Browsing Category

ବାଣିଜ୍ୟ

ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ଓଡିଶାର ଉତ୍କଳ ବି-୧ ଓ ବି-୨ କୋଇଲା ବ୍ଲକ

ଭୁବନେଶ୍ବର : କୋଇଲା ଖଣି ନିଲାମ ପ୍ରକ୍ରିୟାରେ ଶ୍ରୀ ନବୀନ ଜିନ୍ଦଲ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଓଡିଶାର ଅନୁଗୁଳ-ତାଳଚେର କୋଇଲା ଅଂଚଳର ଉତ୍କଳ ବି-୧ ଓ ବି-୨  କୋଇଲା ବ୍ଲକକୁ ନିଲାମ ନେବାରେ ସଫଳ ହୋଇଛି | ସବୁଜ ଇସ୍ପାତ ଉତ୍ପାଦନ ମାଧ୍ୟମରେ କ୍ଷମତା ସଂପ୍ରସାରଣ
Read More...

ମାର୍ଚ୍ଚରେ ସର୍ବକାଳୀନ ରେକର୍ଡ ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ : ମାର୍ଚ୍ଚରେ ଜିଏସଟି ସଂଗ୍ରହ କ୍ଷେତ୍ରରେ ଆଶାତୀତ ସଫଳତା ମିଳିଛି । ଏହି ମାସରେ ମିଳିଛି ମୋଟ ୧.୪୨ ଲକ୍ଷ କୋଟି ଟଙ୍କାର ଜିଏସଟି,ଯାହାକି ମାସିକ ଜିଏସଟି ସଂଗ୍ରହରେ ଏକ ସର୍ବକାଳୀନ ରେକର୍ଡ ବୋଲି ଅର୍ଥମନ୍ତ୍ରାଳୟ କହିଛି । ଏହା ୨୦୨୧ର ମାର୍ଚ୍ଚ ମାସ ତୁଳନାରେ ୧୫ ପ୍ରତିଶତ ଅଧିକ
Read More...

ଭୁବନେଶ୍ୱର ନବ ନିର୍ବାଚିତ ମେୟରଙ୍କୁ ଭେଟିଲେ ଆପୋଲୋ ହସ୍ପିଟାଲ ସିଇଓ

ଭୁବନେଶ୍ୱର : ଆପୋଲୋ ହସ୍ପିଟାଲ ଏଟଂରପ୍ରାଇଜ୍ସ ଲିମିଟେଡ୍‌ର ରେଜିଓନାଲ ସିିଇଓ ସୁଧୀର ଏମ୍‌ ଡିଗିକର ସ୍ମାର୍ଟ ସିଟି ଭୁବନେଶ୍ୱର ମହାନଗରନିଗମର ନବନିର୍ବାଚିତ ମେୟର ଶ୍ରୀମତି ସୁଲୋଚନା ଦାସଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଆପୋଲୋ ହସ୍ପିଟାଲ, ଭୁବନେଶ୍ୱରର ଜେନେରାଲ
Read More...

ପୁଣି ମହଙ୍ଗା ହେଲା ସୁନା

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ମୂଲ୍ୟ ବୃଦ୍ଧି କାରଣରୁ ଶୁକ୍ରବାର ଦିନ ଦେଶରେ ସୁନା ଓ ରୂପା ହାର ମଧ୍ୟ ବୃଦ୍ଧି ପାଇଛି । ମଲ୍ଟିକୋମୋଡିଟି ଏକ୍ସଚେଞ୍ଜରେ ସୁନା ହାର ପୁଣି ୫୨ ହଜାରକୁ ଅତିକ୍ରମ କରିଛି । MCX ରେ, ୨୪ କ୍ୟାରେଟ୍ ଶୁଦ୍ଧ ସୁନାର ମୂଲ୍ୟ ୩୦୮ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା
Read More...

ଯୁଦ୍ଧଜନିତ ପରିସ୍ଥିତିକୁ ନେଇ ଏମିତି ମନ୍ତବ୍ୟ ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍‌ ଯୁଦ୍ଧଜନିତ ସ୍ଥିତି ସୃଷ୍ଟି ହୋଇଛି ତାହା ଭାରତୀୟ ଅର୍ଥନୀତିକୁ ବିଶେଷ ପ୍ରଭାବିତ କରିବ ନାହିଁ । ଯେ କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ଲାଗି ଭାରତ ପ୍ରସ୍ତୁତ ରହିଛି । ଏହି ଯୁଦ୍ଧର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ନଗଣ୍ୟ ରହିବ ବୋଲି ଭାରତୀୟ ରିଜର୍ଭ
Read More...

