ବାତ୍ୟା ପାଇଁ ଓଡ୍ରାଫ୍ ଟିମ୍ ସଜାଗ

ଭଦ୍ରକ: ବାତ୍ୟା ‘ଅମ୍ଫାନ’କୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ସମଗ୍ର ଜିଲ୍ଳା ହାଇ ଆଲର୍ଟ ଜୋନରେ ଥିବା ବେଳେ ମୁଖ୍ୟତଃ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ଏହାର ପ୍ରଭାବରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେଥିଲାଗି ଏହି ଦୁଇ ବ୍ଲକର ୯୧ଟି
Read More...

କରୋନା ଯୋଦ୍ଧା ସସ୍ମିତା ମଗର

ବୌଦ୍ଧ:କରୋନା ବିରୁଦ୍ଧରେ ସାରା ଦେଶ ଲଢୁଛି । ଯିଏ ଯେଉଁ ପଦବୀରେ ଥାଉନା କାହିଁକି କେମିତି ଶୀଘ୍ର କରୋନା ହଟିବ ସେଥିପାଇଁ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି । ଯେଉଁମାନେ ପ୍ରତ୍ୟକ୍ଷ ଭାବରେ କରୋନା ବିରୋଧୀ ସଂଗ୍ରାମରେ ନିୟୋଜିତ ଅଛନ୍ତି ସରକାର ସେମାନଙ୍କୁ କରୋନା ଯୋଦ୍ଧା ଭାବରେ ନାମିତ
Read More...

ଲୋକଙ୍କ କାମରେ ଆସୁଛି କି କରୋନା କଣ୍ଟ୍ରୋଲ ରୁମ୍ !

ବୌଦ୍ଧ:କରୋନା ସଂପର୍କୀତ ସୂଚନା ଆଦାନ ପ୍ରଦାନ ପାଇଁ ବୌଦ୍ଧଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିବାରାତ୍ର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଦୈନିକ ୮ଘଣ୍ଟିଆ ସିଫଟରେ ଏ କଣ୍ଟ୍ରୋଲ ରୁମ ପରିଚାଳିତ ହେଉଅଛି । ୨ଜଣ କର୍ମଚାରୀଙ୍କ ସହିତ ଜଣେ ଅଫିସର ପ୍ରତ୍ୟେକ ସିଫ୍‌ଟରେ କାମ
Read More...

ସମ୍ବଲପୁରରୁ କାନପୁର ଯିବ ଶ୍ରମିକ ସ୍ପେଶାଲ ଟ୍ରେନ : ବିଭିନ୍ନ ସ୍ଥାନରେ ୧୫୦୦ ପ୍ରବାସୀ ଶ୍ରମିକ ଚିହ୍ନଟ ଓ ତାଲିକା…

ସମ୍ବଲପୁର :ପ୍ରଥମ ଥର ପାଇଁ ସମ୍ବଲପୁରରୁ କାନପୁର ଅଭିମୁଖେ ପନ୍ଦର ଶହ ପ୍ରବାସୀ ଶ୍ରମିକଙ୍କ ପାଇଁ ଏକ ଶ୍ରମିକ ସ୍ପେଶାଲ ଟ୍ରେନ ଘୋଷଣା କରାଯାଇଛି । ଏହି ଟ୍ରେନ ଆଗାମୀ କାଲି ବୁଧବାର ୨୦ତାରିଖ ଅପରାହ୍ନ ୪ଟା ସମୟରେ ଏହି ଟ୍ରେନ ସମ୍ବଲପୁର ଷ୍ଟେସନରୁ ଛାଡିବ ଓ ଏଥିପାଇଁ ବିଭିନ୍ନ ସ୍ଥାନରୁ
Read More...

ଲଘୁ ବନଜାତ ଦ୍ରବ୍ୟ ବିକ୍ରି ପାଇଁ ସଚେତନତା ରଥ

ସମ୍ବଲପୁର :ଲଘୁବନଜାତ ଦ୍ରବ୍ୟସ°ଗ୍ରହ ଓ ବିକ୍ରି ଯୋଗେ ଜୀବିକା ନିର୍ବାହ କରୁଥିବା ବନବାସୀ ଓ ଆଦିବାସୀ ଙ୍କୁ ଏବିଷୟରେ ସଚେତନ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥ ବାହାର କରାଯାଇଛି । ସମ୍ବଲପୁର ଜିଲ୍ଲା ବନାଧିକାରୀ ସଞ୍ଜୀତ କୁମାର ଗତକାଲି ସ୍ଥାନୀୟ ଜିଲ୍ଲାପାଳ ଙ୍କ
Read More...

