ବିଜେଡି ଯୁବ ସଭାପତି ଏସ. ଲିଙ୍ଗରାଜଙ୍କ ତରଫରୁ ମାସ୍କ ଓ ରାସନ ସାମଗ୍ରୀ ବଣ୍ଟନ

ଗଜପତି ଜିଲ୍ଲା ବିଜେଡି ଯୁବ ସଭାପତି ଏସ ଲିଙ୍ଗରାଜଙ୍କ ତରଫରୁ ଗୋଶାଣୀ ବ୍ଲକର ଖରସଣ୍ଡ।ପଞ୍ଚାୟତ, ମଧୁସୂଦନପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ରାସନ ସାମଗ୍ରୀ ଓ ମାସ୍କ ବଣ୍ଟନ କରାଯାଇଛି।ସମଗ୍ର ଦେଶରେ କରୋନା ଭାୟରସର ସଂକ୍ରମଣ ପ୍ରତିରୋଧ କରିବା ନିମନ୍ତେ ଲକ ଡାଉ ନ କରାଯାଇଛି। ଦେଢ଼…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କରୋନା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଆଉ ୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ୮ ଜଣ ଥିବା ବେଳେ ବାଲେଶ୍ୱରର ୯ଜଣ, ଭଦ୍ରକର ୪ ଜଣ, ଗଂଜାମ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ…
Read More...

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସରକାରୀ ଅନୁଦାନକୁ ଅପେକ୍ଷା

ସମ୍ବଲପୁର : ସମ୍ବଲପୁରରେ ପ୍ରତିବର୍ଷ ପାରମ୍ପରିକ ରୂପେ ଅନୁଷ୍ଠିତ ମହାଦେବ ଶିବ ଓ ଜଗତଜନନୀ ପାର୍ବତୀଙ୍କ ବିବାହ ଉତ୍ସବକୁ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ରୂପେ ପାଳନ କରାଯାଏ, ଯାହାକି ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ଏକ ମୁଖ୍ୟ ଆକର୍ଷଣ ହୋଇ ରହିଛି ଓ ବିଶ୍ୱର ସବୁଠାରୁ ବଡ଼ କାର୍ନିଭାଲ୍ ରୂପେ…
Read More...

ପିଇଓଙ୍କୁ କୈଫୟତ ତଲବ କଲେ ବିଡିଓ

ବୌଦ୍ଧ: କରୋନା କାର୍ଯ୍ୟରେ ଅବହେଳା, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଅନୁପସ୍ଥିତ ଆଦି ଅଭିଯୋଗ ବୀରନରସିଂହପୁର ସରପଞ୍ଚ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ଆଣିବାପରେ ଆଜି ହରଭଙ୍ଗା ବିଡିଓ ଶରତ ଚନ୍ଦ୍ର ବାଗ ନିର୍ବାହୀ ଅଧିକାରୀ ଶ୍ରୀମତୀ ନମିତା ସାହୁଙ୍କୁ କୈଫୟତ ତଲବ କରିଛନ୍ତି ।…
Read More...

ରେଳଜମି ଅଧିଗ୍ରହଣ କାମରେ ଆସିଥିବା କର୍ମଚାରୀଙ୍କୁ ଗ୍ରାମରୁ ଘଉଡାଇଦେଲେ ଲୋକେ

ବୌଦ୍ଧ:ବୌଦ୍ଧ-ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥ ପାଇଁ ଜମି ଅଧିଗ୍ରହଣ କାମରେ ଗ୍ରାମକୁ ଆସିଥିବା କିଛି କର୍ମଚାରୀଙ୍କୁ କ୍ଷତିଗ୍ରସ୍ତ ପ୍ରଜାମାନେ ଗ୍ରାମରୁ ଘଉଡାଇ ଦେଇଥିବା ଭଳି ଘଟଣା ଘଟିଛି କଣ୍ଟାମାଳ ତହସିଲ ବିଚଣାପାଟି ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଗ୍ରାମପଞ୍ଚାୟତର…
Read More...

