ବୌଦ୍ଧ: ଶଯ୍ୟା ଅଭାବରୁ ବାରଣ୍ଡାରେ ଗଡୁଛନ୍ତି ରୋଗୀ

ବୌଦ୍ଧ,୯/୭: କରୋନା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବ୍ୟସ୍ତ ରହିଥିବାବେଳେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ସାଧାରଣ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୌଦ୍ଧଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟାରେ ଶଯ୍ୟା ଓ ଭିତ୍ତିଭୂମିର ଅଭାବ
Read More...

ପ୍ରବଳ ବର୍ଷାରେ ଧୋଇ ନେଲା ବୁଣିଥିବା ଧାନ, ବିହନ ଚିନ୍ତାରେ ଚାଷୀ

ବୌଦ୍ଧ,୯/୭ : କିଛି ଦିନର ମୌସୁମୀ ବର୍ଷା ପରେ ପାଗ ଠିକ୍ ହେବା ପରେ ଗତ ଦୁଇ /ତିନି ଦିନ ମଧ୍ୟରେ ଚାଷୀମାନେ ତଳି ପକାଇବା ସହ ଧାନ ବୁଣାବୁଣି କରିଥିଲେ । ଗତକାଲି ସନ୍ଧ୍ୟାରେ ହଠାତ୍ ୨ ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହେବାରୁ ବୁଣିଥିବା ଧାନବିହନ ଧୋଇ ନେଇଛି । ଫଳରେ ଏ ସମୟ ମଧ୍ୟରେ
Read More...

କୋଭିଡ କଟକଣା ଅନୁସାରେ ବୁର୍ଲାରେ ଦୁଇଦିନିଆ ସଟଡାଉନ

ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ କରୋନା ତାହାର ରୌଦ୍ରରୂପ ଦେଖାଇବା ଆରମ୍ଭ କରିଦେଇଛି ଓ ସ୍ଥାନୀୟ ଉପନଗରୀ ବୁର୍ଲାରେ ଏହାର ପରାକ୍ରମ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ଓ୍ବାର୍ଡ ୩ରୁ ୭ ପର୍ଯ୍ୟନ୍ତ ଅଞ୍ଚଳରେ ଆଗାମୀ କାଲି ଓ ପରଦିନ ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଆଜି ଆଉ
Read More...

୭୧ତମ ବନ ମହୋତ୍ସବ ପାଳିତ

ପାରଳାଖେମୁଣ୍ଡି,୮/୭- ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ ୭୧ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହେନ୍ଦ୍ର ବନାଞ୍ଚଳଅଧିକାରୀ କବିନା ପରିଛାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ ଆଜି ଲାବଣ୍ୟଗଡ଼ ସଂରକ୍ଷିତ ଜଙ୍ଗଲଠାରେ ବୃକ୍ଷରୋପଣ କରାଯାଇଥିଲା। ଏହି
Read More...

ଗଜପତି ପକ୍ଷରୁ ତୈଳ ଦର ବୃଦ୍ଧି କୁ ବିରୋଧ

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ହାଇସ୍କୁଲ ଛକ ଠାରେ ଆପ ଗଜପତି ପକ୍ଷରୁ କେନ୍ଦ୍ର ସରକାରଙ୍କଦ୍ଵାରା ତୈଳଦର ବୃଦ୍ଧିକୁ ବିରୋଧ କରାଯାଇ ଭୀକ୍ଷୋଭ ପଦର୍ଶନ କରା ଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ଜିଲ୍ଲା ଆବାହକ ଶିଶିର କୁମାର ଭଂଜ ସାମନ୍ତଙ୍କ
Read More...

ଦୁଃସ୍ଥ କଳାକାରଙ୍କୁ ସହାୟତା ପ୍ରଦାନ

ବୌଦ୍ଧ,୮/୭– ବୌଦ୍ଧ ବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତର ସମାପାଜୁ ଗ୍ରାମରେ ବାସ କରୁଥିବା ବାସୁଦେବ ବେହେରା (୬୦) ଜଣେ କେନ୍ଦେରା ବାଦକ । ସେ ଅବିବାହିତ ଓ ଏକୁଟିଆ ହିଁ ଏକ ଭଙ୍ଗାଦଦରା ଚାଳଘରେ ରହନ୍ତି । ‘ୟାରା’ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତାଙ୍କର ଏ ଦୁର୍ଦ୍ଦଶା ଦେଖି ସହାୟତାର ହାତ
Read More...

କୋଭିଡ କଟକଣା ଅନୁସାରେ ବୁର୍ଲାରେ ଦୁଇଦିନିଆ ସଟଡାଉନ

ସମ୍ବଲପୁର, ୮/୭– ସମ୍ବଲପୁର ଜିଲ୍ଲାରେ କରୋନା ତାହାର କରାଳ ରୂପ ଦେଖାଇବା ଆରମ୍ଭ କରିଦେଇଛି । ସ୍ଥାନୀୟ ଉପନଗରୀ ବୁର୍ଲାରେ ଏହାର ପରାକ୍ରମ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ୱାର୍ଡ ୩ରୁ ୭ ପର୍ଯ୍ୟନ୍ତ ଅଞ୍ଚଳରେ ଆସନ୍ତା କାଲି ଓ ପରଦିନ ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଆଜି
Read More...

ଆଦିତ୍ୟ ଦାଶଙ୍କ ମୃତ୍ୟୁର ସି.ବି.ଆଇ. ତଦନ୍ତ ଦାବି

ବୌଦ୍ଧ,୮/୭– ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ କରିବା ପାଇଁ ସି.ବି.ଆଇ. କିମ୍ବା କ୍ରାଇମ୍ ବ୍ରାଂଚ ତଦନ୍ତ ଦାବି କରି ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲା ତାଲସରଡା ଗ୍ରାମର
Read More...

ଗରିବଙ୍କୁ ସୁଲଭ ମୂଲ୍ୟରେ ମିଳିବ ଘର

ନୂଆଦିଲ୍ଲୀ : ସହରରେ ରହୁଥିବା ଗରିବ ଲୋକ ଏବଂ ପ୍ରବାସୀ ଶ୍ରମିକମାନଙ୍କ ଲାଗି କେନ୍ଦ୍ର ସରକାର ଆଜି ଏକ ବଡ଼ କଲ୍ୟାଣକାରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସହରରେ ରହୁଥିବା ଗରିବ ଓ ପ୍ରବାସୀ ଲୋକମାନଙ୍କୁ ସୁଲଭ ମୂଲ୍ୟରେ
Read More...

ବାୟୁଦ୍ୱାରା କରୋନା ସଂକ୍ରମଣ ହେଉଛି : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଜେନିଭା : ସମଗ୍ର ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚିଥିବା ମହାମାରୀ କରୋନା ଭାଇରସ ସଂକ୍ରମଣ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏକ ବଡ଼ ଘୋଷଣା କରିଛି । କରୋନା ବାୟୁଦ୍ୱାରା ମଣିଷକୁ ସଂକ୍ରମିତ କରୁଛି ବୋଲି ସଂଗଠନ ସ୍ୱୀକାର କରିଛି । ବାୟୁଦ୍ୱାରା ଏହା ବ୍ୟାପୁଥିବା ପ୍ରମାଣକୁ ଏହା ସ୍ୱୀକାର
Read More...