ସଖୀ ୱାନଷ୍ଟପ ସେଣ୍ଟର ତରଫରୁ କରୋନା ସଚେତନତା

ମାରାତ୍ମକ ରୋଗ କରୋନା କୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିଲା।ବେଳେ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି। ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଭୁତାଣୁର ସଂକ୍ରମଣକୁ ଗୁରୁତ୍ୱର ସହ ଗ୍ରହଣ କରୁଥିବା ବେଳେ ଏଥିରେ…
Read More...

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧,୦୧,୧୩୯ ଛୁଇଁଲା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହାର ତୁଳନାରେ ମୃତ୍ୟୁ ହାର କମୁଛି । ଗତ ୨୪ ଘଣ୍ଟାରେ ୩,୧୬୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧ ହଜାର ୧୩୯ରେ ପହଞ୍ଚିଛି । ତେବେ ଆଗରୁ ଯେଭଳି ଦ୍ରୁତ ଗତିରେ ମୃତ୍ୟୁହାର ବଢ଼ୁଥିଲା, ଏବେ ତାହା ଦେଖିବାକୁ…
Read More...

ସମ୍ବଲପୁରରେ ଆଜି ଆଉ ୨ଟି ପଜିଟିଭ ଚିହ୍ନଟ,ଆସିଲା ଆକ୍ରାନ୍ତଙ୍କ ତଥ୍ୟ

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଆଜି ୨ଟି କରୋନା ପଜିଟିଭ ମାମଲା ସାମନାକୁ ଆସିଛି ଓ ଏହାସହିତ ଜିଲ୍ଲାରେ ମୋଟ ୩ଟି ମାମଲା ହୋଇଛି । ଗତ ରବିବାର ଦିନ ଜିଲ୍ଲାର ରେଢାଖୋଲ ଉପସମ୍ଭାଗ ଅନ୍ତର୍ଗତ ଲୁହାପଙ୍କ ପଞ୍ଚାୟତରେ ଜଣେ ୧୮ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ କରାଯାଇଛି…
Read More...

ଭୁବନେଶ୍ୱରରେ ପୁଲିସ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର: ଭୁବନେଶ୍ୱରରେ ଜଣେ ପୁଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ କମିଶନରେଟ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସଂପୃକ୍ତ ପୁଲିସ କର୍ମଚାରୀ ଜଣକ ପ୍ରବାସୀ ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା କୁହାଯାଇଛି । ୩୬ ବର୍ଷିୟ ଏହି ପୁଲିସ କର୍ମଚାରୀ…
Read More...

ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ “ଅମ୍ଫନ’

ଭୁବନେଶ୍ୱର: କେନ୍ଦ୍ର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ମହାବାତ୍ୟା ଅମ୍ଫନ ଆସନ୍ତାକାଲି ଅପରାହ୍ନରେ ସ୍ଥଳଭାଗ ଛୁଇଁବ । ଭାରତୀୟ ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁଯାୟୀ ଏହା ବାଂଲାଦେଶ, ହାତୀଆ ଓ ପଶ୍ଚିମବଙ୍ଗର ଦୀଘା ମଧ୍ୟବର୍ତ୍ତୀ ସୁନ୍ଦରବନ ଅଂଚଳରେ ଲ୍ୟାଣ୍ଡଫଲ କରିବ । ବର୍ତ୍ତମାନ…
Read More...

ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଅବ୍ୟବସ୍ଥା ପ୍ରସଂଗ : ହରଭଙ୍ଗା ଅସ୍ଥାୟୀ ଶିବିର ପରିଦର୍ଶନ କଲେ ବିଧାୟକ ଓ ପ୍ରଶାସନିକ…

ହରଭଙ୍ଗା : ହରଭଙ୍ଗା ପଞ୍ଚାୟତ ମହାବିଦ୍ୟାଳୟଠାରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର କରାଯାଇଛି । ଏହି ଶିବିରରେ ୭୨ଜଣ ପ୍ରବାସୀ ଶ୍ରମିକ ରହୁଛନ୍ତି । ଗତ ଶନିବାର ଦିନ ଏହି ଶିବିରରେ ଅବ୍ୟବସ୍ଥାକୁ କେନ୍ଦ୍ର କରି ଫାଟକ ସାମ୍ନାକୁ ଆସି ରାଜରାସ୍ତା ଉପରେ ୨ ଘଣ୍ଟା…
Read More...

ଏକଦା ଲାଞ୍ଚ ନଦେବାରୁ ମନୋନୀତ ହୋଇନଥିଲି

ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ବିରାଟ କୋହଲି ବିଗତ ଦିନର ଏକ ତିକ୍ତ ଅନୁଭୂତି ଏବେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଦଳରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । କିନ୍ତୁ ଏଥିପାଇଁ ଲାଞ୍ଚ ଦାବି କରାଯାଇଥିଲା । କିନ୍ତୁ ମୋ ବାପା ଲାଞ୍ଚ ଦେବାକୁ ମନା କରିଦେବାରୁ ମୁଁ…
Read More...

ଝାଳକୁ ହଁ ଛେପକୁ ନା

ନୂଆଦିଲ୍ଲୀ : କ୍ରିକେଟ୍ ମ୍ୟାଚ୍ ବେଳେ ବଲ୍‌ରେ ବ୍ୟବହାର କରାଯାଉଥିବା ଛେପ ଓ ଝାଳ ଉପରେ ଆଇସିସି କ୍ରିକେଟ୍ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି । କମିଟି ବଲରେ ଛେପର ବ୍ୟବହାରକୁ ନିଷିଦ୍ଧ କରିଥିବା ବେଳେ ଝାଳକୁ ଅନୁମତି ପ୍ରଦାନ କରିଛି । ଅନୀଲ୍ କୁମ୍ବଲେଙ୍କ ନେତୃତ୍ୱାଧିନ ଏହି କମିଟି…
Read More...

ବାପା ହେବାକୁ ଯାଉଛନ୍ତି ସିକ୍ସର କିଙ୍ଗ୍‌

ନୂଆଦିଲ୍ଲୀ : ଦୁଇଥରର ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ରହିଥିବା ଭାରତର ପୂର୍ବତନ ଷ୍ଟାର ଅଲ୍‌ରାଉଣ୍ଡର ଦେଶବାସୀଙ୍କୁ ବଡ଼ ଖୁସି ଖବର ଭେଟି ଦେବାକୁ ଯାଉଛନ୍ତି । ସିକ୍ସର କିଙ୍ଗ୍ ଭାବେ ପରିଚିତ ଯୁବରାଜ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି । ଏକଥା ଯୁବରାଜ ନିଜେ ଖୁଲାସା କରି କହିଛନ୍ତି ।…
Read More...

ଆସୁଥିବା ବାତ୍ୟା ଅମ୍ପ।ନ ଯୋଗୁଁ ବିପଦ ସଙ୍କୁଳ ଜାଗାରେ ଥିବା ଲୋକଙ୍କୁ ସ୍ଥାନାନ୍ତରିତ

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ହେବାକୁ ଥିବାସମ୍ଭ।ଵ୍ୟ ସାମୁଦ୍ରିକ ଝଡ଼ ବାତ୍ୟା ଓ ପ୍ରବଳ ବର୍ଷା କୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବିପଦ ସଙ୍କୁଳ ଜାଗାରେ ରହୁଥିବା ଜନସାଧାରଣଙ୍କୁ ସ୍ଥାନା ନ୍ତରିତ…
Read More...