୭୧ ତମ ବନମହୋତ୍ସବ ସପ୍ତାହ ପାଳନ

କଣ୍ଟାବାଞ୍ଜି, ୬/୭- ବନ ବିଭାଗ ପକ୍ଷରୁ ଆଜି ତୁରିକେଲା ବ୍ଲକ ଅନ୍ତର୍ଗତ ଢୋଲମାଦଳ ଠାରେ ୭୧ ତମ ବନମହୋତ୍ସବ ସପ୍ତାହ ପାଳନ କରାଯାଇଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତୁରେକେଲା ଥାନାଧିକାରୀ ଶ୍ରୀଯୁକ୍ତ ଜେନା, ସରପଂଚ,
Read More...

କରୋନା ଆକ୍ରାନ୍ତ ଚିହ୍ନଟ ପରେ ବଲରାମ ମନ୍ଦିର ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା

ଢେଙ୍କାନାଳ,୬ ।୭ - ଢେଙ୍କାନାଳ ଜିଲ୍ଲା ମ୍ୟୁନସିପାଲଟିର ଶ୍ୟାମାଚରଣପୁର ଅଞ୍ଚଳରେ ଜଣେ ୭୧ ବର୍ଷିୟ ବ୍ୟକ୍ତି କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ବ୍ୟକ୍ତି ଜଣଙ୍କ ଅନ୍ୟ ଏକ ଜଟିଳ ରୋଗରେ ଆକ୍ରନ୍ତ ହୋଇଥିବା ଯୋଗୁ ଚିକିଚ୍ଛା ନିମନ୍ତେ ଭୁବନେଶ୍ୱର ଠାରେ ଥିବା ଏଆଇଏମଏସ ହସ୍ପିଟାଲକୁ
Read More...

ବିଲାବାଡି ପଞ୍ଚାୟତର କାକେନ୍ଦ୍ରୀ ଗ୍ରାମରେ ୭୧ ତମ ବନ ମହୋତ୍ସବ ପାଳନ

ଫୁଲବାଣୀ, ୬/୭- ଆଜି ଫୁଲବାଣୀ ବିଲାବାଡି ପଞ୍ଚାୟତର କାକେନ୍ଦ୍ରୀ ଗ୍ରାମରେ ୭୧ ତମ ବନ ମହୋତ୍ସବ ପାଳନ ହୋଇଛି । ଏହି ଉତ୍ସବରେ ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିରେନ୍ଦ୍ର କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ସୁଡ୍ରୁକୁମ୍ପା ରେଞ୍ଜର ଶିଶିର କୁମାର
Read More...

ଅନୁଦାନ ଅଛି, ମରାମତି ହେଉନି ଗଙ୍ଗାଧର ମଣ୍ଡପ

ଜନହାପଙ୍କ,୬/୭ - ବୌଦ୍ଧବ୍ଲକ ଲଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନାରାୟଣ ନଗର ଗାଁରେ ଥିବା ଗଙ୍ଗାଧର ମେହେରଙ୍କ ମଣ୍ଡପ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଚାରିଖମ୍ବରେ ନିର୍ମିତ ଏହି ମଣ୍ଡପର ଦୁଇଟି ପିଲରର କଂକ୍ରିଟ ଝଡି ଛଡଗୁଡିକ ଝୁଲି ରହିଛି । ଗାଁରେ ଶତକଡ଼ା ୯୦ ଭାଗ ଭୁଲିଆ ଜାତିର
Read More...

ଗୋଟିଏ ଦିନରେ ବାଲିଗୁଡ଼ା ଅଞ୍ଚଳରେ ଦୁଇ ଦୁଇଟି ଦୁର୍ଘଟଣା ବାପ ଝିଅଙ୍କ ସମେତ ତିନିଜଣଙ୍କ ମୃତ୍ୟୁ

ବାଲିଗୁଡ଼ା, ୬/୭- ଆଜି ବାଲିଗୁଡା ପାଇଁ ଦୁର୍ଘଟଣାର ଦିନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଘଟିଯାଇଛି ଦୁଇ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ତିନି ଜଣ । ବାଲିଗୁଡ଼ା ଥାନା ତଗାକିଆ ୫୯ନଂ ଜାତୀୟ ରାଜପଥରେ ଟାଟା ମ୍ୟାଜିକ୍ ଧକ୍କାରେ ଜଣେ ବୃଦ୍ଧ
Read More...

