ଅଘୋଷିତ ବିଦ୍ୟୁତ କାଟ ଓ ବିଭିନ୍ନ ସମସ୍ୟା ନେଇ ସ୍ୱର ଉତ୍ତୋଳନ
ସମ୍ବଲପୁର: ଗତ ଦୁଇମାସ ହେଲା ଲକଡାଉନ ଘୋଷଣା ସହିତ ଅଘୋଷିତ ବିଦ୍ୟୁତ କାଟ, ବିଦ୍ୟୁତ ବିତରଣରେ ଅବ୍ୟବସ୍ଥା ଓ ଲୋ ଭୋଲଟେଜ ସମସ୍ୟା ପାଇଁ ଜନସାଧାରଣ ଅତିଷ୍ଠ ହୋଇପଡିଲେଣି । ଏନେଇ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ୱେସ୍କୋ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସାକ୍ଷାତକରି ସ୍ୱର ଉଠାଇବା ସହିତ ଏକ!-->…
Read More...
Read More...