Browsing Category

ଦେଶ- ବିଦେଶ

ଆଇଆଇଟି ମାଡ୍ରାସ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ୨୦୨୧ ବର୍ଷ ପାଇଁ ନ୍ୟାଶନାଲ୍‌ ଇନଷ୍ଟିଚ୍ୟୁଟ୍‌ ରାଙ୍କିଙ୍ଗସ୍‌ ଫ୍‌ରେମୱର୍କ (ଏନ୍‌ଆଇଆର୍‌ଏଫ୍‌) ଜାରି କରିଛନ୍ତି । ଏଥିରେ ଆଇଆଇଟି ମାଡ୍ରାସ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ ହୋଇଛି । କ୍ରମାଗତ ତୃତୀୟ
Read More...

ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ରାଜ୍ୟସଭାର ଖାଲି ପଡ଼ିଥିବା ୬ ଆସନ ପାଇଁ ଉପନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ଅକ୍ଟୋବର ୪ ତାରିଖରେ କରାଇବାକୁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ରାଜ୍ୟସଭାର ଯେଉଁ ୬ଟି ଆସନ ପାଇଁ ଉପନିର୍ବାଚନ ହେବ, ସେଥିରେ ତାମିଲନାଡୁର ଦୁଇଟି ସିଟ୍‌ ,
Read More...

ନାବାଳିକାକୁ ଅପହରଣ କରି ୫ ଜାଗାରେ ୪୮ ଘଣ୍ଟା ପର୍ଯ୍ୟନ୍ତ କଲେ ଗଣଦୁଷ୍କର୍ମ, ୧୪ ଗିରଫ

ପୁଣେ : ମହାରାଷ୍ଟ୍ରର ସାଂସ୍କୃତିକ ରାଜଧାନୀ ପୁଣେ ସହରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଜଣେ ୧୪ ବର୍ଷିୟ ନାବାଳିକାକୁ ଅପହରଣ କରି ଅଭିଯୁକ୍ତମାନେ ୫ ଜାଗରେ ୪୮ ଘଣ୍ଟା ଧରି ଗଣଦୁଷ୍କର୍ମ କରିଛନ୍ତି । ଝିଅଟିକୁ ପୁଣେ ପୁଲିସ ଉଦ୍ଧାର କରିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ପୁଣେ ପୋଲିସ ୧୪
Read More...

ତାଲିବାନ ପାଇଁ ଟ୍ରେଜେରୀ ଖୋଲିଦେଲା ଚୀନ, ଏତିକି ଆମେରିକୀୟ ଡଲାର ଦେବ

ବେଜିଂ: ଆଫଗାନିସ୍ତାନରେ ୧୭ ଜଣ ଆତଙ୍କବାଦୀଙ୍କୁ ନେଇ ତାଲିବାନୀ ସରକାର ଗଠନ ହେବାର ୨୪ ଘଣ୍ଟା ମଧ୍ୟରେ ଚୀନ୍‌ ଏହାକୁ ସାହାଯ୍ୟ କରିବା ପାଇଁ ଟ୍ରେଜେରୀ ଖୋଲି ଦେଇଛି । ଗତକାଲି ଆଫଗାନିସ୍ତାନର ନୂତନ ସରକାର ପାଇଁ ଚୀନ୍‌ ୩୧ ମିଲିୟନ ଆମେରିକୀୟ ଡଲାର ସହାୟତା ଘୋଷଣା କରିଛି । ଚୀନ୍‌ ଯୁକ୍ତି
Read More...

ମହିଳା ଶକ୍ତିର ବଡ ବିଜୟ : ଏଣିକି ଏନ୍‌ଡିଏରେ ଛାତ୍ରୀ

ନୂଆଦିଲ୍ଲୀ: ମହିଳାମାନଙ୍କୁ ‘ପର୍ମାନେଣ୍ଟ୍‌ କମିସନ୍’ ଦେବା ସହ ସେମାନଙ୍କୁ ‘ଏନ୍‌ଡିଏ’ ଓ ନେଭାଲ୍‌ଏକାଡେମି’କୁ ପ୍ରବେଶ କରିବା ନିମନ୍ତେ ଅନୁମତି ଦେବା ଲାଗି ତିନି ସେନା ମୁଖ୍ୟ ଏବଂ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା କଥା ଆଜି ଅତିରିକ୍ତ ସଲିସିଟର୍‌ ଜେ‌ନେରାଲ୍‌ ଐଶ୍ବର୍ଯ୍ୟା ଭାଟୀ
Read More...

