ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୨୭ ତମ ବିଶ୍ୱ ଆଦିବାସୀ ଦିବସ ପାଳିତ

ପାଟଣାଗଡ,୯/୮- ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସ୍ଥାନୀୟ ଆଦିବାସୀ ଭବନ ପରିସରରେ ସଂଘ ପକ୍ଷରୁ ୨୭ ତମ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିର୍ସା ମୁଣ୍ଡା ,ଜୟ ସିଂ ପାଳ ମୁଣ୍ଡା, ରିଣ୍ଡୋ ମାଝୀଙ୍କ ସହ ସଂଘ ଜିଲ୍ଲା ସଭାପତି ସ୍ୱର୍ଗତ ବ୍ରଜ କିଶୋର ସିଂ ଭୋଇଙ୍କ
Read More...

କଣ୍ଟାମାଳ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ

କଣ୍ଟାମାଳ,୯/୮- ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମନମୁଣ୍ଡା ବଙ୍ଗଳାଠାରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଜୁ ଛାତ୍ର ଜନତା ଦଳ କଣ୍ଟାମାଳର ସଭାପତି ଉଦିତ କୁମାର ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବିଜୁ ଛାତ୍ର ଜନତାଦଳ ବୌଦ୍ଧର
Read More...

ଆଦିବାସୀ ଦିବସରେ ଗୋଣ୍ଡ ସମାଜ ପକ୍ଷରୁ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର ୯/୮- ଆଜି ହେଉଛି ଆଦିବାସୀ ଦିବସ । ଆଜିର ଦିନରେ ଆଦିବାସୀଙ୍କ ବିଭିନ୍ନ ଦାବି ନେଇ ଅଖିଳ ଭାରତୀୟ ଗୋଣ୍ଡ ସମାଜ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଶୋଭାଯାତ୍ରା ସହ ବିଭିନ୍ନ ଦାବି ସମୂହ ଉପସ୍ଥାପନ କରାଯାଇଛି । ଜିଲ୍ଲା ସଭାପତି ବିରାଜ ଭୁଏଙ୍କ ନେତୃତ୍ୱରେ ଆଜି ଶହେରୁ ଉର୍ଦ୍ଧ୍ୱ
Read More...

ରାଜ୍ୟ ସରକାରଙ୍କ ପୂଜା ଗାଇଡଲାଇନ : ପୂଜାକୁ ଅନୁମତି, ଶ୍ରଦ୍ଧାଳୁଙ୍କୁ ମନା

ଭୁବନେଶ୍ୱର : ଏବେବି କରୋନା ସଂକ୍ରମଣ ଚିନ୍ତା ଟଳିନାହିଁ । ଆଗକୁ ପାର୍ବଣ ଋତୁ ଆସୁଛି । ସାଧାରଣତଃ ପୂଜା ପାର୍ବଣ ବେଳେ ଜନସମାଗମ ଅଧିକ ହେଉଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଏହାକୁ ଆଖିଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ୱତନ୍ତ୍ର
Read More...

ବ୍ରହ୍ମପୁର ନଗର କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳିତ

ଗଞ୍ଜାମ,୯/୮ : ବ୍ରହ୍ମପୁର ଅଖିଳ ଭାରତୀୟ କଂଗ୍ରେସ କମିଟି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଯୁଗ୍ମ ନିଷ୍ପତ୍ତି ତଥା ଗଂଜାମ ଜିଲ୍ଲା କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ନଗର କଂଗ୍ରେସ ପକ୍ଷରୁ "ଅଗଷ୍ଟ କ୍ରାନ୍ତି ଦିବସ’ ପାଳନ କରାଯାଇଛି । ପ୍ରଥମେ କଂଗ୍ରେସ କର୍ମୀ ଓ ନେତାମାନେ
Read More...

ବୌଦ୍ଧଜିଲ୍ଲା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ମିଳିତ ସଂଘ ତରଫରୁ ସ୍ମାରକପତ୍ର ପ୍ରଦାନ

ବୌଦ୍ଧ, ୯/୮- ଆଜି ବୌଦ୍ଧଜିଲ୍ଲା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚ ଶାଖା ତରଫରୁ ୫ ଦଫା ଦାବିନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଦାବିଗୁଡିକ ମଧ୍ୟରେ ପ୍ରତ୍ୟେକ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜକୁ ଗତ ଜାନୁଆରୀ
Read More...

ବୌଦ୍ଧଜିଲ୍ଲା ଟେଣ୍ଟ, ଲାଇଟ ସାଉଣ୍ଡ ଓ ଫ୍ଲାୱାର ମାଲିକ ସଂଘ ତରଫରୁ ଦାବିପତ୍ର

ବୌଦ୍ଧ, ୯/୮- କୋଭିଡ-୧୯ ଯୋଗୁଁ ରାଜ୍ୟ ସରକାର ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମରେ ୨୫ଜଣ ବ୍ୟକ୍ତି ହିଁ ଯୋଗଦେଇପାରିବେ ବୋଲି ଗାଇଡଲାଇନ ଦେଇଥିଲେ । ଏବେ ସଂକ୍ରମଣ କମୁଥିବାର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ କ୍ଷେତ୍ରରେ ନିୟମକୁ କୋହଳ କରୁଥିବାବେଳେ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ଗୁରୁତର ଆହତ

ଦଶପଲ୍ଲା,୯/୮- ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ୫୭ ନମ୍ୱର୍‌ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ରଙ୍ଗମାଟିଆ ଠାରେ ୨ ଟି କାର୍‌ ମୁହାଁମୁହିଁ ଧକ୍କାହେବା ଫଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ୪ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଦଶପଲ୍ଲା
Read More...