ବୌଦ୍ଧର ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ହେଲପଲାଇନ ନମ୍ବର

ବୌଦ୍ଧ :ଅନ୍ୟରାଜ୍ୟରେ ଲକଡାଉନ ସମୟରେ ଅଟକି ରହିଥିବା ଶ୍ରମିକମାନଙ୍କ ପାଇଁ ଜିଲ୍ଲାପ୍ରଶାସନ ଏକ ହେଲପ ଲାଇନ ନମ୍ବର ଜାରିକରିଛି । ଯେଉଁ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବାକୁ ଚାହୁଁଛନ୍ତି ସେମାନେ ବୌଦ୍ଧଜିଲ୍ଲା ପାଇଁ କୋଭିଡ-୧୯ର ନୋଡାଲ ଅଫିସର ତଥା ସହକାରୀ ଜିଲ୍ଲାପାଳ ଅବନୀକାନ୍ତ…
Read More...

ବାହାର ରାଜ୍ୟର ପଦଯାତ୍ରୀ ଶ୍ରମିକଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ : କ୍ୱାରେଣ୍ଟାଇନ କେନ୍ଦ୍ରକୁ ଗଲେ ୧୦ଜଣ ଓ…

ସମ୍ବଲପୁର: ପଡୋଶୀ ଛତିଶଗଡରୁ ଚାଲିଚାଲି ପଶ୍ଚିମବଙ୍ଗ ଯାଉଥିବା ୧୨ଜଣ ଶ୍ରମିକଙ୍କ ମଧ୍ୟରୁ ୧୦ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଅଟକ ରଖାଯାଇଛି ଓ ୨ଜଣ ଫେରାର ହୋଇଯାଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ୭ଦିନ ପୂର୍ବେ ଛତିଶଗଡର ରାଜଧାନୀ ରାୟପୁରରୁ ବାହାରି ଚାଲିଚାଲି ପଶ୍ଚିମବଙ୍ଗର ପୂର୍ବ…
Read More...

ମାଲବାହୀ ଟ୍ରକ ଯୋଗେ ଶ୍ରମିକ ଚାଲାଣ ଅବ୍ୟାହତ

ସମ୍ବଲପୁର: ପୁଲିସ ପକ୍ଷରୁ କଟକଣା ଓ ତଦାରଖ ସତ୍ତ୍ୱେ ଟ୍ରକ ଯୋଗେ ଅନ୍ୟ ରାଜ୍ୟରୁ ଏଠାକୁ ଶ୍ରମିକ ଚାଲାଣ ବନ୍ଦ ହୋଇପାରୁନାହିଁ । ଏଥିପାଇଁ ମାଲବାହୀ ଟ୍ରକ ବ୍ୟବହାର କରାଯାଉଛି କାରଣ ଖାଦ୍ୟ ସଙ୍କଟ ଭୟରେ ଏମାନଙ୍କୁ କଟକଣାର ଉର୍ଦ୍ଧ୍ୱରେ ରଖାଯାଇଛି ଓ ଏପରି କୋହଳର ସୁଯୋଗନେଇ ଟ୍ରକ ଚାଳକମାନେ…
Read More...

ବୀରନରସିଂହପୁର ସରପଞ୍ଚଙ୍କ ଚିିଠି : ଦ୍ୱନ୍ଦ୍ୱରେ ହରଭଙ୍ଗା ବ୍ଲକର ଗ୍ରାମ ରୋଜଗାର ସେବକ

ବୌଦ୍ଧ: ବୀରନରସିଂହପୁର ସାଧୁଚରଣ ଉଚ୍ଚ ବିଦ୍ୟାଳୟରେ କରୋନା ପାଇଁ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପରିଚାଳନାରେ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସ ସହଯୋଗ କରୁନଥିବା ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ହରଭଙ୍ଗା ବିଡିଓ କିଛି…
Read More...

ମାଛମରା ପାଇଁ ପୋଖରୀ ପାଣିକଟାକୁ ନେଇ ଅସନ୍ତୋଷ

ବୌଦ୍ଧ: କଣ୍ଟାମାଳ ବ୍ଲ ଅନ୍ତର୍ଗତ ବିଳାସପୁର ଗ୍ରାମପଞ୍ଚାୟତର ତାଳପଡା ଗ୍ରାମରେ ପୋଖରୀରୁ ପାଣି କାଟିବାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ପ୍ରବଳ ଖରାଯୋଗୁଁ ସମସ୍ତ ଜଳଉତ୍ସଗୁଡିକ ଶୁଖି ଯାଉଥିବାବେଳେ ମାଛ ମାରିବାପାଇଁ ପୋଖରୀର ପାଣି କଟାଯିବାକୁ ଗ୍ରାମବାସୀ ପ୍ରତିବାଦ କରିଛନ୍ତି । …
Read More...