମ୍ବଲପୁର : ଏଠାକାର ଜଣେ ପ୍ରତିଷ୍ଠିତ ଷ୍ଟିଲ ବ୍ୟବସାୟୀ ନରେଶ ଅଗ୍ରୱାଲ(୬୩)ଙ୍କ ଶୁକ୍ରବାର ଦିନ ଅପହରଣ ଓ ୧୨ ଘଣ୍ଟା ଭିତରେ ସୁରକ୍ଷିତ ଘର ବାହୁଡ଼ାର ଆଜି ତୃତୀୟ ଦିନରେ ମଧ୍ୟ ଏହି ଘଟଣା ପଛରେ ନିହିତ କାରଣ ସ୍ପଷ୍ଟ ହୋଇ ପାରିନାହିଁ । ଏକ ଅସ୍ପଷ୍ଟ ସୂତ୍ରରୁ ଜଣାପଡିଛି ଯେ ଏହା ପଛରେ
Read More...

ମନମୁଣ୍ଡାରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା

ବୌଦ୍ଧ,୧୨/୭ - ମହାନଦୀ ଓ ତେଲ ନଦୀ ମନମୁଣ୍ଡା ନିକଟରେ ଏକାଠି ମିଶିଛନ୍ତି କିନ୍ତୁ ଦୁଃଖର କଥା ଯେ ମନମୁଣ୍ଡାବାସୀ ପାନୀୟ ଜଳ ସମସ୍ୟା ପାଇଁ କଷ୍ଟ ଭୋଗୁଛନ୍ତି । ନଦୀରେ ଜଳ ଅଛି, ପାଇପ ବି ପୋତା ଯାଇଛି,୨୫ ବର୍ଷ ହେଲା ଜଳଯୋଗାଣ ପ୍ରକଳ୍ପ ମଧ୍ୟ ଅଛି କିନ୍ତୁ ଜଳଯୋଗାଣ କେବେ ମଧ୍ୟ ଶ୍ୃଙ୍ଖଳିତ
Read More...

ମାଳମାଳ ସରକାରୀ ଯୋଜନା : ଅସହାୟ ଭାବେ ଭିକ ମାଗି ଚଳୁଛନ୍ତି ଭିନ୍ନକ୍ଷମ ଦମ୍ପତ୍ତି

ବୌଦ୍ଧ : ଜନ୍ମରୁ ମୃତ୍ୟୁ ଯାଏଁ ମାଳ ମାଳ ଯୋଜନା ଖଞ୍ଜି ରଖିଥିବା ସରକାର କହୁଥିବା ବେଳେ ତାହା ବାସ୍ତବରେ କେତେ ସୁଫଳ ମିଳୁଛି ତାର ଏକ ନଗ୍ନ ଉଦାହରଣ ଆଠମଲ୍ଲିକ ଉପଖଣ୍ଡରେ ଦେଖିବାକୁ ମିଳେ । ଆଠମଲ୍ଲିକ ଉପଖଣ୍ଡ ସଦର ବ୍ଲକ ଅନ୍ତର୍ଗତ ଟୁସର ପଞ୍ଚାୟତ ବେଲତଇଲା ଗ୍ରାମରେ ରହୁଥିବା ଭିନ୍ନକ୍ଷମ
Read More...