Browsing Category

ବାଣିଜ୍ୟ

ଆହୁରି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ!

ନୂଆଦିଲ୍ଲୀ: ଆହୁରି ମହଙ୍ଗା ହୋଇପାରେ ପେଟ୍ରୋଲ ଡିଜେଲ ଦର। ରୁଷ-ୟୁକ୍ରେନ୍‌ ଯୁଦ୍ଧ ଭିତରେ ପୁଣି ବଢ଼ିଲା ଅଶୋଧିତ ତୈଳ ଦର। ବ୍ୟାରେଲ ପିଛା ୧୩୦ ଡଲାର ଅତିକ୍ରମ କରିଛି କ୍ରୁଡ୍‌ ଅଏଲ୍‌। ଦୁଇ ଦିନ ଭିତରେ ଅଶୋଧିତ ତଳ ଦର ୧୦ ପ୍ରତିଶତ ବୃଦ୍ଧି ପାଇ ୧୩୦ ଡଲାର ପାର କରିଛି। ୨୦୧୪ ପରେ ପ୍ରଥମ ଥର
Read More...

ଖାଇବା ତେଲ ଦରବୃଦ୍ଧିକୁ ନେଇ ତାତିଲେଣି ଲୋକେ : ମୋଦି ବିବ୍ରତ,ଖୁବଶୀଘ୍ର ସମୀକ୍ଷା

ନୂଆଦିଲ୍ଲୀ,୬/୩ : ଦେଶରେ ଖାଇବା ତେଲର ଅହେତୁକ ଦରବୃଦ୍ଧିନେଇ ଲୋକେ ତାତିଲେଣି । ଚାରିଆଡେ଼ ଅସନ୍ତୋଷର ସ୍ୱର ଉଠିଲାଣି । ଭାରତରେ ପାମ୍‌ ଅଏଲ, ସନ୍‌ଫ୍ଲାୱାର ଅଏଲ,ସୋୟା ଏବଂ ବନସ୍ପତି ତେଲ ଦାମ ବୃଦ୍ଧି ପାଇଛି । ତେବେ ସୋରିଷ ତେଲ ଦାମରେ କମ ବୃଦ୍ଧି ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି
Read More...

ପାଶ୍ଚାତ୍ୟ ପ୍ରତିବନ୍ଧକ ଯୋଗୁ ସଙ୍କଟରେ ଋଷିଆର ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ : ଋଷିଆ ଯେତେଯାହା କହିଲେ ମଧ୍ୟ ଏହାର ଅର୍ଥ ବ୍ୟବସ୍ଥା ଯେ ସଙ୍କଟ ଭିତରକୁ ଠଲି ହୋଇଗଲାଣି,ସେଥିରେ ଆଉ ସନ୍ଦେହ ନାହିଁ । ପାଶ୍ଚାତ୍ୟ ଦେଶମାନଙ୍କର କଠୋର ପ୍ରତିବନ୍ଧକ ଯୋଗୁ ଏହାର ଅର୍ଥନୈତିକ ସ୍ଥିତି ଦୋହଲିବାକୁ ବସିଲାଣି । ମୁଡିଜ୍‌ରେ ଋଷିଆର କ୍ରେଡିଟ ରେଟିଂ ହ୍ରାସ ହୋଇଛି ।
Read More...

ୟୁକ୍ରେନ-ଋଷ ଯୁଦ୍ଧ ପ୍ରଭାବ, ଓଡିଶାରେ ବଢିଲା ଖାଇବା ତେଲ ଦର

ଭୁବନେଶ୍ୱର: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଲଢ଼େଇ । ୟୁକ୍ରେନ ରାଜଧାନୀ କିଭକୁ କବ୍ଜା କରିବାକୁ ଭୟଙ୍କର ଆକ୍ରମଣ କରିବାରେ ଲାଗିଛି ଋଷ । ତେବେ ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଓଡ଼ିଶାରେ ପଡ଼ିଛି । ଯୁଦ୍ଧ ଫଳରେ ରାଜ୍ୟରେ ତୈଳ ଦର ବୃଦ୍ଧି ପାଇଛି ।
Read More...

