୧୦୦୦ ପଏଣ୍ଟ୍‌ କ୍ରାସ୍‌ କଲା ସେନ୍‌ସେକ୍ସ୍‌

0 77

ମୁମ୍ବାଇ: ବିଶ୍ବ ବଜାରରେ ମୁଖ୍ୟତଃ ‘ଆଇଟି’ ଏବଂ ଆର୍ଥିକ ଷ୍ଟକ୍‌ର ଦୁର୍ବଳ କାରବାର ଚାଲିଥିବା କାରଣରୁ ଆଜି ସେୟାର୍‌ ମାର୍କେଟ୍‌ରେ କାରବାର ଆରମ୍ଭ ହେବା ପରେ ପରେ ସେନ୍‌ସେକ୍ସ୍‌ ପ୍ରାୟ ୧୦୦୦ କ୍ରାସ୍‌ କରିଛି। ପ୍ରାରମ୍ଭିକ କାରବାରରେ ୫୭,୯୪୬.୦୨ରେ ଥାଇ ‘ବିଏସ୍‌ଇ ସେନ୍‌ସେକ୍ସ୍‌’ ୯୮୦.୦୧ ପଏଣ୍ଟ୍‌ ବା ୧.୬୬% କମ୍‌ରେ ବ୍ୟବସାୟ କରୁଥିଲା। ସେହିପରି, ନିଫ୍‌ଟି ୫୦ ମଧ୍ୟ ୧୭,୩୩୨.୨୫ରେ ଥାଇ ୨୮୩.୬୦ ବା ୧.୬୧%କୁ ହ୍ରାସ ପାଇଛି।

hiranchal ad1
Leave A Reply

Your email address will not be published.

14 − fourteen =