କଣ୍ଟାମାଳ ଓ ଘଣ୍ଟାପଡାରେ ବିଜେଡିର ଜୋନସ୍ତରୀୟ କର୍ମି ସମ୍ମିଳନୀ

କଣ୍ଟାମାଳ,୭/୮ - କଣ୍ଟାମାଳ ବିାନସଭା ନିର୍ବାଚନ ମଣ୍ଡଳୀର ୧ନମ୍ବର ଜୋନ ଘଣ୍ଟାପଡା ର ମାଣ୍ଡିଆଯୋର ଡାକବଙ୍ଗଳା ଓ ୨ନମ୍ବର ଜୋନ୍‌ କଣ୍ଟାମାଳର କଲ୍ୟାଣ ମଣ୍ଡପ ଠାରେ ଆଜି ବିଜୁ ଜନତା ଦଳର ଜୋନସ୍ତରୀୟ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ
Read More...

ନିରଜ ଚୋପ୍ରାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା

ପୁରୀ,୭/୮- ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଜାଭଲିନ ଥ୍ରୋ ଖେଳାଳି ନିରଜ ଚୋପ୍ରାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ବାଲୁକା କଳା ମାଧ୍ୟମରେ ଖେଳାଳି ନିରଜ ଚୋପ୍ରା ଅଲଂପିକରେ ଗୋଲ୍‌ଡ ମେଡାଲ ଜିତି ଇତିହାସ ରଚିଥିବାରୁ ତାଙ୍କର ବାଲୁକା କଳା
Read More...

ରାୟଗଡ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ

ରାୟଗଡ/୭/୮: ରାୟଗଡ ଜିଲ୍ଳା ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ତରଫରୁ ପଦ୍ମବିଭୂଷଣ ତଥା ପୂର୍ବତନ କେନ୍ଦ୍ର ବୈଦଶିକ ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ମହିଳା ମୋର୍ଚ୍ଚାର
Read More...

ନୂତନ ଜ଼ିଲ୍ଲାପାଳଙ୍କୁ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ କିଛି ଗଠନ ମୂଳକ ପ୍ରସ୍ତାବ ଉପରେ ଆଲୋଚନା ଓ ଉପସ୍ଥାପନା

ସୁବର୍ଣ୍ଣପୁର, ୭/୮- ଗତକାଲି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଆଇଏଏସ୍‌ଙ୍କୁ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର-ମନମୁଣ୍ଡାର ଏକ ଉଚସ୍ତରୀୟ ପ୍ରତିନିଧି ଦଳ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ଗତମାସରେ ଖବର ମାଧ୍ୟମରେ ସଂଗଠନ ପକ୍ଷରୁ ପ୍ରଶାସନ ର ସ୍ୱତନ୍ତ୍ର ଦୃଷ୍ଟି
Read More...

ମୋ ସ୍କୁଲ ଅଭିଯାନ ଉପ-ନିର୍ଦ୍ଦେଶିକାଙ୍କ ରାୟଗଡ ଜିଲ୍ଳା ଗସ୍ତ: ସ୍ମାର୍ଟକ୍ଳାସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସହ…

ରାୟଗଡ/୭/୮: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ମୋ ସ୍କୁଲ ଅଭିଯାନର ଉପନିର୍ଦ୍ଦେଶିକା ସଶ୍ମିତା ମାଳି ଦିନିକିଆ ରାୟଗଡ ଶିକ୍ଷା ଜିଲ୍ଲାକୁ ଗସ୍ତରେ ଆସି ୫ଟି ନୀତି ଅନୁଯାୟୀ ଜିଲ୍ଳାର ୭ଟି ଆକାଂକ୍ଷୀ ଉଚ ବିଦ୍ୟାଳୟରେ ସ୍ମାର୍ଟକ୍ଳାସ, ଇ-ପାଠାଗାର, ବିଜ୍ଞାନ
Read More...