ରୁଷର ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ କଲା ଗୁଗଲ

ନୂଆଦିଲ୍ଲୀ,:ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ଘଟଣାରେ ରୁଷ ଉପରେ ହୋଇଛି ଡିଜିଟାଲ ଷ୍ଟ୍ରାଇକ୍ । ରୁଷ ବିରୋଧରେ ଆଇଟି କମ୍ପାନୀଗୁଡିକ ଏକ ବଡ ଅଭିଯାନ ଆରମ୍ଭ କରିଛନ୍ତି । ରୁଷ ସହ ଜଡିତ ସୋଶାଲ ମିଡଆ ଆକାଉଂଟ ବ୍ଲକ କରିଦେଇଛି କମ୍ପାନୀ । ଏହାରି ମଧ୍ୟରେ ରୁଷର ଅନେକ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ
Read More...

ଯୁଦ୍ଧର ପ୍ରଭାବ : ଦିନକରେ ୧୩,୪୪,୪୮୮.୫୪ କୋଟି ହରାଇଲେ ନିବେଶକ

ମୁମ୍ବାଇ ୨୪ ।୨: ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ଯୋଗୁ ଭାରତୀୟ ସେୟାର ବଜାରରେ ଗୁରୁବାର ଜୋରଦାର ହ୍ରାସ ଦେଖାଯାଇଛି । ଫଳରେ ନିବେଶକ ଗୁରୁତର କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏହି ହ୍ରାସ ଯୋଗୁ ନିବେଶକଙ୍କୁ ଗୋଟିଏ ଦିନରେ ୧୩,୪୪,୪୮୮.୫୪ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ଫଳରେ
Read More...

ତୈଳ ଦର ୭ରୁ ୮ ଟଙ୍କା ବଢିବ !

ନୂଆଦିଲ୍ଲୀ:ଚରମସୀମାରେ ପହଞ୍ଚିଛି ୟୁକ୍ରେନ୍‌-ଋଷ ସଙ୍କଟ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପୂର୍ବ ୟୁକ୍‌ରେନର ୨ଟି ଅଞ୍ଚଳକୁ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ପରେ ସାରା ବିଶ୍ୱର ପ୍ରତିକ୍ରିୟା ପ୍ରକାଶ ପାଇଛି । ରୁଷିଆ-ୟୁକ୍ରେନ ବିବାଦର ପ୍ରଭାବ ଏବେ ପେଟ୍ରୋଲ ଓ ଡିଜେଲ ଉପରେ
Read More...

୧୦୦୦ ପଏଣ୍ଟ୍‌ କ୍ରାସ୍‌ କଲା ସେନ୍‌ସେକ୍ସ୍‌

ମୁମ୍ବାଇ: ବିଶ୍ବ ବଜାରରେ ମୁଖ୍ୟତଃ ‘ଆଇଟି’ ଏବଂ ଆର୍ଥିକ ଷ୍ଟକ୍‌ର ଦୁର୍ବଳ କାରବାର ଚାଲିଥିବା କାରଣରୁ ଆଜି ସେୟାର୍‌ ମାର୍କେଟ୍‌ରେ କାରବାର ଆରମ୍ଭ ହେବା ପରେ ପରେ ସେନ୍‌ସେକ୍ସ୍‌ ପ୍ରାୟ ୧୦୦୦ କ୍ରାସ୍‌ କରିଛି। ପ୍ରାରମ୍ଭିକ କାରବାରରେ ୫୭,୯୪୬.୦୨ରେ ଥାଇ ‘ବିଏସ୍‌ଇ ସେନ୍‌ସେକ୍ସ୍‌’
Read More...

ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ପୁଣିଥରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ । ରେପୋ ରେଟ୍ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଲଗାତାର ଦଶମ ଥର ପାଇଁ ସୁଧହାରରେ କୌଣସି ପରିବର୍ତ୍ତନ କରିନାହିଁ ରିଜର୍ଭ ବ୍ୟାଙ୍କ । ଆରବିଆଇ ମୁଦ୍ରାନୀତି କମିଟି ବୈଠକରେ ଏହି
Read More...