୨୦ଲକ୍ଷକୋଟି ପ୍ୟାକେଜର ବିସ୍ତୃତ ସୂଚନା ଦେଲେ ସୀତାରମଣ : କ୍ଷୁଦ୍ରଶିଳ୍ପକୁ ୩ଲକ୍ଷ କୋଟିର ଋଣ

ନୂଆଦିଲ୍ଲୀ: ଗତକାଲି ଦେଶବାସୀଙ୍କୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ଲକ୍ଷ କୋଟି ଟଙ୍କାର ଯେଉଁ ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ତା'ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ । ଆଜି ଆୟୋଜିତ ଏକ ବିଶେଷ ସାମ୍ବାଦିକ
Read More...

୧୯ରୁ ଘରୋଇ ବିମାନସେବା

ନୂଆଦିଲ୍ଲୀ : ଏବେ ଦେଶ ଭିତରେ ଟ୍ରେନ୍ ସେବା ଆରମ୍ଭ ହୋଇଯାଇଛି । ଆଗକୁ ଆଭ୍ୟନ୍ତରୀଣ ବିମାନ ସେବା ମଧ୍ୟ ଆରମ୍ଭ ହେବ । ଏ ନେଇ କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୯ ତାରିଖରୁ ଏହି ସେବା ବିଧିବଦ୍ଧ ଭାବେ ଆରମ୍ଭ ହେବ । ପ୍ରଥମେ ଏୟାର
Read More...

ବିଶ୍ୱ କରୋନା ତାଲିକାରେ ଚୀନ୍ ତଳକୁ ଭାରତ

ନୂଆଦିଲ୍ଲୀ : ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ପୂର୍ବଭଳି କ୍ଷୀପ୍ର ବେଗରେ ମାଡ଼ିଚାଲିଛି । ପ୍ରତିଦିନ ହଜାର ହଜାର ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ସମଗ୍ର ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪୨ ଲକ୍ଷ ୬୧ ହଜାର ୯୫୫ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ଆଡକୁ ମୁହାଁଉଛି । ଆମେରିକାରେ
Read More...

ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠି କରୋନା ପାଇଁ କଳାହାଣ୍ଡି ରେଡ଼କ୍ରସ କୁ ୧୦,୦୦୦ ଟଙ୍କା ଦାନ କଲେ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଛେଳିଆମାଲ ଗ୍ରାମର ମା ତାରିଣୀ ମହିଳା ମଣ୍ଡଳ କରୋନା ଭାଇରସ ତାଲା ବନ୍ଧ ଯୋଗୁଁ ଗରିବ ଲୋକମାନଙ୍କ ସାହାଯ୍ୟ ପାଇଁ କଳାହାଣ୍ଡି ଜିଲ୍ଲା ରେଡ଼କ୍ରସ ରେ ୧୦,୦୦୦ ଟଙ୍କା କଳାହାଣ୍ଡି ଜିଲ୍ଲା ମଙ୍ଗଳ ପାଇଁ ଲଗାଇବାକୁ ଦାନ କରିଛନ୍ତି । ଏହି
Read More...

ଅନଲାଇନ୍ ପାଠ ସମସ୍ତଙ୍କୁ ପଢାଯାଉ : ହାଇକୋର୍ଟ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ବିଦ୍ୟାଳୟଗୁଡିକ ବନ୍ଦ ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲାଇନ ପାଠ ପଢା ବ୍ୟବସ୍ଥା କରାଯାଇଛି । ତେବେ ଏହି ଅନଲାଇନ ଶିକ୍ଷାଦାନରୁ ସବୁ ଛାତ୍ରଛାତ୍ରୀ ଲାଭ ପାଉନାହାନ୍ତି । ଏଣୁ ହାଇକୋର୍ଟ ଏ କ୍ଷେତ୍ରରେ ହସ୍ତକ୍ଷେପ କରି ଆଜି ଏକ
Read More...