ମହଙ୍ଗା ହେଲା ଚା, କଫି, ନୁଡୁଲ୍ସ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ ଏବେ ଖାଉଟିଙ୍କ ଉପରେ ପଡିବାକୁ ଯାଉଛି ଚଡକ । କାରଣ ଏଫଏମସିଜି କମ୍ପାନି ନେସଲେ ଓ ହିନ୍ଦୁସ୍ତାନ ୟୁନିଲିଭର ସେମାନଙ୍କର କିଛି ସାମଗ୍ରୀର ଦାମ ବଢ଼ାଇଛନ୍ତି । ନେସଲେର ମ୍ୟାଗି, କଫି, ଚା’ ଆଦି ସାମଗ୍ରୀର ଦାମ
Read More...

କିଡ୍‌ନୀ ସ୍ୱାସ୍ଥ୍ୟ ସଂକ୍ରାନ୍ତ ସଚେତନତା ପାଇଁ ଆପୋଲୋ ହସ୍ପିଟାଲ୍‌ ପକ୍ଷରୁ ଯୋଗ ଅଧିବେଶନ ଓ ଡାଏଟ୍‌ ପ୍ରଦର୍ଶନୀ…

ଭୁବନେଶ୍ୱର, ୧୦/୦୩: କିଡନୀ ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ସଚେତନତା ନିମନ୍ତେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ଠାରେ ଗୁରୁବାର ଦିନ ଡାକ୍ତରଖାନା ପରିସରରେ ଏକ ଯୋଗ ଅଧିବେଶନଓ ଡାଏଟ୍‌ ପ୍ରଦର୍ଶନୀ ଓ ଏସପ୍ଲାନେଡ ଠାରେ ଏକ ଡାଏଟ୍‌ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ
Read More...

ଏଟିଏମରୁ ଟଙ୍କା ଉଠାଉଛନ୍ତି କି ? ଜାଣି ରଖନ୍ତୁ ଏହି ନୂଆ ନିୟମ ବିଷୟରେ

ନୂଆଦିଲ୍ଲୀ ; ଏଟିଏମ୍‌ ରୁ ଟଙ୍କା ଉଠାଇବାକୁ ନେଇ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଗ୍ରାହକଙ୍କ ପାଇଁ ନୂଆ ନିୟମ ଆସିଛି। ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ ଧାରୀ ଏଥର ଏଟିଏମ୍‌ରୁ ଟଙ୍କା ଉଠାଇବା ସମୟରେ ଏକ ଓଟିପି ପାଇବେ। ଓଟିପି ଦେବା ପରେ
Read More...

ଆସିଲା ରିଜର୍ଭ ବ୍ୟାଙ୍କର ନୂଆ ଆପ୍‌ : ଜାଣନ୍ତୁ,କ’ଣ ରହିଛି ଏଥିରେ ବିଶେଷ ସୁବିଧା

ନୂଆଦିଲ୍ଲୀ,୮/୩ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଏକ ସଂପୂର୍ଣ୍ଣ ନିଆରା ସେବା ଆରମ୍ଭ କରିଛନ୍ତି । ଏହି ସେବା କ୍ରମରେ ଦେଶରେ ୪୦ କୋଟିରୁ ଅଧିକ ଫିଚର ଫୋନ ଉପଭୋକ୍ତା ଓ ସାମାନ୍ୟ ମୋବାଇଲ ଫୋନ ବ୍ୟବହାରକାରୀ ସୁରକ୍ଷିତ ଭାବେ ଡିଜିଟାଲ ପେମେଣ୍ଟ
Read More...

ପେଟ୍ରୋଲ ଦର ୨୦୦ ଟଙ୍କା ଟପିବ !

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଶକ୍ତି କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି । ବିଶେଷକରି ରୁଷ ଉପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଏବେ ସ୍ଥିତି ସଂଗୀନ ହେବାରେ ଲାଗିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ
Read More...