କରୋନା କାଳରେ ଜଳସଙ୍କଟ ଅସୁବିଧା ବଢାଉଛି

ସମ୍ବଲପୁର : କରୋନା ସ°କ୍ରମଣ ପ୍ରତିଷେଧ ପାଇଁ ଲକଡାଉନ ର ତୃତୀୟ ପର୍ଯ୍ୟାୟ କ୍ରମେ ବର୍ତ୍ତମାନ ସମସ୍ତେ ଏକ ପ୍ରକାରେ ମାନସିକ ଚାପରେ ରହିଛନ୍ତି । ଅନେକ ସ୍ଥାନରେ ଖାଦ୍ୟ ସ°କଟ ମଧ୍ୟ ଦେଖାଯିବାରୁ ସେଥି ପାଇଁ ପ୍ରଶାସନ ଓ ସ୍ବେଛାସେବୀ କାନ୍ଧରେ କାନ୍ଧ ମିଶାଇ ଚେଷ୍ଟା କରୁଛନ୍ତି । କିନ୍ତୁ
Read More...

ବିଶ୍ୱ ରେଡ଼କ୍ରସ ଦିବସରେ ରକ୍ତଦାତା ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ମୁଖ୍ୟ ଚିକିତ୍ସା ଳୟ ପରିସର ରେ ଥିବା ରକ୍ତ ଭଣ୍ଡାର ରେ ଗଜପତି ଜିଲ୍ଲାର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବିଶ୍ୱ ରେଡ଼କ୍ରସ ଦିବସରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ
Read More...

ଭଗବାନ ଭରସାରେ ଯାଆଁଳା ଭାଇ ଜଗାବଳିଆ

ବୌଦ୍ଧ : ବାପା ମା ନାଁ ଦେଇଥିଲେ ଜଗାବଳିଆ । ଯାଆଁଳା ପୁଅ ଦୁଇଟିକୁ କୋଳରେ ପାଇ ଦେଖିଥିଲେ ଅନେକ ସ୍ୱପ୍ନ । ଖୁସିରେ ହୋଇଥିଲେ ଆତ୍ମହରା । ଆସ୍ତେଆସ୍ତେ ବୟସ ବଢିବା ପରେ ବିଦ୍ୟାଳୟରେ ଖଡି ଛୁଆଁଇ ପାଠପଢା ଆରମ୍ଭ କରାଇଥିଲେ । ସବୁ ଠିକଠାକ୍ ଚାଲିଥିଲା । ପଞ୍ଚମଶ୍ରେଣୀ ଯାଏଁ ପାଠ ପଢି
Read More...

ଠେଲାବାଲା ଓ ଚା ଦୋକାନୀଙ୍କୁ ଲକ୍‌ଡାଉନର ଛାଟ

ବୌଦ୍ଧ: ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନକୁ ଆଉ ୮ଦିନ ଥିବାବେଳେ କେବେ କଟକଣା ସରିବ ସେଥିପାଇଁ ଦିନ ଗଣୁଛନ୍ତି ଠେଲାବାଲା ଓ ଚା ଦୋକାନୀ । ଅତି କମ୍ ପଇସା ବିନିଯୋଗ କରି ଠେଲାରେ ରାସ୍ତାପାଶ୍ୱର୍ରେ ଦୋକାନ ଖୋଲି ପରିବାର ପ୍ରତିପୋଷଣ କରିଥାନ୍ତି ଗରିବ ଲୋକମାନେ । ସେହିପରି ଚା, ପାନ ଦୋକାନଟିଏ
Read More...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ବିଶ୍ୱ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ, ଲକଡାଉନରେ ମାଛଚାଷ କରି ଜୀବିକା ନିର୍ବାହ…

ଦେବଗଡ: ଲକଡାଉନ ସମୟରେ ଜୀବନ ଓ ଜୀବିକାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି ରିଆମାଲ ବ୍ଲକ ଆଡସ ଗ୍ରାମପଂଚାୟତ ସିଆରିଆ ଗ୍ରାମର ବିଶ୍ୱ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ । କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ଲାଗୁ କରାଯାଇଥିବା ଲକଡାଉନର ସମସ୍ତ ନିୟମକୁ ଶୃଙ୍ଖଳାର ସହିତ ପାଳନ କରି
Read More...

ଦେଶରେ ଦ୍ରୁତଗତିରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ଘଣ୍ଟାରେ ୩୩୨୦ ନୂଆ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କୋରନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢିବଢି ଚାଲିଛି । କରୋନା ପଜିଟିଭଙ୍କ ସଂଖ୍ୟା ୫୯ହଜାର ଅତିକ୍ରମ କରିସାରିଥିବା ବେଳେ ୧୯୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୨୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ରାଜ୍ୟରେ ପୁଣି ୧୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ହୁତୁହୁତୁ ହୋଇ ବଢିଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ପୁଣି ରାଜ୍ୟରେ ୧୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗଞ୍ଜାମରୁ ୧୨ଜଣ, ମୟୁରଭଞ୍ଜରୁ ୩, ସୁନ୍ଦରଗଡରୁ ଜଣେ ଓ ଭଦ୍ରକ ଜିଲ୍ଲାରୁ ଜଣେ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

କରୋନା ଯୋଦ୍ଧାଙ୍କୁ ସମ୍ମାନ

କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ କାରଣରୁ ଗରିବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ଗରିବ କଲ୍ୟାଣ ଯୋଜନାମାନ ପ୍ରସ୍ତୁତ କରିଛନ୍ତି। ତଥାପି ଅନେକ ଲୋକ ବିଭିନ୍ନ କାରଣରୁ ଏଥିରୁ ବଞ୍ଚିତ ହେଉଛନ୍ତି।
Read More...

ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ

ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ ଘଟିଛି । ଶ୍ରୀ ମାଝି ଗୁମ୍ମା ବ୍ଲକ ରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିଲେ । ସେ କାର୍ଯ୍ୟରତ ଥିବା ସମୟରେ ଅସୁସ୍ଥ ଅନୁଭବ କରିବା ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା ପରେ ବ୍ରହ୍ମ ପୁର ଏମ୍
Read More...