ଚିକାଗୋରୁ ଭୁବନେଶ୍ୱର ଆସିବ ବିମାନ

ଭୁବନେଶ୍ୱର : ଆମେରିକାର ଚିକାଗୋ ସହରରୁ ଭୁବନେଶ୍ୱର ସ୍ଥିତ ଆନ୍ତର୍ଜାତୀୟ ବିମାନବନନ୍ଦରକୁ ବିମାନ ଆସିବ । ବନ୍ଦେ ଭାରତ ମିଶନ-୨ ଅଭିଯାନରେ ଏୟାର ଇଣ୍ଡିଆର ଏହି ବିମାନ ଚିକାଗୋ ସହରରୁ ଆମେରିକାରେ ଫଶି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଆଣି ଆସିବ । ଆସନ୍ତା ୧୬ ତାରିଖରୁ ୨୨ ତାରିଖ ମଧ୍ୟରେ
Read More...

ଆସୁଛି ବାତ୍ୟା : ଓଡିଶାରେ ପ୍ରଭାବ ପଡିବ କି ନାହିଁ ତାହା ସ୍ପଷ୍ଟ ହୋଇନି

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଦାନ ବାନ୍ଧୁଥିବା ବାତ୍ୟା ଓଡିଶା ପ୍ରତି କି ପ୍ରଭାବ ପକାଇବ ତାହା ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ଡିଜି ଶ୍ରୀ ମହାପାତ୍ର କହିଛନ୍ତି ଆଣ୍ଡାମାନ ସାଗର ଅଂଚଳରେ
Read More...

ସୌରଭ ଗାଙ୍ଗୁଲିଙ୍କୁ ହୁସେନ୍‌ଙ୍କ ପ୍ରଶଂସା

ନୂଆଦିଲ୍ଲୀ : ଇଂଲଣ୍ଡର ପୂର୍ବତନ ସ୍କିପର ନାସିର୍ ହୁସେନ୍ ଏକ ସାକ୍ଷାତକାର ଅବସରରେ ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି । ଭାରତକୁ ଏକ ସୁଦୃଢ଼ ଓ ଦକ୍ଷ ଦଳରେ ପରିଣତ କରିବା ପଛରେ ଯେଉଁମାନଙ୍କର ନିଷ୍ଠାପର ଅବଦାନ
Read More...

ଟେଷ୍ଟ କ୍ରିକେଟ୍‌କୁ ନେଇ ଚାପେଲ୍ କହିଲେ ଏପରି କଥା

ଣ୍ଡୀଗଡ଼ : ବିଶ୍ୱ କ୍ରିକେଟ୍ ବିଶେଷତଃ ଟେଷ୍ଟ ଫର୍ମାଟ ଯଦି ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି, ତାହା କେବଳ ଭାରତ ପାଇଁ । କ୍ରିକେଟରେ ଭାରତ ତଥା ବିସିସିଆଇ ଯେଭଳି ଅର୍ଥ ଖର୍ଚ୍ଚ କରୁଛି ଅନ୍ୟ କୌଣସି କ୍ରିକେଟ୍ ଦେଶ ସେହିଭଳି ଭାବରେ ବିନିଯୋଗ କରୁନାହାନ୍ତି । ଭାରତ ପାଖରେ ପ୍ରଚୁର ପଇସା ଅଛି ।
Read More...

୨୦ ଲକ୍ଷ କୋଟି ଟଙ୍କା ଆସିବ କେଉଁଠୁ : ନିରଞ୍ଜନ

ଭୁବନେଶ୍ୱର : ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ପ୍ରେସମିଟ୍ ମାଧ୍ୟମରେ କହିଛନ୍ତି ଯେ ଗତକାଲି ପ୍ରଧାନମନ୍ତ୍ରୀ ମହାଶୟ ଆତ୍ମନିର୍ଭର ଭାରତ ଉପରେ ବହୁ ସମୟ ଧରି ପ୍ରବଚନ ଦେଲେ । ଉକ୍ତ ପ୍ରବଚନ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ ୫ ମିନିଟ୍‌ରେ
Read More...