ଶେଷରେ ଧରାପଡ଼ିଲା ଗ୍ୟାଙ୍ଗଷ୍ଟର ଦୁବେ

କାନପୁର: ଦୀର୍ଘ ବର୍ଷ ଧରି ଉତ୍ତରପ୍ରଦେଶରେ ଆତଙ୍କରାଜ ଖେଳାଇଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଶେଷରେ ଧରାପଡ଼ିଛି । ଗତ କିଛିଦିନର କଠୋର ପରିଶ୍ରମ ପରେ ଆଜି ତାକୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି । ଗିରଫ ଅଭିଯାନ ବେଳେ ଏନ୍କାଉଣ୍ଟର ହୋଇଥିଲା । ଏଥିରେ ତା'ର ଦୁଇଜଣ ସହଯୋଗୀ
Read More...

ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଛି ସତ; କିନ୍ତୁ ଏପର୍ଯ୍ୟନ୍ତ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଗୁରୁବାର ପୁନର୍ବାର ସ୍ପଷ୍ଟ କରିଛନ୍ତି । କରୋନା ସ୍ଥିତିର ସମୀକ୍ଷା ବୈଠକରେ ସେ ଏହା ପ୍ରକାଶ କରି
Read More...

ଲୋକଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଯୋଗୁଁ ଦେଶ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଆମ ଆଗରେ ଏକାଧିକ ଚ୍ୟାଲେଞ୍ଜ୍ । ତଥାପି ଏହା ମଧ୍ୟରେ ଆମେ ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଉଛୁ । ବିଶେଷକରି ସେମାନଙ୍କ ରୋଜଗାର ଓ ସ୍ୱାସ୍ଥ୍ୟ ପ୍ରତି ସରକାର ସର୍ବାଧିକ ଧ୍ୟାନ ଦେଉଛନ୍ତି । ଇଂଲଣ୍ଡରେ
Read More...

ବୌଦ୍ଧ : କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀଙ୍କ ମୃତ୍ୟୁ

ବୌଦ୍ଧ : ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମ ପଂଚାୟତର ଗୌଡଦେଇ ଉଚ୍ଚ଼ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଆଜି ଜଣେ ପ୍ରବାସୀଙ୍କ ମ୍ରୁତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଟିକରପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ମେଣ୍ଢାମାଳ ଗ୍ରାମର ଅଧିବାସୀ । ମିଳିଥିବା ସୂଚନା ଅନୁଯାୟୀ
Read More...

ଗଞ୍ଜେଇ ସହ ଗାଡ଼ି ଜବତ, ୪ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ପକ୍ଷରୁ ଅନବରତ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ବଡ ସଫଳତା ମିଳୁଛି । ଏକ ଧଳା ଟାଟା ଜେଷ୍ଟ ଇସିଏସ କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଫିରିଙ୍ଗିଆ ପୋଲିସ ହାବୁଡ଼ରେ ପଡି ଗଞ୍ଜେଇ ମାଫିଆ ଧରାପଡିଥିବା ଖବର ମିଳିଛି । ସୂଚନା ଅନୁସାରେ ଏକ
Read More...

ଗଜପତିରେ ପୁଣି ୧୭ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୧୭ ଟି ନୂଆ କରୋନା ପଜିଟିଭ ଚିହ୍ନଟହୋଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନାଦେଇଛନ୍ତି । ରାୟଗଡ ବ୍ଳକରୁ ୭ ଜଣ, କାଶୀନଗର ବ୍ଳକରୁ ୩ ଜଣ ଓ ପାରଳା ପୌରପରିଷଦରୁ ୭ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ଥିଲା । ପଜିଟିଭ
Read More...

ଗଛରେ ପିଟି ହେଲା ବାଇକ, ୨ ଗୁରୁତର

ବୌଦ୍ଧ : ଆଜି ସକାଳେ ଜାତୀୟ ରାଜପଥ ନମ୍ବର୍ ୫୭ ର ମନମୁଣ୍ଡା ଥାନା ନୁଆପାଲି ନିକଟରେ ବାଇକ ଦୁର୍ଘଟଣା ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସୋନପୁର ଅଂଚଳର ଦୁଇ ଜଣ ବ୍ୟକ୍ତି ବାଇକ ନମ୍ବର ଓଡି ୩୧ଏ୨୯୭୯ ରେ ସୋନପୁର ଅଭିମୁଖେ ଯାଉଥିବା ବେଳେ ମନମୁଣ୍ଡା ଥାନା
Read More...

କୋଭିଡ ନିୟମ ଭାଙ୍ଗି ଟିଉସନ କରୁଥିଲେ, ୧୦ହଜାର ଫାଇନ ଦେଲେ ଶିକ୍ଷକ

ଫୁଲବାଣୀ: ସାରାଦେଶ ଏବେ କରୋନା ମହାମାରୀକୁ ମୁକାବିଲା କରିବାପାଇଁ ଚିନ୍ତାରେ ଥିବା ବେଳେ କେତେକ ଅମାନିଆ ଲୋକ ଏହାକୁ ବେଖାତିର କରିଚାଲିଛନ୍ତି । ପ୍ରଶାସନ ଦିନ ରାତି ଏକ କରି ଲଢ଼ିଚାଲିଛନ୍ତି ଏପଟେ କିଛି ଶିକ୍ଷକ ମଧ୍ୟ କୋଭିଡ୧୯ ନିୟମକୁ ଅବମାନନା କରିବା ସହ ମତିଭ୍ରମ କରୁଛନ୍ତି । ଏମିତି ଏକ
Read More...

ଚଢିଗଲା ଟ୍ରକ, ଯୁବକ ଗୁରୁତର

ଯୋଡା :ଗୁରୁବାର ପୂର୍ବାହ୍ନରେ ଜୁରୁଡି ପଟୁ ବାଂଶପାଣି ରେଳ ସାଇଡିଂକୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ବାଂଶପାଣିସ୍ଥିତ ଝା ପେଟ୍ରୋଲ ପମ୍ପ ନକଟରେ ଅପରପଟୁ ଆସୁଥିବା ଏକ ମୋଟରସାଇକେଲ ଆରୋହୀଙ୍କ ଉପରେ ଚଢିଯିବାରୁ ଯୁବକ ଜଣଙ୍କ ଗୁରୁତର ହୋଇପଡିଥିବା ଜଣାପଡିଛି । ଟ୍ରକଟି ମୋଟର
Read More...

ଶୀତଳଭଣ୍ଡାର ପୁନରୁଦ୍ଧାର ହେବ କେବେ ?

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ବନପାହାଡ଼ ଘେରରେ ଅବସ୍ଥିତ ଜିଲ୍ଲାରେ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରନ୍ତି । ଜିଲ୍ଲାରେ ୫ଟି ବ୍ଳକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥିବା ବେଳେ ୨ଟି ସାଧାରଣ ବ୍ଳକ ଅଟେ । ଜିଲ୍ଲାରେ ବିଭିନ୍ନ ପ୍ରକାର କୃଷି ଜାତ
Read More...