ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ

0 286

ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ ଘଟିଛି । ଶ୍ରୀ ମାଝି ଗୁମ୍ମା ବ୍ଲକ ରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିଲେ । ସେ କାର୍ଯ୍ୟରତ ଥିବା ସମୟରେ ଅସୁସ୍ଥ ଅନୁଭବ କରିବା ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା ପରେ ବ୍ରହ୍ମ ପୁର ଏମ୍ କେ ସି ଜି ହସ୍ପିଟାଲକୁ ନିଆଯିବା ପରେ ସେଠାରେ ତାଙ୍କର ବିୟୋଗ ହୋଇଥିଲା। ଲକ ଡ଼ାଉନ ସମୟରେ ଗୋଟିଏ କରୋନା ଯୋଦ୍ଧାକୁ ଜିଲ୍ଲା ପ୍ରଶାସନ ହରାଇଛି ବୋଲି ଗଜପତି ଜିଲ୍ଲା ପାଳ ଅନୁପମ ସାହା ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଅକାଳ ବିୟୋଗରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

hiranchal ad1
Leave A Reply

Your email address will not be published.

sixteen − six =