ପୁଣି ଦିନକରେ ୨୪ ହଜାରରୁ ଊଦ୍ଧ୍ୱର୍ ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତ ସଂକ୍ରମଣ କ୍ଷେତ୍ରରେ ଏବେ ଋଷିଆକୁ ଅତିକ୍ରମ କରି ତୃତୀୟ ସ୍ଥାନରେ ପହଞ୍ଚିଛି । ପ୍ରତିଦିନ ୨୦ରୁ ୨୪ ହଜାର ପର୍ଯ୍ୟନ୍ତ ରୋଗୀ ବୃଦ୍ଧି ପାଉଥିବାରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୪ ହଜାରରୁ ଅଧିକ ଲୋକ ପଜିଟିଭ୍ ଚିହ୍ନଟ
Read More...

ଶେଷରେ ଗଲୱାନ୍ରୁ ୨ କିମି ପଛକୁ ହଟିଲା ଚୀନ୍

ନୂଆଦିଲ୍ଲୀ : ଲଦାଖର ଗଲୱାନ ଉପତ୍ୟକାର ଯେଉଁ ସ୍ଥଳରେ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ସେହି ସ୍ଥଳରୁ ଚୀନ୍ ସୈନ୍ୟମାନେ ଦୁଇ କିଲୋମିଟର ପଛକୁ ହଟିଯାଇଛନ୍ତି । ଭାରତୀୟ ଯବାନ୍ମାନେ ମଧ୍ୟ ପଛକୁ ହଟିଛନ୍ତି । ଦୁଇ ଦେଶ ମଧ୍ୟରେ ହୋଇଥିବା ଏକାଧିକବାର ଆଲୋଚନା ପରେ ଏଭଳି
Read More...

ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର

ବୌଦ୍ଧ,୬/୭ - ଆଜି ଅପରାହ୍ନ ପ୍ରାୟ ଘ ୩. ୪୦ ମିନିଟ ସମୟରେ ବାଉଁଁଶୁଣି - ଗୁନ୍ଦୁଲିଆ ରାସ୍ତାରେ ବାଇକ ଦୁର୍ଘଟଣା ଘଟି ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗୁନ୍ଦୁଲିଆରୁ ବାଉଁଁଶୁଣି ଅଭିମୁଖେ ଗୋଟିଏ ପଲ୍ସର୍ ଗାଡି ଦ୍ରୁତ ଗତିରେ ଆସୁଥିବା ବେଳେ
Read More...

କ୍ୱ।ଣ୍ଟମ୍ ଫିଜିକ୍ସରେ ଗବେଷଣା ପାଇଁ ଡେନମାର୍କ ଯିବାକୁ ମନୋନୀତ ହେଲେ ଶୁଭାଶିଷ

ସୋନପୁର : ଏକାଗ୍ରତା ଓ କଠିଣ ପରିଶ୍ରମ ହିଁ ସଫଳତା ର ମୂଳମନ୍ତ୍ର।ଏକ ସରକାରୀ ଉପ୍ରା ସ୍କୁଲ ରୁ ପାଠ ଆରମ୍ଭ କରି ମଧ୍ୟ ଜୀବନରେ କିଛି ଗୋଟେ କରିପାରିବାର ଅଦମ୍ୟ ଉତ୍କଣ୍ଠା ବଳରେ ହିଁ ଆଜି କ୍ୱ।ଣ୍ଟମ୍ ଫିଜିକ୍ସ ରେ ଅଧିକ ଗବେଷଣା ପାଇଁ ସେ ଡେନମାର୍କ ଯିବାକୁ ସର୍ବ ଭାରତୀୟ ସ୍ତରରେ ମନୋନୀତ
Read More...

ହଜିବାକୁ ବସିଲାଣି ହଳ ଲଙ୍ଗଳ

ଚଳିତ ବର୍ଷ ମୌସୁମୀ ଆଗମନପରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି।ହେଲେ ଚାଷୀ ପାଖରେ ହଳ ବଳଦ ନ ଥିବା ଯୋଗୁଁ ଯନ୍ତ୍ର ଚଳିତ ଲଙ୍ଗଳ ଉପରେ ନିର୍ଭର କରି ପ୍ରାୟ ସମସ୍ତ ଚାଷୀ ଚାଷ କରୁଛନ୍ତି।ଆଗରୁ ଚାଷୀ ନିକଟରେ ହଳ ଲଙ୍ଗଳ ଜୁଆଳି ଶଗଡ଼ ପ୍ରଭୃତି ନିଶ୍ଚିତ ଭାବେ ରହୁଥିଲା ଫଳତଃ ସମୟ ଅନୁସାରେ ଚାଷ କାମ
Read More...