ମନମୁଣ୍ଡା ପୋଲିସ ଦ୍ୱାରା ୬ କୁଇଣ୍ଟାଲ ୯୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ବୌଦ୍ଧ,୮/୮- ବୌଦ୍ଧଜିଲ୍ଲା ମନମୁଣ୍ଡା ପୋଲିସ କୌଣସି ସୂତ୍ରରୁ ଖବରପାଇ ଗତକାଲି ଦିନ ପ୍ରାୟ ୧୧ଟା ୩୫ ମିନିଟ ସମୟରେ ଚଢଉକରି ଶଗଡା ଫାଣ୍ଡି ଅନ୍ତର୍ଗତ ମାଳତୀ ଗୋଚ୍ଛାପଡା ଗ୍ରାମ ସଂଲଗ୍ନ କେରାଣ୍ଡି ନାଳ ନିକଟରୁ ଚାଲାଣ ହେବାକୁ ଥିବା ୬ କୁଇଣ୍ଟାଲ ୯୦ କେଜି ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇ!-->…
Read More...
Read More...