ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ରାଞ୍ଚି: ଦେଶରେ ଜଣକ ପରେ ଜଣେ ବରିଷ୍ଠ ରାଜନେତା, ସାଂସଦ, ବିଧାୟକ ଓ ମନ୍ତ୍ରୀ କରୋନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏବେ ଜଣେ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ସେ ହେଉଛନ୍ତି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ସେ ପଜିଟିଭ୍ ଜଣାପଡ଼ିବା ପରେ ତାଙ୍କୁ ହୋମ୍
Read More...

ବୌଦ୍ଧର ବିଶିଷ୍ଟ ଶିକ୍ଷାବିତ ଗଣ୍ଡେଶ୍ୱର ତ୍ରିପାଠୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ବୌଦ୍ଧ,୮/୭–ବୌଦ୍ଧଜିଲ୍ଲାର ଜଣାଶୁଣା ଶିକ୍ଷାବିତ ତଥା ଅବସରପ୍ରାପ୍ତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଗଣ୍ଡେଶ୍ୱର ତ୍ରିପାଠୀ ଅସୁସ୍ଥ ହୋଇ ପଡିଥିବା ସୂଚନା ମିଳିଛି । ଆଜି ସକାଳୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବରଗଡସ୍ଥିତ ବିକାଶ ହସ୍ପିଟାଲର ଆଇସିୟୁରେ
Read More...

ବିଦ୍ୟୁତ୍ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଯୁବକର ମୃତ୍ୟୁ

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ କାଲକାଠ ଗ୍ରାମରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମ ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ସୁଚନା ମୁତାବକ ଆଜି ସକାଳ ସମୟରେ ଉକ୍ତ ଗ୍ରାମର କାର୍ତିକ ପାତ୍ରଙ୍କ ପୁଅ ବିଶ ପାତ୍ର(୩୫) ବିଦ୍ୟୁତ ଟ୍ରାନ୍ସଫର୍ମ ସଂସ୍ପର୍ଶରେ ଆସି ଘଟଣା
Read More...

ଗଜପତିରେ ପୁଣି ୩ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୮/୭- ଗଜପତିରେ ପୁଣି ୩ ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନାଦେଇଛନ୍ତି । ଗୋଶାଣୀ ବ୍ଳକରୁ ଜଣେ, ନୂଆଗଡ଼ ବ୍ଳକରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ପଜିଟିଭ ଚିହ୍ନଟ ହୋଇଥିବାରୁ ତାଙ୍କୁ
Read More...

ଗଜପତିରେ ପୁଣି ୩ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୮/୭- ଗଜପତିରେ ପୁଣି ୩ ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନାଦେଇଛନ୍ତି । ଗୋଶାଣୀ ବ୍ଳକରୁ ଜଣେ, ନୂଆଗଡ଼ ବ୍ଳକରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ପଜିଟିଭ ଚିହ୍ନଟ ହୋଇଥିବାରୁ ତାଙ୍କୁ
Read More...

ବିିଦ୍ୟୁତ ଆଘାତରେ ଶ୍ରମିକ ମୃତ

ହରଭଙ୍ଗା,୮/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଧଳପୁର ପଞ୍ଚାୟତର ଖଣ୍ଡିଧଳପୁର ଗ୍ରାମର ଜଣେ ଶ୍ରମିକ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ଖବରରୁ ପ୍ରକାଶ ଯେ ଖଣ୍ଡିଧଳପୁର ଗ୍ରାମର ଅରୁଣ ବେହେରା (୨୫) ନାମକ ଜଣେ ଶ୍ରମିକ ଆଜି ଚାରିଛକର ଜଣେ ବ୍ୟକ୍ତିଙ୍କ ଘରେ କାମ
Read More...

ଉତ୍କଳ ଗ୍ରାମ୍ୟବ୍ୟାଙ୍କ ପରିସରରେ ପରିସ୍ରାଗାର ନଥିବାରୁ ଗ୍ରାହକ ହଟହଟା

କଣ୍ଟାବାଞ୍ଜି, ୮/୭- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଲକ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ପରିସରରେ ନାହିଁ ସର୍ବ ସାଧାରଣଙ୍କ ପାଇଁ ପରିସ୍ରାଗାରଟିଏ । ଆଖପାଖରେ ମଧ୍ୟ କୌଣସି ବ୍ୟବସ୍ଥା ନଥିବା ଜଣାପଡିଛି । । ବ୍ଲକ ହେଡକ୍ୱାଟର ତୁରେକେଲା ଓ ଆଖପାଖ ପ୍ରାୟ ଶତାଧିକ ଗାଁ ଲୋକ ବ୍ୟାଙ୍କ
Read More...

ମହାନଦୀ ପୋଲର ବାଡ ଉପରେ ଚାଲି ଷ୍ଟଣ୍ଟ ଦେଖାଇଲେ ଯୁବକ

ବୌଦ୍ଧ,୮/୭ – ବୌଦ୍ଧ-କିଆକଟା ମହାନଦୀ ପୋଲର ବାଡ ଉପରେ ପାଦରେ ଚାଲି ଜଣେ ଯୁବକ ଷ୍ଟଣ୍ଟ ଦେଖାଉଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଯୁବକ ଜଣକ ଖାଲି ପାଦରେ ଚାଲିଚାଲି ବାଡ ଉପରେ ଯାଉଥିବାବେଳେ ଗୋଟିଏ ଲୁଙ୍ଗିକୁ କଚ୍ଛାମାରି ପିନ୍ଧିଥିବା ଓ ବେକରେ ଏକ ଗାମୁଛା ଗୁଡାଇଥିବା
Read More...

ଭି,ଏସ୍,ଏସ୍ ନଗରରେ ବନମହୋତ୍ସବ ସପ୍ତାହ ପାଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଆଜି ଅପରାହ୍ନରେ ଭି,ଏସ୍,ଏସ ନଗର ତାରିଣୀ ମନ୍ଦିର ନିକଟ ଓଭର ବ୍ରିଜ୍ ନିକଟରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରାଯାଇଛି। ଏହି
Read More...

ରାଜ୍ୟରେ ପୁଣି ୬ ମୁଣ୍ଡ ନେଲା କରୋନା, ୫୨୭ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ସାଂଘାତିକ ଆଡକୁ ଗତି କରୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ତାହା କରୋନା ସ୍ଥିତିକୁ ନିୟନ୍ତ୍ରଣ କରିପାରୁନାହିଁ । ରାଜ୍ୟର କେତେକ ଜିଲ୍ଲାରେ ସଟଡାଉନ ବଳବତ୍ତର ଥିବା ବେଳେ ଆଉ କେତେକ ଜିଲ୍ଲାରେ
Read More...