ମୁଣ୍ଡେଶ୍ୱର ଜଙ୍ଗଲରେ ହାତୀ ଶିକାର ଘଟଣା ୨ଜଣ ନିର୍ଦ୍ଦୋଷଙ୍କୁ ଧରି ବନ କର୍ମଚାରୀ ହଟହଟା
ହରଭଙ୍ଗା,୬/୭- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଗତ ମାସ ୧୭ତାରିଖରେ ଶିକାରୀ ଗୁଳିରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ବନବିଭାଗ ପୂର୍ବରୁ ୪ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଥିଲା । ତେବେ ଉକ୍ତ ହାତୀ ଶିକାର ଘଟଣାରେ ସେମାନଙ୍କ ସମ୍ପୃକ୍ତି ଓ!-->…
Read More...
Read More...