କାବୁଲରେ ପାକିସ୍ତାନ ବିରୋଧୀ ରାଲିରେ ଗୁଳି ଚଲାଇଲା ତାଲିବାନ : ରିପୋର୍ଟ

ନୂଆଦିଲ୍ଲୀ: କାବୁଲରେ ପାକିସ୍ତାନ ବିରୋଧୀ ରାଲିରେ ତାଲିବାନ ଗୁଳି ଚଳାଇଛି । ଖବର ଅନୁଯାୟୀ ପାକିସ୍ତାନ ଦୂତାବାସ ବାହାରେ ପ୍ରାୟ ୭୦ ମହିଳା ଓ ପୁରୁଷ ବିରୋଧ କରିଥିଲେ । ହାତରେ ପ୍ଲାକାର୍ଡ ଥିବା ଏହି ଲୋକମାନେ ସ୍ଲୋଗାନ ଦେଉଥିଲେ । ଆଫଗାନିସ୍ତାନ କାର୍ଯ୍ୟରେ ପାକିସ୍ତାନ ହସ୍ତକ୍ଷେପ କରୁଛି
Read More...

ଭେଣ୍ଡି କିଲୋ ୮୦୦ ଟଙ୍କା, ରହିଛି ଅନେକ ଫାଇଦା

ଭୋପାଳ: ଆପଣ ନାଲି ଭେଣ୍ଡିର ସ୍ୱାଦ ଚାଖିଛନ୍ତି କି? ଅଧିକାଂଶ ଲୋକ ନିଜ ବାଡିରେ ସବୁଜ ଭେଣ୍ଟି ଚାଷ କରିବ ସହ ଖାଇଥାନ୍ତି । ନାଲି ଭଣ୍ଡି ଦେଖିବା ଏବଂ ଶୁଣିବା ପାଇଁ ଅଦ୍ଭୁତ ଶବ୍ଦ ହୋଇପାରେ, କିନ୍ତୁ ଖାଇବା ସ୍ୱାଦିଷ୍ଟ ଏବଂ ପୁଷ୍ଟିକର । ଏହାର ଦାମ୍‌ ବି ସେମିତି । କିଲୋପ୍ରତି ୮୦୦
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ମୃତ , ୨ ଶିଶୁ ଗୁରୁତର

ଗାଜିୟାବାଦ : ଗାଜିୟାବାଦର ମସୁରୀରେ ଦିଲ୍ଲୀ-ମେରଠ ଏକ୍ସପ୍ରେସୱେରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କାର-ଟ୍ରକ ମଧ୍ୟରେ ଧକ୍କା ହୋଇ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ମୃତକଙ୍କ ମଧ୍ୟରେ ଶିଶୁ,୨ ମହିଳାଙ୍କ ମଧ୍ୟ ରହିଛନ୍ତି।ସୂଚନା
Read More...

ଚିଟଫଣ୍ଡ : ପୂର୍ବତନ ବିଧାୟକ ଗିରଫ

ବିଶାଖାପାଟଣା: ଚିଟଫଣ୍ଡ ଲିଙ୍କ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ ଗିରଫ । ବିଶାଖାପାଟଣା ପଶ୍ଚିମ ଜୋନର ବିଧାୟକ ଥିବା ଏମ.ଭି ପ୍ରସାଦଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ । ବିଶାଖାପାଟଣାରୁ ପୂର୍ବତନ ବିଧାୟକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡ଼ବ୍ଲୁ । ପ୍ରସାଦଙ୍କ
Read More...

ସେପ୍ଟେମ୍ବର ୧୨ରେ ହେବ ନିଟ୍‌ ପରୀକ୍ଷା, ସ୍ଥଗିତ ରଖିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୋମବାର ସୁପ୍ରିମକୋର୍ଟ ସିବିଏସ୍‌ଇ ସଂସ୍କାର ଏବଂ କମ୍ପାର୍ଟମେଣ୍ଟ ପରୀକ୍ଷା ସୂଚୀ ସହ ସେପ୍ଟେମ୍ବର ୧୨ ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌ ପରୀକ୍ଷାର ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରୁଥିବା ଦୁଇଟି ଆବେଦନର ଶୁଣାଣି କରିଛନ୍ତି । ଏହି ଅବସରରେ ନିଟ୍‌ ପରୀକ୍ଷା ସ୍ଥଗିତ ରହିବ
Read More...