ପୋଲିସ୍‌ ଡିଜିପିଙ୍କ ସାମ୍ବାଦିକ ସମ୍ମିଳନୀକୁ ବର୍ଜନ

ବଲାଙ୍ଗୀର,୭/୮- ଆଜି ପୋଲିସ୍‌ ଡିଜି ଅଭୟଙ୍କ ବଲାଙ୍ଗୀର ଗସ୍ତ ଅବସରରେ ସାମ୍ବାଦିକ ସମ୍ମିଳନୀକୁ ଗଣମାଧ୍ୟମ ପ୍ରତିନିଧି ବର୍ଜନ କରିଥିଲେ । ଆଇନ୍‌ ଶୃଙ୍ଖଳା ଓ ମାଓ ଦମନ ସମୀକ୍ଷା ପାଇଁ ଡିଜି ବଲାଙ୍ଗୀର ଗସ୍ତରେ ଆସି ସ୍ଥାନୀୟ ମନୋହରପୁର ରିଜର୍ଭ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବଲାଙ୍ଗୀର
Read More...

ପୁଇଁତଲା ବ୍ଳକ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗୀର,୭/୮- ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ପୁଇଁତଳା ବ୍ଳକ କିରାଣୀଙ୍କ କାର୍ଯ୍ୟାଳୟ ଓ ଘରେ ଭିଜିଲାନ୍ସ ଚଢାଉ କରିଛି । ରବିନ୍ଦ୍ର କୁମାର ମହାନ୍ତିଙ୍କ ସ୍ଥାନୀୟ ସାଗରପଡା ବାସଭବନ ସହ ୫ଟି ସ୍ଥାନରେ ବଲାଙ୍ଗୀର ଓ ସମ୍ବଲପୁର ଭିଜିଲାନ୍ସ ଟିମ୍‌ ଏକକାଳୀନ ଚଢାଉ କରିଛି ।
Read More...

ଲୋକକଳା ଗ୍ରାମରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ

ବୌଦ୍ଧ/ଜହ୍ନାପଙ୍କ,୭/୮- ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଲୋକକଳା ଗ୍ରାମ ନାରାୟଣ ନଗର ଯୁଗ୍ମ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚନ୍ଦ୍ର ମନ୍ଦିର ପରିସରରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ, ଭଳଭଦ୍ର ଓ ମାତା ସୁଭଦ୍ରାଙ୍କ
Read More...

ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ

ଭୁବନେଶ୍ୱର: ତମାମ ବାଦ-ବିବାଦ , ମତାନ୍ତର-ମନାନ୍ତର ଓ କୋର୍ଟ କଚେରୀ ସତ୍ତ୍ୱେ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଉଇସ କରିଛନ୍ତି ସ୍ୱାମୀ ଅନୁଭବ ମହାନ୍ତି । ଆଜି ବର୍ଷାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ। ଏନେଇ ସୋଶାଲ ମିଡିଆରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ
Read More...

ନୀରଜ ଜିତିଲେ ସ୍ୱର୍ଣ୍ଣ

ଟୋକିଓ: ଭାରତ ସ୍ୱାଧୀନ ହେବା ଦିନଠାରୁ ଅଲିମ୍ପିକ୍ସରେ ଯାହା କରିପାରି ନଥିଲା,ସେକଥା ଆଜି ଆଥଲେଟ ନୀରଜ ଚୋପ୍ରା କରି ଦେଖାଇଛନ୍ତି। ଜାଭେଲିନ ଥ୍ରୋ ଇଭେଣ୍ଟରେ ଭାରତର ନୀରଜ ଚୋପ୍ରା ଆଜି ପଦକ ଜିତିଛନ୍ତି। ସେ କେବଳ ପଦକ ଜିତି ନାହାନ୍ତି ବରଂ ଦେଶ ପାଇଁ ଏକାଥରକେ ସ୍ୱର୍ଣ୍ଣ ଜିତି ଇତିହାସ
Read More...