ରୁଷର ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ କଲା ଗୁଗଲ

0 84

ନୂଆଦିଲ୍ଲୀ,:ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ଘଟଣାରେ ରୁଷ ଉପରେ ହୋଇଛି ଡିଜିଟାଲ ଷ୍ଟ୍ରାଇକ୍ । ରୁଷ ବିରୋଧରେ ଆଇଟି କମ୍ପାନୀଗୁଡିକ ଏକ ବଡ ଅଭିଯାନ ଆରମ୍ଭ କରିଛନ୍ତି । ରୁଷ ସହ ଜଡିତ ସୋଶାଲ ମିଡଆ ଆକାଉଂଟ ବ୍ଲକ କରିଦେଇଛି କମ୍ପାନୀ । ଏହାରି ମଧ୍ୟରେ ରୁଷର ଅନେକ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ କରିଛି ଗୁଗଲ ।

hiring

ଗୁଗଲ ଦ୍ୱାରା ଅପରେଟ୍ ହେଉଥିବା ଆଲ୍ଫାବେଟ୍ ଇଙ୍କ କମ୍ପାନୀ ରୁଷ ମିଡିଆ ଆଉଟଲେଟ୍ ରସଆ ଟୁଡେ ଏବଂ ସୁପ୍ଟିକ୍ ସହ ଜଡିତ ସମସ୍ତ ୟୁଟ୍ୟୁବ ଚ୍ୟାନେଲକୁ ବ୍ଳକ କରିଦେଇଛି । ଏହି ଦୁଇଟି ୟୁଟ୍ୟୁବ୍ ଚ୍ୟାନେଲର ସମ୍ବନ୍ଧ ସିଧାସଳଖ ରୁଷ ସରକାର ସହ ଥିଲା ।

ଅନ୍ୟପକ୍ଷରେ ନେଟ୍ଫ୍ଲିକ୍ସ ମଧ୍ୟ ରୁଷ ବିରୋଧରେ କଡା ପଦକ୍ଷେପ ନେଇଛି । ତା’ର ଓଟିଟି ପ୍ଲାଟଫର୍ମରେ ରୁଷ କୌଣସି ବି ଚ୍ୟାନେଲକୁ ପ୍ରସାରିତ କରିବ ନାହିଁ ବୋଲି ଘୋଷଣା କରିଛି ।

hiranchal ad1
Leave A Reply

Your email address will not be published.

one + ten =