ବୌଦ୍ଧ ଜିଲ୍ଲାରେ ଆହୁରି ୧୬୫ ନମୂନା ରିପୋର୍ଟକୁ ଅପେକ୍ଷା

ବୌଦ୍ଧ : ଗତକାଲି ଜିଲ୍ଲା ପ୍ରଶାସନ ବୌଦ୍ଧ ଜିଲ୍ଲାର କରୋନା ସଂପର୍କିତ ଅପଡେଟ୍ ପ୍ରେସ ବିବୃତି ମାଧ୍ୟମରେ ପ୍ରକାଶ କରିଛି । ଗତ ତା.୩.୫.୨୦ ରିଖଠାରୁ ୧୮.୫.୨୦୨୦ରିଖ ମଧ୍ୟାହ୍ନ ୧୨.୩୦ ମି.ସୁଦ୍ଧା ବିଭିନ୍ନ ରାଜ୍ୟରୁ ଜିଲ୍ଲାକୁ ୮୧୭ ଜଣ ପ୍ରବାସୀ ଶ୍ରମିକ ଫେରିଥିବା ସୂଚନା ଦେଇଛି ।
Read More...

ପୁଣି ଘୁଞ୍ଚିଲା ମାଟ୍ରିକ ମୂଲ୍ୟାୟନ

ସୁପର୍ ସାଇକ୍ଲୋନ ପାଇଁ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ମୂଲ୍ୟାୟନ କୁ ସ୍ଥଗିତ ରଖାଯାଇଛି। ଗତକାଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ସମ୍ଭାବ୍ୟ ବାତ୍ୟା ପାଇଁ ୨୦ ପରିବର୍ତ୍ତେ ୨୧ ତାରିଖରୁ ମାଟ୍ରିକ
Read More...

ହଜାରେ ନିକଟତର ହେଲା ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କଟକ ଜିଲ୍ଲାର ୭୫ବର୍ଷ ବୟସର ଜଣେ ବୃଦ୍ଧ ବୋଲି ଜଣାପଡିଛି । ସେ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ରାଜ୍ୟରେ ମୃତକଙ୍କ ସଂଖ୍ୟା 5କୁ
Read More...

ଦୟନୀୟ ହେଉଛି ପ୍ରବାସୀଙ୍କ ସ୍ଥିତି ଭୋକ ଉପାସରେ ପଡିରହିଛନ୍ତି ଇରୋଡ ଷ୍ଟେସନ ବାହାରେ

ବୌଦ୍ଧ,:ପ୍ରବାସୀ ଶ୍ରମିକ ମାନଙ୍କୁ ଓଡିଶାକୁ ଫେରାଇ ଆଣିବାପାଇଁ ରାଜ୍ୟସରକାର ଘୋଷଣା କରିବାପରେ ବାହାରେ ରହୁଥିବା ଓଡିଆ ଶ୍ରମିକଙ୍କ ମନରେ ଘରକୁ ଫେରିବାର ଆଶା ସଂଚାର ହୋଇଥିଲା । ହେଲେ ଏବେ ତାହା ଧୂଆଁବାଣରେ ପରିଣତ ହୋଇଛି । ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଦୟନୀୟ ହେବାରେ ଲାଗିଛି ।
Read More...

ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ଅମ୍ଫନ

ଭୁବନେଶ୍ୱର : ମହାବାତ୍ୟ ରୂପ ନେଇଥିବା ଅମ୍ଫନ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୋମବାର ଏହି ସୂଚନା ଦେଇଛନ୍ତି । ମହାବାତ୍ୟା ୨୦ ତାରିଖ ଅପରାହ୍ନ କିମ୍ବା ସଂଧ୍ୟାରେ ଲ୍ୟାଣ୍ଡଫଲ କରିବ । ଏହାର ପ୍ରଭାବରେ ବାଲେଶ୍ୱର ଜିଲ୍ଲା ଓ ପଶ୍ଚିମବଙ୍ଗର ୨୪
Read More...